Movie prime

୨୦୦ ଟଙ୍କା ରେ ଦେହ ବିକି ଛୁଆ କଲା ଆଉ ରାସ୍ତା ରେ ପକେଇ ଦେଇ ଚାଲିଗଲା..

 
Special Report
ନମସ୍କାର ପାଠକ ବନ୍ଧୁ।ମା ତା ପିଲା ର ଭଲ ପାଇ ସବୁବେଳେ ଚିନ୍ତା କରି ଥାଏ।ସେ ନିଜ ଉପରେ ସବୁ ବିପଦ କୁ ଆଣି ତା ପିଲା କୁ ରକ୍ଷା କରେ।ହେଲେ ବର୍ତ୍ତମାନ ସମୟ ରେ ମା ମାନେ ନିଜ ପିଲା ର ଜୀବନ କୁ ରାକ୍ଷସ ମୁହଁ କୁ ଠେଲି ଦେଉ ଛନ୍ତି।
Special Report
ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହର ରେ।ସେଠାରେ ଜଣେ ମହିଳା ପିଲା ଟି କୁ ଜନ୍ମ କରି କୁକୁର ମାନଙ୍କୁ ଖାଇବାକୁ ଦେଇ ଦେଇଛି।
ଏ ଘଟଣା ବିଷୟ ରେ ଯେ କେହି ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଇଛି।ପ୍ରେମିକ ଠାରୁ ଦେହ ସୁଖ ନେବା ବେଳେ ସେହି ମହିଳା ଙ୍କୁ ଖୁବ୍ ଖୁସି ମିଳୁ ଥିଲା।ହେଲେ ଯେତେବେଳେ ସେ ଗ-ର୍ଭ-ବ-ତୀ ହୋଇ ଥିଲେ।ତାହା ସେ ଜାଣି ପାରି ନ ଥିଲେ।
ପିଲା ଟି କୁ ଜନ୍ମ କରି ଦେଇଥିଲେ।ଏହା ପରେ ସେହି ପିଲା ଟି କୁ ନେଇ ସେ ବିଲ ରେ ଫୋପାଡି ଦେଇ ଆସିଥିଲେ।ଯେଉଁ ପିଲା କୁ ମା ଦଶ ମାସ ଦଶ ଦିନ ଗର୍ଭ ରେ ଧରି ଜନ୍ମ ଦେଇଥିଲା।
Special Report
ସେହି ମା ଆଜି ତା ମୃତ୍ୟୁ ର କାରଣ ସାଜି ଥିଲା।ସୂଚନା ଅନୁସାରେ ସେହି ଅଞ୍ଚଳ ର କିଛି ଲୋକ ମାନେ ସକାଳୁ ବିଲ କୁ କାମ କରିବା ପାଇଁ ଯାଇଥିଲେ।ସେମାନେ ଦେଖିବାକୁ ପାଇଥିଲେ କି କୁକୁର ମାନେ କାହାକୁ ଗୋଟିଏ ଘୋଷାଡି ଘୋଷାଡି ଖାଉ ଥିଲେ।
ନିକଟ କୁ ଯାଇ ଦେଖିଲା କୁ ତାହା ଗୋଟିଏ ଶିଶୁ କନ୍ୟା ଥିଲା।କୁକୁର ମାନେ ତାର ଅଧା ଶରୀର କୁ ଖାଇ ସାରି ଥିଲେ।ସେହି ଲୋକ ମାନେ ଶିଶୁ କନ୍ୟା କୁ ଉଦ୍ଧାର କରିଥିଲେ।
ଏହାପରେ ପୋଲିସ ଖବର ଦେଇଥିଲେ।ପୋଲିସ ଖବର ପାଇ ଘଟଣା ସ୍ଥଳ ରେ ପହଞ୍ଚି ଥିଲେ।ଘଟଣା ର ତଦନ୍ତ ଜାରି ରହିଛି।ସେହି ପିଲା କୁ ନେଇ ଗୋଟିଏ ଗାତ ଖୋଳି ପରେ ପୋତି ଦିଆ ଯାଇଥିଲା।ଏହାକୁ ନେଇ ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ଜୋର୍ ଧରିଛି।