Movie prime

ଚୋରି କରିବାକୁ ଆସିଥିଲା ଚୋର ହେଲେ ଦୁଃଖ ଶୁଣି ହାତରେ ଧରାଇ ଦେଲା ୧୦୦ ଟଙ୍କା ଦେଖନ୍ତୁ ଏହି ଦୃଶ୍ୟ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ସୋସିଆଲ ମିଡ଼ିଆରେ ଲୋକମାନେ ଏଭଳି କିଛି ଖବର ଦେଖିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜିକାଲି ଦୁନିଆରେ ହେଉଥିବା ଲୁଟ ବିଷୟରେ ଆପଣମାନେ ସମସ୍ତେ ଜାଣିଥିବେ । 
Special Report
ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ରାସ୍ତାରେ ଲୋକମାନଙ୍କୁ ବନ୍ଧୁକ ବା ଛୁରୀ ଦେଖାଇ ଲୁଟ କରିଥାନ୍ତି । ଆଉ ଲୋକଙ୍କ ଠାରୁ ଟଙ୍କା, ସୁନାଗହଣା ଆଦି ଲୁଟ କରିଥାନ୍ତି । ଏବେ ଏହି ଲୁଟ ଘଟଣାକୁ ନେଇ ଏଭଳି କିଛି ଘଟଣା ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଖବର ଶୁଣି ଆପଣମାନେ ସମସ୍ତେ ହସି ହସି ଗଡିଯିବେ । ସୂଚନା ଅନୁସାରେ ଦୁଇଜଣ ମଦ୍ୟପ ଲୋକ ମଦ ପିଇ ରାସ୍ତାରେ ଯାଉଥିଲେ । ଆଉ ସେମାନେ ରାସ୍ତାରେ ଯାଉଥିବା ସମୟରେ ଏକ ଦମ୍ପତ୍ତିଙ୍କୁ ଦେଖିଥିଲେ । 
Special Report
ଆଉ ସେହି ମଦ୍ୟପ ଦୁଇଜଣ ତାଙ୍କର ପିଛା କରିଥିଲେ । ଆଉ ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଲୁଟ କରିବାକୁ ଭାବିଥିଲେ । ଆଉ ସେୟା କରିଥିଲେ । ତାଙ୍କ ପାଖରେ ଯାହା ଅଛି ଦେବାକୁ କହିଥିଲେ ଏହି ଦୁର୍ବୃତ୍ତମାନେ ।
ଲୁଟେରାଙ୍କୁ ଦେଖି ଏହି ଦମ୍ପତ୍ତି ଡରି ଯାଇଥିଲେ । ଆଉ ଏଭଳି କିଛି ଘଟିଥିଲା ଯାହା ଦେଖି ଲୁଟେରା ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଦମ୍ପତ୍ତିଙ୍କ ପାଖରେ ନଥିଲା ମୋଟା ଅଙ୍କର ଟଙ୍କା । ତାଙ୍କ ପାଖରେ ଥିଲା ୨୦ ଟଙ୍କାର ନୋଟ ଆଉ ଏହାକୁ ଦେଖି ଲୁଟେରାମାନେ ନିଜକୁ ଧିକ୍ ବୋଲି ମନେ କରିଥିଲେ । 
ଏହି ଲୁଟେରା ଏହା ଦେଖିବା ପରେ ସେହି ଦମ୍ପତ୍ତିଙ୍କୁ ୧୦୦ ଟଙ୍କା ଦେଇଥିଲେ । ସେହି ସ୍ଥାନରୁ ସେମାନେ ଫେରାର ହୋଇ ଯାଇଥିଲେ । ଆଉ ଏହାସହ ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
ଏହି ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ବନ୍ଧୁକ, ୩୦ ଟି ମୋବାଇଲ୍ ଆଉ ଏକ ସ୍କୁଟର ପୋଲିସ ଜବତ କରିଛି । ଏହି ଘଟଣାକୁ ନେଇ ମାମଲା ରୁଜ୍ଜୁ କରାଯାଇଛି । ଏହି ଖବର ଶୁଣିଲେ ଲାଗୁଛି ଦୟାବାନ୍ ବ୍ୟକ୍ତି ଲୁଟେରା ବି ଅଛନ୍ତି । ୨୦୦ ସିସିଟିଭି ଯାଞ୍ଚ ପରେ ପୋଲିସ ଏହି ଲୁଟେରାଙ୍କୁ ଗିରଫ କରିଛି ।