Movie prime

Valentines day ଆଗରୁ ଦୁଃଖ ରେ କାନ୍ଦିଲେ ସଲମାନ୍, କହିଲେ ଏଇ ବୟସ ରେ ସେ ଝିଅ ମତେ କଷ୍ଟ ଦେଇ ଦେଲା... ମୁଁ କଣ କରିବି..

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ର ଭାଇଜାନ ଭାବେ ଜଣା ଶୁଣା ସଲମାନ୍ ଖାନ୍ ଙ୍କୁ ଭଲ ଭାବେ ଜାଣି ଥିବେ।ଏତେ ବର୍ଷ ବିତି ଯାଇ ଥିଲେ ମଧ୍ୟ ଲୋକ ମାନେ ଆଜି ମଧ୍ୟ ତାଙ୍କୁ ଖୁବ୍ ଭଲ ପାଉ ଛନ୍ତି।ତାଙ୍କ ଅଭିନୀତ ଫିଲ୍ମ କୁ ଦେଖିବା ପାଇଁ ପ୍ରଶଂସକ ମାନେ ପାଗଳ ଭଳି ହୋଇ ଯାଉଛନ୍ତି।
ତାଙ୍କ ଫିଲ୍ମ ରିଲିଜ୍ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି।ତେବେ ଆଜି ଆମେ ସେହି ଭାଇ ଜାନ ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେ ତାଙ୍କ ବ୍ୟକ୍ତି ଗତ ଜୀବନ କୁ ନେଇ ଏବେ ଖୁବ୍ ଚର୍ଚ୍ଚା ରେ ଅଛନ୍ତି।
Special report
ସେ ଗଣ ମାଧ୍ୟମ ଆଗରେ ଏଭଳି କିଛି କଥା ପ୍ରକାଶ କରିଛନ୍ତି ଯାହାକୁ ଆପଣ ମାନେ ଜାଣି ଲେ ଆଶ୍ଚର୍ଯ୍ୟ ହେବେ।ଆପଣ ମାନେ ସମସ୍ତେ ଜାଣି ଥିବେ ତାଙ୍କୁ ସବୁବେଳେ ଲୋକ ମାନେ ଗୋଟିଏ ପ୍ରଶ୍ନ ପଚାରି ଥାନ୍ତି।ତାହା ହେଉଚି ଆପଣ କେବେ ବିବାହ କରିବେ।
ବିବାହ କୁ ନେଇ ତାଙ୍କୁ ଅନେକ ପ୍ରଶ୍ନ ର ସାମ୍ନା କରିବାକୁ ପଡି ଥାଏ।କେତେବେଳେ ସେ ଏହାକୁ ଶୁଣି ହସି କରି ପଳାଇ ଯାଆନ୍ତି ତ କେତେବେଳେ ବହୁତ ରାଗି ଯାଆନ୍ତି।ତେବେ ଏହି ଅଭିନେତା ଜଣକ ଆଜି ପୁଣି ଥରେ ସେହି ପ୍ରଶ୍ନ ର ଶିକାର ହୋଇଛନ୍ତି।
ଗଣ ମାଧ୍ୟମ ପ୍ରତିନିଧି ମାନେ ତାଙ୍କ କେବେ ବିବାହ କରିବେ ବୋଲି କହି ଥିଲେ।ଜଣେ ମହିଳା ତାଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇ ଥିଲେ।ହେଲେ ଏଥିରେ ସଲମାନ୍ ଖାଁ ହସି ଥିଲେ।ଆଉ କହି ଥିଲେ କି ମୋର ବିବାହ ବୟସ ଗଡି ଯାଇଚି।ତମେ ମୋତେ ୨୦ ବର୍ଷ ତଳେ ଦେଖା କରି ଥିଲେ ଭଲ ହୋଇ ଥାନ୍ତା।
Special report
ସେହି ସମୟ ରେ ମୋତେ ତମେ ଏପରି କହି ଥିଲେ।ମୁଁ ସାଙ୍ଗେ ସାଙ୍ଗେ ବିବାହ କରି ଦେଇ ଥାଆନ୍ତି।ତାଙ୍କ ର ଏହି କଥା ଶୁଣି ସେଠାରେ ଉପସ୍ଥିତ ଥିବା ଲୋକ ମାନେ ହସିବାକୁ ଲାଗି ଥିଲେ।କିନ୍ତୁ ଏଥିରୁ ଏହା ସ୍ପଷ୍ଟ ହେଲା ଯେ ସଲମାନ୍ ଆଉ ବିବାହ କରିବେ ନାହି।
ସେ ଏବେ ୫୭ ବର୍ଷ ରେ ପାଦ ରଖିଛନ୍ତି।ତାଙ୍କର ଏବେ ଆଉ କାହାକୁ ବିବାହ କରିବାର ନାହିଁ।ସେ ସବୁବେଳେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି।ତାଙ୍କର ଏହି କଥା ଶୁଣିବା ପରେ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ଏହାର ଭିଡିଓ ଖୁବ୍ ଭାଇରାଲ ଏବେ ହେଉ ଅଛି।ଅନେକ ଝିଅ ଙ୍କ ର ହୃଦୟ କୁ ସେ ଭାଙ୍ଗି ଦେଇଛନ୍ତି ଏଭଳି କହିକି।