Movie prime

ଦୁନିଆ ଆସି ଚନ୍ଦ୍ର ରେ ପହଞ୍ଚିଲାଣି ହେଲେ ଆଜି ଯାଏଁ ଅଣ୍ଡା ମାଡ ଖାଉଛନ୍ତି ଦିବ୍ୟଶଙ୍କର

 
Special report
ନମସ୍କାର ପାଠକ ବନ୍ଧୁ।ରାଜନୀତି ରେ ସବୁ ବେଳେ କିଛି ନା କିଛି ଖବର ସାମ୍ନା କୁ ଆସି ଥାଏ ଆପଣ ମାନେ ଜାଣି ଥିବେ।ଶାସକ ଓ ବିରୋଧୀ ଦଳ ମଧ୍ୟ ରେ ସବୁବେଳେ ଝଗଡ଼ା ଲାଗି ରହିଥାଏ।ଏଥିପାଇଁ ଲୋକ ମାନେ ରାଗ ରେ ଆସି ନେତା ମନ୍ତ୍ରୀ ମାନଙ୍କ ଉପରେ ଆକ୍ରମଣ କରିଥାନ୍ତି।
Special report
ନିକଟ ରେ ଏକ ଖବର ସାମ୍ନା କୁ ଆସିଚି।ଜଣେ ବିଧାୟକ ଙ୍କ ଉପରେ ଅଣ୍ଡା ମାଡ କରା ଯାଇଚି।ଏହା ସହିତ ତାଙ୍କୁ କଳା ପତାକା ଦେଖାଇଛନ୍ତି।ବିଧାୟକ ଜଣକ ଭୟ ରେ ଗାଡ଼ି ଭିତରେ ବସି ରହିଲେ।ଉପସ୍ଥିତ ଥିବା ପୋଲିସ ମାନେ ତାଙ୍କୁ ସୁରକ୍ଷା ଦେଇଥିଲେ।ଓ ଆଗକୁ ଯିବା ପାଇଁ କହିଥିଲେ।
ସୂଚନା ଅନୁସାରେ ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ।ସେଠାରେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଙ୍କ ଉପରେ ଅଣ୍ଡା ମାଡ ହୋଇଛି।ଖାଲି ଅଣ୍ଡା ମାଡ ହୋଇନି ଏହା ସହିତ କଳା ପତାକା ମଧ୍ୟ ପ୍ରଦର୍ଶନ କରା ଯାଇଛି।ପୋଲିସ ମାନେ ଘଟଣା ସ୍ଥଳରେ ରହି ତାଙ୍କର ସୁରକ୍ଷା ଦେଇଥିଲେ।
ସେହି ଅଣ୍ଡା ମାଡ କରିଥିବ ବ୍ୟକ୍ତି ମାନେ ହେଉଛନ୍ତି କଂଗ୍ରେସ ଦଳର ଯୁବ କର୍ମୀ ମାନେ।କେବଳ ଦିବ୍ୟ ଶଙ୍କର ମିଶ୍ର ଙ୍କ ଉପରେ ଅଣ୍ଡା ମାଡ ହୋଇ ନାହିଁ।ଅନ୍ୟ ଦୁଇ ଜଣ ବିଜେଡ଼ି ବିଧ୍ୟାୟକ ଙ୍କ ଉପରେ ଅଣ୍ଡା ମାଡ ହୋଇଛି।ସେମାନେ ହେଲେ ଭୂପିନ୍ଦର ସିଂ ଓ ପ୍ରଦୀପ ଦେଶାଇ।
Special report
ଦିବ୍ୟ ଶଙ୍କର ମିଶ୍ର ଗୁରୁ ଦିବସ ରେ ଜିଲ୍ଲା ସ୍ତରୀୟ ସଭା ରେ ଯୋଗ ଦେବାକୁ ଯାଉ ଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରା ଯାଇଚି।ଯେଉଁ କଂଗ୍ରେସ କର୍ମୀ ମାନେ ଏପରି କରିଛନ୍ତି।ତାଙ୍କୁ ପୋଲିସ ଗିରଫ କରି ନେଇ ହାଜତ ରେ ଭର୍ତି କରିଛି।ଅନ୍ୟ କିଛି ଅପରାଧୀ ମାନେ ଖସି ପଳାଇ ଯାଇଥିଲେ।
ସେମାନେ କହିଛନ୍ତି କି ନିକଟ ରେ ଜଣେ ମହିଳା ଙ୍କୁ ମାରି ଦିଆ ଯାଇଥିଲା।ଏଥିରେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ ହାତ ରହିଥିଲା।ତେବେ କଣ ପାଇଁ ତାଙ୍କୁ ଏହି ସଭା କୁ ଡକା ଯାଉଚି।ଏଭଳି ଜଣେ ଅପରାଧୀ ଙ୍କୁ ଉଚ୍ଚ ସ୍ଥାନ ରେ ବସାଇବା କଣ ଠିକ୍ ବୋଲି କଂଗ୍ରେସ କର୍ମୀ ମାନେ ପ୍ରଶ୍ନ କରିଛନ୍ତି।
ସୂଚନା ମୁତାବକ ଦିବ୍ୟ ଶଙ୍କର ମିଶ୍ର ଗତ କାଲି କଳାହାଣ୍ଡି ଜିଲ୍ଲା ରେ ଗତ କାଲି ଏକ ଜିଲ୍ଲା ସ୍ତରୀୟ ଗୁରୁ ଦିବସ କାର୍ଯ୍ୟ କ୍ରମ ରେ ଯୋଗ ଦେବାକୁ ଯାଇଥିଲେ।ସେଠାରେ ତାଙ୍କୁ ଅନେକ ବିରୋଧ କରା ଯାଇଥିଲା।ତାଙ୍କ ଗାଡ଼ି ଉପରେ ଅଣ୍ଡା ମାଡ କରାଯିବା ସହିତ କଳା ପତାକା ପ୍ରଦର୍ଶନ କରା ଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.