Movie prime

ନିର୍ବାଚନ ସମୟ ରେ ନିଜ ବାପା ନବ ଙ୍କୁ ମନେପକାଇଲେ ଦିପାଳି ବାପା ମୁଁ ସବୁ ଦିନ ରାଜନୀତି ରେ ରହିବି, ଜିତିବି ନିଶ୍ଚୟ..

 
Bb
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ମନ୍ତ୍ରୀ ନବ ଦାସ ଙ୍କ ଝିଅ ଦିପାଳି ଦାସ ଙ୍କୁ ଜାଣି ଥିବେ।ନବ ଦାସ୍ ଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ଦିପାଲି ଦାସ ରାଜନୀତି ରେ ପ୍ରବେଶ କରି ଥିଲେ।ଝାରସୁଗୁଡ଼ା ବାସୀ ଙ୍କ ଭଲ ପାଇବା ଯୋଗୁଁ ସେ ସେଠାରେ ବିଜୟ ହାସଲ କରି ଥିଲେ।
ଝାରସୁଗୁଡ଼ା ର ବିକାଶ ପାଇଁ ସେ ସବୁବେଳେ ଚେଷ୍ଟା କରି ଥାଆନ୍ତି।ଆଜି ପୁଣି ଥରେ ତାଙ୍କ ଆଶା ପୂର୍ଣ୍ଣ ହୋଇଚି।ବିଜେଡି ଦଳ ପକ୍ଷରୁ ତାଙ୍କୁ ଟିକେଟ ମିଳି ସାରିଛି।ଯାହାକୁ ନେଇ ଏବେ ସେ ବହୁତ ଖୁସି ଅଛନ୍ତି।
Yh
ସୂଚନା ଅନୁସାରେ ଗତ କାଲି ବିଜେଡି ଦଳ ର ମୁଖ୍ୟ ଶ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ଥିଲେ।ଏଥିରେ ଝାରସୁଗୁଡ଼ା ରେ ଦୀପାଲି ଦାସ ଙ୍କୁ ଟିକେଟ ଦିଆ ଯାଇଚି।ଯାହାକୁ ନେଇ ସମସ୍ତେ ଖୁବ୍ ଖୁସି ଅଛନ୍ତି।
ଆଜି ସେ ଗଣ ମାଧ୍ୟମ ଆଗରେ ନିଜ ମତ ପ୍ରକାଶ କରିଛନ୍ତି ତାଙ୍କ ମତ ରେ ଏହା କେବଳ ଝାରସୁଗୁଡ଼ା ବାସୀ ଙ୍କ ଭଲ ପାଇବା ଯୋଗୁଁ ସମ୍ଭବ ହୋଇଚି।ସେ ଆହୁରି ମଧ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେଇଛନ୍ତି।
Bb
ଆଜି ତାଙ୍କର ବିଶ୍ଵାସ ଯୋଗୁଁ ସେ ଏତେ ବାଟ ରେ ପହଞ୍ଚି ପାରି ଛନ୍ତି।ଝାରସୁଗୁଡ଼ା ଜିଲ୍ଲା ର ବିକାଶ ପାଇଁ ସେ ସବୁବେଳେ ଚେଷ୍ଟା କରି ଥାଆନ୍ତି।ଓ ଆଗକୁ ମଧ୍ୟ କରିବେ ବୋଲି କହି ଥିଲେ।ମହିଳା ମାନଙ୍କ ବିକାଶ ହେବ।ଘରେ ଘରେ ବିକାଶ ର ଚିହ୍ନ ଆସିବ ବୋଲି କହିଛନ୍ତି।
ବାପା ଙ୍କ ର ଅଧୁରା ସ୍ବପ୍ନ କୁ ସେ ପୂରଣ କରିବେ।ତାଙ୍କ ବାପା ସବୁବେଳେ ତାଙ୍କ ଝାରସୁଗୁଡ଼ା ର ବିକାଶ କଥା କହୁ ଥିଲେ।ଆଜି ତାଙ୍କ ଝିଅ ହିସାବ ରେ ଦିପାଲି ଦାସ ପୁରଣ କରିବ।ଏ କଥା ଶୁଣିବା ପରେ ସମସ୍ତେ ଖୁବ୍ ଖୁସି ହୋଇ ଯାଇଥିଲେ।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କାଲି ଏହାକୁ ଘୋଷଣା କରି ଥିଲେ। ଦିପାଲି ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଛନ୍ତି।ତାଙ୍କ କାମ କୁ ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି।ଆଗକୁ ମଧ୍ୟ ତାଙ୍କୁ ଆହୁରି ଭଲ ପାଇବା ମିଳିବ ବୋଲି ସେ କହିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.