ଦଶହରାରେ କିଏ ମାରିବ ବାଜି !! ଦେଖନ୍ତୁ ସୁପରଷ୍ଟାର ମାନଙ୍କ ଜଲ୍ଵା ଏମିତି ସୁପରହିଟ ଫିଲ୍ମରେ ଆସିଛନ୍ତି ସାମ୍ନାକୁ
Oct 21, 2023, 18:53 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ସବୁ ଜାଣି ପାରୁଥିବେ ।

ଆପଣମାନେ ସମସ୍ତେ ତ ଜାଣିଥିବେ ଆଗକୁ ଆସିବାକୁ ଯାଉଛି ଦଶହରା ପର୍ବ । ଆଉ ଏହି ପର୍ବକୁ ଆପଣମାନେ ସମସ୍ତେ ତ ଧୁମଧାମରେ ପାଳନ କରୁଥିବେ । ଦଶହରା ପର୍ବ ହେଉଛି ଆମ ସଂସ୍କୃତିର ଅନ୍ୟ ଏକ ପରିଚୟ ।
ଏହି ପର୍ବରେ ଅନେକ ଲୋକ ଅନେକ କିଛି କାମ କରିଥାନ୍ତି ବା ଦେଖିଥାଆନ୍ତି । ଆପଣମାନେ ସମସ୍ତେ ତ ଜାଣିଥିବେ ବା ଶୁଣିଥିବେ ଏହି ଦଶହରା ପର୍ବରେ ଅନେକ ଓଡ଼ିଆ ଫିଲ୍ମ୍ ମଧ୍ୟ ରିଲିଜ୍ ହୋଇଥାଏ । ଲୋକମାନେ ଏହି ଫିଲ୍ମ୍ ଦେଖିବାକୁ ଭିଡ ଜମାଇ ଥାଆନ୍ତି ।

ଲୋକମାନେ ସବୁବେଳେ ଏହି ଫିଲ୍ମକୁ ନେଇ ଅର୍ଥାତ୍ ଦଶହରା ଭେଟିରେ ଆସୁଥିବା ଫିଲ୍ମ୍ ଦେଖିବାକୁ ସବୁବେଳେ ଚାହିଁ ରହିଥାନ୍ତି । ଆଉ ଲୋକମାନେ ଏହି ସବୁ ଜିନିଷ ଦେଖି ଖୁସି ହୋଇଥାନ୍ତି । ଠିକ୍ ସେହିଭଳି ଏହି ବର୍ଷ ଦଶହରାରେ ଆସିବାକୁ ଯାଉଛି ଫିଲ୍ମ୍ ।
ଏହି ସବୁ ଫିଲ୍ମ୍ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି କଣ ସବୁ ଫିଲ୍ମ୍ ଆସିବ ଆଉ ହିରୋ ଆଉ ହିରୋଇନ୍ କିଏ । ଏବେ ଦଶହରାରେ ଆସିବାକୁ ଯାଉଛି ସୁପରଷ୍ଟାର ଅନୁଭବ,

ଅରିନ୍ଦମ ଆଉ ବାବୁଶାନ୍ ଏବଂ ସିଦ୍ଧାନ୍ତ ମହାପାତ୍ରଙ୍କ ଫିଲ୍ମ୍ । ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ନଜର ଆସିଛନ୍ତି ଅନୁ ଚୌଧୁରୀ । ୯୦ ଦଶକର ହିରୋ ଆଉ ହିରୋଇନଙ୍କୁ ଦେଖିବାକୁ ମିଳିବ । ଏବେ ମଲ୍ୟଗିରି ନାମକ ଫିଲ୍ମ୍ ଆସିବାକୁ ଯାଉଛି ।
ଆଉ ଏହାକୁ ଲୋକମାନେ ଠିକ୍ ସେତିକି ଭଲପାଇବା ବି ଦେଉଛନ୍ତି । ଲୋକମାନେ ଅନୁଭବ ମହାନ୍ତି ଏବଂ ଅରିନ୍ଦମଙ୍କ ଅଭିନୀତ ଫିଲ୍ମ୍ "ରାମ୍" କୁ ମଧ୍ୟ ସେତିକି ଭଲପାଇବା ଦେଇଛନ୍ତି । ଆଉ ଏହି ସବୁ ଫିଲ୍ମ୍ ଭିତରୁ କେଉଁଥିରେ ଅଭିନେତା ଆମ୍ଳନଙ୍କୁ ମଧ୍ୟ ପ୍ରଥମ ଥର ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ ।
ଏବେ ଏହିସବୁ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି । ଆଉ ଲୋକମାନେ କେଉଁ ଫିଲ୍ମକୁ ଅଧିକ ଭଲପାଇବା ଦେଉଛନ୍ତି ତାହାକୁ ଦେଖିବା ବାକି ରହିଲା । ଦେଖାଯାଉ ଏଥର ଦଶହରାରେ କେଉଁ ଫିଲ୍ମ୍ ବାଜି ମାରିବ ।