Movie prime

ଏବେ ଓଡ଼ିଶା ର ପ୍ରତିଟି ପୁଅ ଙ୍କୁ ସନି ଲିଓନି ଙ୍କ ସହ ଭିଡିଓ କଲ ରେ କଥା ହେବାର ସୁଯୋଗ ମିଳିବ, ଦେଖନ୍ତୁ କେମିତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ଚାହିଁଲେ ସନ୍ନି ଲିଓନି ଙ୍କ ସହ କଥା ହୋଇ ପାରିବେ। ଯେତେବେଳେ ଚାହିଁବେ ସେତେବେଳେ ମଧ୍ୟ ଭିଡିଓ କଲ କରି ପାରିବେ। ତାଙ୍କ ସହ କଥା ହେବା ନେଇ ଏବେ ସେ ଅନୁମତି ମଧ୍ଯ ଦେଇଛନ୍ତି।
Special Report
AI ସହଭାଗିତାରେ ଅଭିନେତ୍ରୀ ସନ୍ନି ଲିଓନି ନିଜର AI ପ୍ରତିରୂପ ଆଣି ପ୍ରଥମ ଭାରତୀୟ ସେଲିବ୍ରିଟି ହୋଇ ଯାଇଛନ୍ତି। ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ତାଙ୍କର AI ପ୍ରତିରୂପ ଉନ୍ମୋଚିତ ହୋଇଛି।
ଏହି କାର୍ଯ୍ୟକ୍ରମ କୁ ସମ୍ବୋଧିତ କରି ତୋସେନ୍ଦ୍ର ଶର୍ମା କହିଛନ୍ତି କି ମନୋରଞ୍ଜନ ଓ ଚଳଚ୍ଚିତ୍ର ଶିଳ୍ପ ର ହିତାଧୀକାରୀ ମାନେ ଏହା ଜାଣିବା ଉଚିତ ଏବଂ
ବିଶ୍ଵାସରେ ପ୍ରଶଂସକ ମାନଙ୍କ ସୁବିଧା ପାଇଁ ନୁଆ ଆଭିମୁଖ୍ୟ ସହିତ ଟେକ୍ନୋଲୋଜି ବ୍ଯବହାର କରିବା ଉଚିତ। ସେ ତାଙ୍କର AI ପ୍ରତିରୂପ କୁ ନେଇ ନିଜର ଉତ୍ସାହ ମଧ୍ୟ ବ୍ୟକ୍ତ କରିଛନ୍ତି। ଏବଂ ସେ ଏହାକୁ ତାଙ୍କର ଏକ ନୂଆ ଆରମ୍ଭ ବୋଲି ମଧ୍ୟ କହିଛନ୍ତି।
Special Report
ସେ କହିଥିଲେ କି ଜୀବନର ଏହି ଆଭିମୁଖ୍ୟରେ ସେ ସେହି ରାସ୍ତାରେ ଯିବାକୁ ଚାହିଁବେ ଯାହାକୁ ପୂର୍ବରୁ କେବେ ହେଲେ ମଧ୍ୟ ସେ ଖୋଜି ପାରି ନଥିଲେ। ଯାହା ତାଙ୍କୁ ଉଭୟ କଳା ଏବଂ ବୃତ୍ତିଗତ ଦିଗରେ ବଢିବା ପାଇଁ ମଧ୍ୟ ସାହାଯ୍ୟ କରିବ।
ସେ ଏହା ଆଶା କରୁଛନ୍ତି କି ଏହା ତାଙ୍କର ସମଗ୍ର ଦେଶର ପ୍ରଶଂସକ ମାନଙ୍କ ସହ ଏକ ଭଲ ଯୋଗାଯୋଗ ଏବଂ ସମ୍ପର୍କ ସ୍ଥାପନ କରିବାରେ ମଧ୍ୟ ସାହାଯ୍ୟ କରିବ। ସେ ଏହା କହିବା ପରେ ,
ନିଜର ଏକ AI କ୍ଲୋନ ର ଭିଡିଓ ମଧ୍ୟ ଜାରି କରିଛନ୍ତି। ଆଉ ସେ ତାଙ୍କର ପ୍ରଶଂସକ ମାନଙ୍କ ସହ ପରିଚିତ ମଧ୍ୟ କରିଥିଲେ। କ୍ଲିପ୍ ସେୟାର କରି ସେ ଲେଖିଥିଲେ କି ସେ ବିଶ୍ବାସ କରି ପାରୁ ନାହାଁନ୍ତି କି ଇଏ ସେ ବୋଲି।
ଆଉ କହିଥିଲେ କି ତାଙ୍କୁ ଯେତେବେଳେ ଚାହିଁବେ କଲ୍ ମଧ୍ୟ କରି ପାରିବେ। ଏବଂ ତାଙ୍କ ସହ ଚାଟ ମଧ୍ୟ କରି ପାରିବେ। ତେବେ ସନ୍ନି ଲିଓନି ଙ୍କ ଏହି ବାର୍ତ୍ତା ସମ୍ପର୍କରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.