Movie prime

ହେ ଭଗବାନ ସତ୍ବକି ମିଶ୍ର ଙ୍କ ବିଷୟ ରେ କହୁ କହୁ ୟେ କଣ ସବୁ କହିଦେଇଗଲେ ଅନୁଭବ ଆଉ ଅରିନ୍ଦମ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ସାତ୍ୱକି ମିଶ୍ର ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଓଲିଉଡ ର ଅନେକ ଫିଲ୍ମ ରେ ଆଗରୁ ଅଭିନୟ କରୁଥିଲେ।ଲୋକ ଙ୍କ ଠାରୁ ସେ ଖୁବ୍ ଭଲ ପାଇବା ପାଇଛନ୍ତି।କିଛି ଫିଲ୍ମ ରେ ସେ ଗୁଣ୍ଡା ଚରିତ୍ର କରିଥିବା ସମୟ ରେ କିଛି ଓଡ଼ିଆ ଓଡ଼ିଆ ଫିଲ୍ମ ରେ ସେ ହିରୋ ର ଭୂମିକା ନିର୍ବାହ କରିଥିଲେ।
Special Report
ଏହା ପରେ ସେ ଓଡ଼ିଆ ଧାରାବାହିକ ରେ ମଧ୍ୟ ଅଭିନୟ କରିଥିଲେ।ଏବେ ଏହି ଅଭିନେତା ଜଣକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ଏହାର କାରଣ ହେଉଛି ନିକଟ ରେ ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଚି।
ସେ କିଛି ଦିନ ହେବ କର୍କଟ ରୋଗ ରେ ଆକ୍ରାନ୍ତ ହୋଇଛନ୍ତି।ବହୁ କଷ୍ଟ ସହି ସହି ଶେଷ ରେ ସେ ପୁନର୍ଜନ୍ମ ପାଇଛନ୍ତି।ଏବେ ଧୀରେ ଧିରେ ସେ ଆରୋଗ୍ୟ ହେଉଛନ୍ତି।ନିକଟରେ ସେ ନିଜ ଭିଡିଓ ମାଧ୍ୟମ ରେ ଲୋକ ମାନଙ୍କୁ ବୁଝାଇ ଥିଲେ କି ଗୁଟଖା ଓ ଅନ୍ୟ କିଛି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ।
ଯଦି ଆପଣ ଏହାକୁ ଖାଉ ଛନ୍ତି ତେବେ ଏବେ ଠାରୁ ଛାଡି ଦିଅନ୍ତୁ। ଏପରି ନ କଲେ ମୋରି ଭଳି ଅବସ୍ଥା ଆପଣ ମାନଙ୍କୁ ଭୋଗୀ ବାକୁ ପଡ଼ିବ।ତାଙ୍କ ର ଏହି କଥା କୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ କଥା କୁହା ଯାଇଚି।ନିକଟ ରେ ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟ ଏହାକୁ ନେଇ ମୁହଁ ଖୋଲିଛନ୍ତି।
Special Report
ଅରିନ୍ଦମ ରାୟ କହିଥିଲେ କି ତାଙ୍କ କଥା କୁ ଆମେ ସମସ୍ତେ ମାନିବା ଉଚିତ।ସେ ଯେଉଁ ପରିସ୍ଥିତି ରୁ ଆସିଛନ୍ତି।ସେ କଷ୍ଟ କୁ ସେ ହିଁ ଅନୁଭବ କରିଛନ୍ତି।ଭଗବାନ ଙ୍କୁ ଧନ୍ୟବାଦ୍ ଦେବି ସେ ଭଲ ହୋଇ ଯାଇଛନ୍ତି।ନିଜ ଘର କୁ ଏବେ ଫେରି ଆସି ଛନ୍ତି।ତେଣୁ ଆପଣ ମାନେ ମଧ୍ୟ ତାଙ୍କ କଥା କୁ ଶୁଣନ୍ତୁ।
ସେ ସମାଜ ପାଇଁ ଗୋଟିଏ ବହୁତ ବଡ ମ୍ୟାସେଜ ଦେଇଛନ୍ତି।ଏହା ପରେ ଅନୁଭବ ମହାନ୍ତି ଙ୍କୁ ପଚରା ଯାଇଥିଲା।ସେ କହିଥିଲେ କି ତାଙ୍କ କଥା କୁ ସମସ୍ତେ ମାନି ଯାଆନ୍ତୁ।ସେ ଯେପରି ଭୋଗୁଛନ୍ତି ସେଭଳି ଆଉ କାହାର ନ ହେଉ।
ଯୁବ ପୀଢ଼ି ମାନଙ୍କୁ ଏହା ଗୋଟିଏ ବଡ ବାର୍ତା।ଗୁଟଖା ର ବିଜ୍ଞାପନ କୁ ମଧ୍ୟ କରିବା ଉଚିତ୍ ନୁହେଁ।ଏହା ଦ୍ବାରା ଲୋକ ମାନେ ଏହାକୁ ଖାଇବାକୁ ପସନ୍ଦ କରୁଛନ୍ତି।ତେଣୁ ଆପଣ ମାନେ ନିଜେ ନିଜକୁ ସୁରକ୍ଷା ଦିଅନ୍ତୁ।
ସାତ୍ଵକି ଭାଇ ଙ୍କ ଭଳି ଅଭିନେତା ଆଉ କେହି ବି ନାହାନ୍ତି।ସେ ତାଙ୍କ ଅଭିନୟ ମାଧ୍ୟମ ରେ ଘରେ ଘରେ ପରିଚିତ।ଆପଣ ମାନେ ତାଙ୍କୁ ଯେତିକି ଭଲ ପାଇବା ଦେଇଛନ୍ତି ଆଜି ତାଙ୍କ କଥା କୁ ସେହି ଭଳି ଭାବେ ମାନନ୍ତୁ।