Movie prime

ମୋଦି ଯଦି ଏଇ ଭଳି ଭାବ ରେ ନିର୍ବାଚନ ଜିତି ଚାଲିବେ ତାହାଲେ ବୋଧେ କଂଗ୍ରେସ ଧୂଳି ରେ ମିଶିଯିବ, ରାହୁଲ ଙ୍କ ସ୍ବପ୍ନ ଅଧା ରହିଯିବ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବରିଷ୍ଠ ରାଜନୀତି ବିଶେଷଜ୍ଞ ରବି ଦାସ୍ କଣ କହିଛନ୍ତି ସେହି ସମ୍ପର୍କରେ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ। ସେ କହିଥିଲେ କି କଂଗ୍ରେସ୍ କୁ ଓ ଗାନ୍ଧୀ ପରିବାର କୁ ଗାଳି ଦେବା ରେ
Special report
ମୋଦୀ ଜୀ ଓ ବିଜେପି ର ରେକର୍ଡ ବହୁତ୍ ଅଧିକା ରହିଛି। ବର୍ତ୍ତମାନ୍ ଏହା ସୁଚନା ଆସିଛି କି କଂଗ୍ରେସ ର ଯେଉଁ ସ୍ଥାନ ଥିଲା ସେଥିରେ ଏବେ ଉନ୍ନତି ହେବାରେ ଲାଗିଛି। ପରିସ୍ଥିତି ମଧ୍ୟ ବଦଳିବା ରେ ଆରମ୍ଭ କରିଛି।
କଂଗ୍ରେସ ଦଳ ଏବେ ପଲଟ ବାର୍ ମଧ୍ଯ କରୁଛି। ସେ କହିଥିଲେ କି ରାଜନୀତି ରେ ଯେ କେହି ବି ଗାଳି କରୁଛନ୍ତି ତେଣୁ ସେ ନରେନ୍ଦ୍ର ମୋଦି ହୁଅନ୍ତୁ କି ରାହୁଲ ଗାନ୍ଧୀ ସେମାନଙ୍କ ମଧ୍ୟରେ ଭାଷା ସଂଜମତା ରହିବା ନିହାତି ଭାବରେ ଆବଶ୍ୟକ ଅଟେ।
ଯେହେତୁ ବିଜେପି ବାଲା ତାଙ୍କର ମର୍ଯ୍ୟାଦା କେବେ ହେଲେ ମଧ୍ୟ ରକ୍ଷାକରି ପାରି ନାହାଁନ୍ତି ସେମାନେ ଖୁବ୍ ଖରାପ୍ ଭାଷାର ବ୍ୟବହାର ମଧ୍ଯ କରିଛନ୍ତି ଯାହାକି ନିନ୍ଦନୀୟ ଅଟେ।
Special Report
ନିଜେ ନରେନ୍ଦ୍ର ମୋଦୀ ମଧ୍ୟ ଅନେକ ଥର ଅନେକ କଥା କହିଛନ୍ତି। ଏଭଳି ଭାଷା ମଧ୍ୟ କଂଗ୍ରେସ ପକ୍ଷରୁ ବ୍ଯବହାର କରାଯାଉ ଥିବାର ଦେଖିବାକୁ ମିଳିଛି। କ୍ରିକେଟ୍ ଫାଇନାଲ କୁ ନେଇ ରାହୁଲ୍ ଗାନ୍ଧୀ ଯେଭଳି ଭାବରେ ମନ୍ତବ୍ୟ ଦେଇଛନ୍ତି
ତାହା ସାଧାରଣ ଲୋକମାନେ ଆଲୋଚନା କରୁଥିଲେ। ଆଉ ତାହା କେବଳ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ହିଁ ସୀମିତ ରହିବାର ଆବଶ୍ୟକତା ଥିଲା। ରାହୁଲ ଗାନ୍ଧୀ ଙ୍କ ମୁହଁରେ ଆସିବାର ଆବଶ୍ୟକତା ନଥିଲା।
ରାଜନୀତି ରେ ଏବେ ଭାଷାର ମର୍ଯ୍ୟାଦା ଉଲଂଘନ କରାଯାଉଛି ବୋଲି ରବି ଦାସ କହିଛନ୍ତି। ଆଉ ଏହାକୁ ସେ କଡ଼ା ବିରୋଧ କରିବା ସହ ଖୁବ୍ ନିନ୍ଦା ମଧ୍ୟ କରିଛନ୍ତି।
ଏଭଳି କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ମଧ୍ୟ କହିଛନ୍ତି। ତେବେ ଆପଣ ମାନେ ବରିଷ୍ଠ ରାଜନୀତି ବିଶେଷଜ୍ଞ ରବି ଦାସ ଙ୍କ କଥାରେ କେତେଦୂର ଏକମତ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।