Movie prime

ଭଲ ରେ ଦେଖି ରଖନ୍ତୁ ଏହି ଦୁଇ ଜଣ ସ୍ଵାମୀ ସ୍ତ୍ରୀ ଙ୍କୁ ... ମଦ ରେ କୀଟ ନାଶକ ମିଶେଇ ମାରିଦେଲେ ଗୋଟେ ଭେଣ୍ଡିଆ ଯୁବକ କୁ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନୈତିକ ପ୍ରେମ ସଂପର୍କ କୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
Special report
ଯାହାକି, ଅନୈତିକ ପ୍ରେମ ସମ୍ପର୍କକୁ ନେଇ ରାହୁଲଙ୍କୁ ମଦରେ କୀଟନାଶକ ଦେଇଦେଲେ ସ୍ୱାମୀ ସ୍ତ୍ରୀ, ଅନୈତିକ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀ ମିଶି ଯୁବକଙ୍କୁ କରିଥିଲେ ହତ୍ୟା। ମଦରେ କୀଟନାଶକ ଔଷଧ ପ୍ରୟୋଗ କରି ଯୁବକଙ୍କୁ କରାଯାଇଥିଲା ହତ୍ୟା। 
ତେବେ ବନ୍ଧୁଗଣ ସ୍ଵାମୀଙ୍କ ଅନୁପସ୍ଥିତି ରେ ଅନୈତିକ ସମ୍ପର୍କ ରଖୁଥିଲେ ସ୍ତ୍ରୀ। ଦଶହରା ରାତିରେ ସ୍ତ୍ରୀ ଜଣକ ରାହୁଲ କୁ ଫୋନ୍ କରି ନିଜ ଘରକୁ ଡାକିଥିଲେ।
ଆଉ ଉଭୟ ମିଶି ମଦ ପିଇଥିଲେ। ଆଉ ସେହି ସମୟରେ ରାହୁଲ ଅନ୍ୟମନସ୍କ ହେବାରୁ ମଦ ରେ କୀଟନାଶକ ଔଷଧ ପକାଇ ଦେଇଥିଲେ। ଆଉ ମଦ ପିଇବାର କିଛି ସମୟ ପରେ ରାହୁଲ ଙ୍କ ମୃତ୍ୟ ହୋଇଥିଲା। 
Special report
ଏହାପରେ ସ୍ଵାମୀ ସ୍ତ୍ରୀ ମିଶି ନିକଟସ୍ଥ ଏକ ବୁଦା ମୂଳରେ ରାହୁଲ ମୃତ ଦେହକୁ ଫିଙ୍ଗି ଚାଲି ଯାଇଥିଲେ। ଆଉ ଏହାକୁ କେନ୍ଦ୍ର କରି ରାହୁଲ କୁ ମଦରେ କୀଟନାଶକ ଦେଇ ହତ୍ୟା କରାଯାଇଥିବା ପୋଲିସ ଜାଣି ପାରିଥିଲା।
ତେବେ ପୋଲିସ ସୂଚନା ଅନୁଯାୟୀ, ମଦ ପିଇବା ପାଇଁ ଡାକି ସ୍ଵାମୀ ସ୍ତ୍ରୀ ମିଶି ରାହୁଲ କୁ ହତ୍ୟା କରିଛନ୍ତି। ଏହାପରେ ନିକଟରେ ଥିବା ଏକ ବୁ ମୂଳେ ରାହୁଲ ର ମୃତ ଦେହକୁ ଫୋପାଡି ଦେଇଥିଲେ। 
ଏହାପରେ ରାହୁଲ ର ପରିବାର ଲୋକେ ରାହୁଲ କୁ ନପାଇବା ପରେ ମାଛକୁଣ୍ଡ ଥାନାରେ ଅଭିଯୋଗ କରିଥିଲେ। ଯାହାପରେ ପୋଲିସ ତାହାର ତଦନ୍ତ କରୁଥିବା ବେଳେ ରାହୁଲ ର ମୃତ ଦେହକୁ ପାଇଥିଲେ।
ତେବେ ରାହୁଲ ର ପରିବାର ଲୋକେ ହତ୍ୟା ନେଇ ଅଭିଯୋଗ କରିଥିଲେ। ଏବଂ ବର୍ତ୍ତମାନ ପୋଲସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.