Movie prime

ଦୁଇଜଣ ପୁଅ ହେଉଥିଲେ ଶାରୀରିକ ସଂପର୍କ, ଏହି ଘଟଣା ବାପା ମା ଦେଖି ଦେଲା ପରେ ଯାହା ହେଲା...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ଯୁବକ ହୋଇ ଆଉଜଣେ ଯୁବକ ଙ୍କୁ ବିବାହ କରିବା ପାଇଁ ସେ ଜିଦ୍ ଧରିଥିଲେ। ଏପଟେ ଯୁବକ ଜଣକ ଅନ୍ୟ ଯୁବକଙ୍କୁ ପ୍ରେମ କରୁଥିବା ବେଳେ ଯୁବକ ପ୍ରେମରେ ପାଗଳ ହୋଇ ଯାଇଥିଲେ ଏହି ଯୁବକ।
Special Report
ଆଉ ତାକୁ ବିବାହ କରିବାକୁ ମଧ୍ୟ ଜିଦ୍ ଧରି ବସିଥିଲେ। ଆଉ ଏହା ସମ୍ଭବ ନୁହେଁ ବୋଲି ଯେତେବେଳେ ପରିବାର ଲୋକ ଜିଦ୍ ଧରି ବସିଥିଲେ ସେତେବେଳେ ,
ଏହା ସମ୍ଭବ ନୁହେଁ ବୋଲି ସଂପୂର୍ଣ୍ଣ ଭାବରେ ବାରଣ କରି ଦେଇଥିଲେ ପରିବାର ଲୋକ ସେତେବେଳେ ଯୁବକ ଜଣକ ତାଙ୍କର ମୁଣ୍ଡ ଗଡ଼ାଇ ଦେଇଥିଲେ। ଆଉ ନିଜର ବାପା ମାଆ ଓ ଭଉଣୀ ର ଗୁଳି କରି ଜୀବନ ମଧ୍ୟ ନେଇଗଲା।
ଅଭିଷେକ ବାପା ମାଆ ଙ୍କ ଗୋଟେ ବୋଲି ପୁଅ ହୋଇଥିବା ବେଳେ ତାର ସବୁ ଇଚ୍ଛା କୁ ତାଙ୍କ ଘର ଲୋକେ ପୁରା ମଧ୍ଯ କରୁଥିଲେ। ହେଲେ ଅଭିଷେକ ମଦ ନିଶା କରି ଘରକୁ ଫେରୁଥିଲେ।
Special Report
ଆଉ ତାଙ୍କର ସମଲିଙ୍ଗି ପ୍ରେମିକା ସହ ରାତି ମଧ୍ୟ କାଟୁ ଥିଲେ। ଆଉ ବିଦେଶ ରେ ନିଜର ସମଲିଙ୍ଗି ପ୍ରେମିକା ସହ ରହିବା ପାଇଁ ଜିଦ୍ ମଧ୍ୟ କରିଥିଲେ। ହେଲେ ଅଭିଷେକ ର ବାପା ମାଆ ଏବଂ ତାଙ୍କର ଭଉଣୀ ଏହାକୁ ବାରଣ ମଧ୍ୟ କରିଥିଲେ।
ନିଜ ପୁଅର ସମଲିଙ୍ଗି ବିବାହ କଥାରେ ରାଜି ନହୋଇ ତାଙ୍କୁ ଘରେ ମଧ୍ୟ ବନ୍ଦ କରି ଦେଇଥିଲେ। ହେଲେ ସେ ଜାଣି ନଥିଲେ କି ତାଙ୍କର ପୁଅ ସେ ଯୁବକଙ୍କ ପ୍ରେମରେ ଏତେ ମାତ୍ରାରେ ପାଗଳ ହୋଇ ଯାଇଛି ବୋଲି।
ଆଉ ନିଜ ପ୍ରେମିକା ସହ ଜୀବନ କାଟିବା ପାଇଁ ନିଜ ପରିବାର ର ଜୀବନ ନେଇଯିବ ବୋଲି। ନିଜ ପୁଅକୁ ବାପା ମାଆ ଅଟକାଇବାକୁ ଯାଇ ତାଙ୍କ ଠାରୁ ସ୍କୁଟି ଛଡାଇ ତାଙ୍କର ସାନ ଭଉଣୀଙ୍କୁ ଦେଇ ଦେଇଥିଲେ। ଏହାକୁ ଦେଖି ଅଭିଷେକ ର ରାଗ ବଢ଼ି ଯାଇଥିଲା।
ଏହାପରେ ବାପା ମାଆ ଓ ଭଉଣୀ କୁ ଗୁଳି କରି ମାରି ବାହାର ପଟୁ ତାଲା ପକାଇ ଚାଲି ଯାଇଥିଲା। ସବୁ ଜାଣି ଶୁଣି ପୋଲିସ ଆଉ ବନ୍ଧୁ ବାନ୍ଧବ ଙ୍କୁ କଲ୍ କରି କୁମ୍ଭୀର କାନ୍ଦଣା କାନ୍ଦି ଥିଲା। ହେଲେ ପୋଲିସ ତାକୁ ଧରି ନେଇଥିଲା।