Movie prime

ଏହି ଲୋକ ଯିଏ ଠିଆ ଠିଆ ଅମ୍ବାନୀ କୁ କିଣି ପାରିବ..ହେଲେ ମୋର ବେଶୀ ପଇସା ଦରକାର ନାହିଁ କହି, ଗରିବ ଙ୍କୁ ବାଣ୍ଟି ଦେଲା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମୁକେଶ ଅମ୍ବାନୀ ସାରା ଭାରତରେ ନୁହେଁ ବରଂ ସାରା ବିଶ୍ବ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର କୋଟି କୋଟି ଟଙ୍କା ର ସମ୍ପତ୍ତି ପାଇଁ ସେ ପ୍ରାୟ ସମୟରେ ଗଣ ମାଧ୍ୟମରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
ତାଙ୍କର ଖୁବ୍ ଦାମୀ ଦାମୀ କାର ମଧ୍ୟ ରହିଛି। ଦାମୀ କାର କିଣିବା ପାଇଁ ତାଙ୍କର ଖୁବ ସଉକ ମଧ୍ୟ ରହିଛି। ହେଲେ ଆମେ ଏବେ ଜଣେ ବ୍ୟକ୍ତି ଙ୍କ ସମ୍ପର୍କରେ କହିବାକୁ ଯାଉଛୁ,
Special report
ଯାହାଙ୍କ ମଧ୍ୟ ଖୁବ ଦାମୀ କାର ରହିଛି। ସେହି ସମ୍ପର୍କରେ ଏବେ ସମସ୍ତେ ମଧ୍ୟ ଜାଣିବାକୁ ଖୁବ ଇଛୁକ ଅଛନ୍ତି। ସମସ୍ତେ ସେହି ସମ୍ପର୍କରେ ମଧ୍ୟ ଜାଣିବାକୁ ଚାହୁଁ ଛନ୍ତି।ଏହି ବ୍ୟକ୍ତି ହେଉଛନ୍ତି ୟୋହନ ପୁଣେୱାଲା।
ତାଙ୍କର କୋଟି କୋଟି ଟଙ୍କା ର ଦାମୀ କାର ରହିଛି।ୟୋହାନ୍ ପୁଣେୱାଲା ଆଜି ତାଙ୍କର ଅତି ବିଳାସପୂର୍ଣ୍ଣ କାର ପାଇଁ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେଥିପାଇଁ ଏବେ ତାଙ୍କର କାର ସମ୍ପର୍କରେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି।
ସେ ଇଲେକ୍ଟ୍ରିକ୍ କାର୍ ସ୍ପେକ୍ଟର୍ କିଣିଛନ୍ତି ଯାହାର ଭାରତୀୟ ମୂଲ୍ୟ ହେଉଛି ୭.୫ କୋଟି ଟଙ୍କା। ସେ ମଧ୍ୟ ବେଣ୍ଟଲି ଫ୍ଲାଇଙ୍ଗ୍ ସ୍ପୁର କିଣିଛନ୍ତି ଯାହାର ମୂଲ୍ୟ ମଧ୍ଯ ହେଉଛି ୭ କୋଟି ଟଙ୍କା। ତାଙ୍କର କେବଳ ଏହି ଗୋଟେ କି ଦୁଇଟି ନୁହେଁ
Special report
ଏହା ବ୍ୟତିତ ଅନେକ ରୋଲ୍ସ ରୋଏସ୍ କାର ଅଛି ଯାହାର ଦାମ୍ ମଧ୍ୟ କୋଟି କୋଟି ଟଙ୍କା ଅଟେ। ଏହା ବ୍ୟତିତ ତାଙ୍କର ମର୍ସିଡିଜ୍, ଫେରାରୀ ଏବଂ ଲମ୍ବୋର୍ଗିନି ଭଳି ବ୍ରାଣ୍ଡର ଅନେକ କାର ମଧ୍ୟ ରହିଥିବା ଜଣା ପଡ଼ିଛି।
ଏହା ବ୍ୟତିତ ସେ ଖୁବ ବିଳାସ ପୂର୍ଣ୍ଣ ଜୀବନ ଯାପନ ମଧ୍ୟ କରିଥାନ୍ତି।ତାଙ୍କର କାର କିଣିବା ର ସଉକ ମଧ୍ୟ ବହୁତ୍ ଯାହା ଦ୍ବାରା ତାଙ୍କର ଅନେକ ନାମୀଦାମୀ କାର ରହିଛି। ଯାହାର ଦାମ୍ ମଧ୍ୟ କୋଟି କୋଟି ଟଙ୍କା ରହିଛି।
ଏହା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟକର କଥା ଅଟେ କି ବଡ଼ ବଡ଼ ଧନୀ ଲୋକଙ୍କ ଯେଉଁ କାର ସବୁ ନାହିଁ ତାହା ଏହି ୟୋହାନ ପୁଣେୱାଲା ଙ୍କ ନିକଟରେ ରହିଛି। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.