Movie prime

ଫାସୀ ଲଗାଇ ଆତ୍ମହ-ତ୍ୟା କଲେ ଏହି ଲୋକପ୍ରିୟ ଅଭିନେତ୍ରୀ ଦେଖନ୍ତୁ କିଏ ଜାଣିଲେ କାନ୍ଦି ପକାଇବେ ଆପଣ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଓଲିଉଡ ଜଗତର ସିନେମା ଖବର, ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ ଖବର
Special Report
ଆଉ ଏହାସହ ସବୁ ପ୍ରକାରର ଟିକନିକ ଖବର ଆପଣମାନେ ସୋସିଆଲ ମିଡ଼ିଆ ସାହାଯ୍ୟରେ ଜାଣିବାକୁ ପାଉଥିବେ । ଏବେ ଏକ ଭିଡିଓ ଆସିଛି ଓଲିଉଡ ଜଗତର କଳାକାରଙ୍କୁ ନେଇ । ଏହି ଅଭିନେତ୍ରୀ ଜଣଙ୍କୁ ଆପଣମାନେ ତ ଜାଣିଥିବେ । 
ଓଲିଉଡ ଜଗତକୁ ନେଇ ଆସିଛି ଏକ ଦୁଃଖଦ ଖବର । ବର୍ତ୍ତମାନ ସମୟରେ ଏହି ଦୁଃଖ ଦାୟକ ଖବର ଆସି ପହଞ୍ଚିଛି । ଆମ ଦେଶ ହେଉଛି କଳା ଆଉ ସଂସ୍କୃତିର ଦେଶ । ଆମ ଦେଶରେ ଅନେକ କଳାକାର ରହିଥାନ୍ତି ।
ଆଉ ଏହି କଳାକାରମାନେ ଆମ ଦେଶର ନାମ ରଖିଥାନ୍ତି । ଲୋକମାନେ ଏହି କଳାକାରମାନଙ୍କ ପାଇଁ ମନୋରଞ୍ଜନ କରିଥାନ୍ତି । ଆଉ ଏବେ ଏହି କଳା ଜଗତକୁ ନେଇ ଆସିଛି କିଛି ଖବର ଆସିଛି ଯାହା ଦୁଃଖ ଦାୟକ ଅଟେ। 
Special Report
ପୁଣି ଜଣେ ଅଭିନେତ୍ରୀଙ୍କ ଦେହାନ୍ତ ଘଟିଛି । ତାଙ୍କ ବାସ ଭବନରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ବୋଲି ଖବର ଆସିଛି । ଅଚାନକ ଭାବରେ ଏହି ଅଭିନେତ୍ରୀ ଜଣଙ୍କର ମୃତ୍ୟୁ ଘଟିଛି । ହଠାତ୍ ଏଭଳି ଏହି ଅଭିନେତ୍ରୀ ଜଣଙ୍କର ହେଲା ଯାହାକୁ ନେଇ ଅନେକ ପ୍ରଶ୍ନ ଆସୁଛି ।
ଲୋକମାନେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ଅଭିନେତ୍ରୀ ଜଣକ ପରିଶ୍ରମ କରି ସଫଳତା ପାଇଛନ୍ତି । ଆଉ ସେ ନିଜ ନାଁ କରି ପାରିଛନ୍ତି । 
ଏହି ଅଭିନେତ୍ରୀ ଜଣକ ନିଜ ନାଁ କୁ ବିଖ୍ୟାତ କରିଛନ୍ତି । ଆଉ ତାଙ୍କ ଅଭିନୟ ମାଧ୍ୟମରେ ଲୋକଙ୍କୁ ନିଜର କରିଛନ୍ତି । ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମଧ୍ୟ ଅନେକ ଫୋଲୋୱର୍ସ ରହିଛନ୍ତି । ଏବେ ପୋଲିସ ତାଙ୍କ ମୃତଦେହ ପାଖରୁ ଏକ ନୋଟ ଉଦ୍ଧାର କରିଛି ।
ଏହି ଅଭିନେତ୍ରୀ ଜଣକ ଏଭଳି ଏକ ନିଷ୍ପତି ନେଲେ ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଆସୁଛି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଚାଞ୍ଚଲ୍ୟା । ସେ ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି ।