Movie prime

ମୃ-ତ୍ୟୁ ବରଣ କଲେ ଆପଣଙ୍କ ଲୋକପ୍ରିୟ ମଡେଲ ଆଉ ଫସୀଗଲେ ଏହି ଲୋକପ୍ରିୟ ଖେଳାଳି ଦେଖନ୍ତୁ ବାସ୍ତବରେ କଣ ହୋଇଥିଲା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ତ ଓଲିଉଡ, ବଲିଉଡ ଏବଂ
Special report
ସିନେମା ଜଗତର ସବୁ ଖବର ଏବଂ ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ କିଛି ଖବର ଆସିଛି ଜଣେ ମଡେଲଙ୍କୁ ନେଇ । ଏବେ ଏହି ମଡେଲ ଜଣକ ବିଷୟରେ ଆପଣମାନେ ଜାଣିପାରିବେ ।
ଏବେ ଖବର ଆସିଛି କି ପ୍ରସିଦ୍ଧ ମଡେଲ ତାନିଆ ଆଉ ଏହି ଦୁନିଆରେ ନାହାଁନ୍ତି । ଏହି ମଡେଲ ଜଣକ ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି । ଏହି ମଡେଲ ଜଣକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।
Special report
ଏହି ମଡେଲ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏବେ ସେ ନିଜ ଜୀବନ ହାରି ଦେଇଛନ୍ତି । ଆଉ ତାଙ୍କ ଜୀବନ ହାରିବାର କାରଣ କଣ ତାହା ଜଣାପଡ଼ି ନାହିଁ । ମଡେଲ ତାନିଆ ଜଣେ କ୍ରିକେଟରଙ୍କୁ ଭଲ ପାଉଥିଲେ । ଆଉ ଏବେ ସେ ଏଭଳି କାମ କରିବା ପରେ କ୍ରିକେଟର ଜଣଙ୍କର ନାଁ ସାମ୍ନାକୁ ଆସିଛି ।
ଏବେ ଅଡ଼ୁଆରେ ଛନ୍ଦି ହୋଇ ପଡିଛନ୍ତି କ୍ରିକେଟର । ସନ ରାଇଜର ହାଇଦ୍ରାବାଦ ଟିମର କ୍ରିକେଟର ଅଭିଷେକ ଶର୍ମା ଏବେ ଅଡ଼ୁଆରେ ଛନ୍ଦି ହୋଇ ଯାଇଛନ୍ତି । ଆଇପିଏଲ ଖେଳାଳି ଏବେ ସଂକଟରେ ପଡିଛନ୍ତି ।
Special Report
ଆଉ ଏହାର କାରଣ ହେଉଛନ୍ତି ସୁରଟର ପ୍ରସିଦ୍ଧ ମଡେଲ ତାନିଆ ଶ୍ରୀ । ସେ ତାଙ୍କ ଘରେ ତାଙ୍କ ଜୀବନ ହାରି ଦେଇଛନ୍ତି । ସେ ଜୀବନ ହାରିବା ପୂର୍ବରୁ କ୍ରିକେଟର ଅଭିଷେକ ଶର୍ମାଙ୍କ ପାଖକୁ କଲ୍ କରିଥିଲେ । ୨୮ ବର୍ଷୀୟ ତାନିଆ ଜଣେ ଫ୍ୟାସନ ଡିଜାଇନର ଥିଲେ । ସେ ଜଣେ ମଡେଲ ମଧ୍ୟ ।
ସେ ମୃ-ତ୍ୟୁବରଣ କରିବା ପୂର୍ବରୁ କ୍ରିକେଟର ଜଣଙ୍କୁ କଲ୍ କରିଥିଲେ । ଆଉ ଏହି କଲ୍ ପାଇଁ ସ୍ଥାନିତ ପୋଲିସ ଏବେ କ୍ରିକେଟର ଜଣଙ୍କୁ ଡାକି ପଚରାଉଚରା କରୁଛି । ଏବେ ଏହି ମୃ-ତ୍ୟୁକୁ ନେଇ ଅନେକ କଥା ଆସୁଛି । କ୍ରିକେଟର ଅଭିଷେକ ଆଉ ମଡେଲ ତାନିଆ ଭଲ ସାଙ୍ଗ ଥିଲେ ।
ତାଙ୍କର ସମ୍ପର୍କକୁ ନେଇ ଏବେ କଥା ମଧ୍ୟ ଆସୁଛି । ମଡେଲ ଜଣକ ଜୀବନ ହାରିବା ପଛରେ ତାଙ୍କର ପ୍ରେମ ସମ୍ପର୍କ ଥିଲା ନା ଆଉ କିଛି ଏପର୍ଯ୍ୟନ୍ତ ତାହା ଜଣାପଡ଼ି ନାହିଁ । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି ।