Movie prime

୭ ଦିନ ଘରୁ ବାହାରନ୍ତୁ ନାହିଁ ଏହିସବୁ ଜିଲ୍ଲାରେ ଛେଚିବ ପ୍ରବଳ ବର୍ଷା ଏବେଠାରୁ ରୁହନ୍ତୁ ସତର୍କ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ପାଣିପାଗ ବିଷୟରେ ଆସୁଥିବା ଖବର ମଧ୍ଯ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରିବେ । ଏବେ ପାଣିପାଗକୁ ନେଇ କିଛି ଖବର ଆସିଛି । ଆଉ ଏହି ଖବର ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
ପାଗ ବଦଳିଗଲା ଆଉ ପାରଦ ଖସିଗଲା । ପ୍ରବଳ ତାତି ରୁ ମିଳିଲା ଆଶ୍ୱସ୍ତି । ପ୍ରବଳ ତାତି ପରେ ଏବେ ବର୍ଷା ହେବାରୁ ସମସ୍ତେ ବହୁତ ଖୁସି ଅଛନ୍ତି । କଟକ, ଭୁବନେଶ୍ୱର ସହରରେ ଝିପିଝିପି ବର୍ଷା ହେଉଛି । ଆଉ ତରଳି ଯାଇଛି ପାରଦ ।
Special report
ଛତିଶଗଡ଼ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସ୍ୱେଚ୍ଛ ନଗରୀ ସହିତ କିଛି ଜିଲ୍ଲାରେ ବର୍ଷା ହୋଇଛି ଆଉ ଏହାକୁ ନେଇ ଏବେ ଖବର ଆସିଛି । ଆଜି ଉପକୂଳ ସମେତ ଅନେକ ସ୍ଥାନରେ ବର୍ଷା ହେବ ।
ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ଯାଏଁ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଖବର ଆସିଛି ।
Special report
ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ପୂର୍ବାନୁମାନ କରାଯାଇଛି । ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗୁରୁବାର ୧୮ ଟି ଜିଲ୍ଲାରେ ତାପମାତ୍ରା ୩୦ ଡିଗ୍ରୀ ରୁ ଅଧିକ ଥିଲା । ଗତକାଲି ପାରଳାଖେମୁଣ୍ଡିର ତାପମାତ୍ରା ୩୫.୪ ଡିଗ୍ରୀ ଥିଲା ।
Special report
ବୌଦ୍ଧ ଜିଲ୍ଲାରେ ୩୫ ଡିଗ୍ରୀ, ଟିଟଲାଗଡରେ ୩୪. ୫ ଡିଗ୍ରୀ, ଅନୁଗୁଳ ଜିଲ୍ଲାରେ ୩୪ ଡିଗ୍ରୀ, ଫୁଲବାଣୀ ଏବଂ ଅନେକ ଜିଲ୍ଲାରେ ବର୍ଷା ହୋଇଛି । ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟର ଦିନରେ ତାପମାତ୍ରା ଅପେକ୍ଷାକୃତ କମ୍ ରହିବ ବୋଲି ଜଣାପଡିଛି ।
କୋରାପୁଟ ଜିଲ୍ଲାରେ ସବୁଠାରୁ କମ୍ ତାପମାତ୍ରା ଥିଲା । ଏଭଳି ଅନେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସବୁ ସୂଚନା ମିଳିଛି ।