Movie prime

ଆପଣଙ୍କ ଘରେ କେହି ମ-ଦ୍ୟ-ପା-ନ କରୁଥିଲେ ଗୁପ୍ତ ଉପାୟରେ ଛଡାନ୍ତୁ ଏମିତି ଦେଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ରାମବାଣ ଉପାୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ସୋସିଆଲ ମିଡ଼ିଆରେ ଲୋକମାନେ ଏଭଳି କିଛି ଖବର ପାଇଛନ୍ତି ଯାହା ମାଳିକାକୁ ନେଇ ଆସିଛି ।
Special report
ମାଳିକାରେ ଏହିସବୁ ଅନେକ କଥା ଲେଖାଯାଇଛି । ମାଳିକା ବଚନ ଯାହା ତାହା ସତ ହୋଇଥାଏ । ମାଳିକା ବଚନ ଯାହା ହୋଇଥାଏ ତାହା ବିଷୟରେ ଆପଣମାନେ ଜାଣିପାରିବେ । ଏହି ଭିଡିଓ ଦ୍ଵାରା ଆପଣମାନେ ମଦ ଛାଡ଼ିବାର ଉପାୟ ସବୁ ଜାଣିପାରିବେ ।
ବାବା ଦିବାକର ଦାସ ଏହି ଭିଡିଓ ମାଧ୍ୟମରେ ମଦ ଛାଡ଼ିବାକୁ କହିଛନ୍ତି । ଆଉ ଏଥିପାଇଁ ଉପାୟ କହିଛନ୍ତି ଯାହା ମାଳିକାରେ ଲେଖା ଅଛି । ଆଜିକାଲି ଦୁନିଆରେ ସମସ୍ତେ ମଦ ପିଇବା ଏକ ଫ୍ୟାସନ ହୋଇଗଲାଣି । ଯୁବପିଢୀ ଏହି ମଦ ପିଇବାରେ ଆଗୁଆ ଅଛନ୍ତି ।
Special report
ଯୁବକମାନେ ମଦ ପିଇ ମାରଧର କରୁଛନ୍ତି ତାଙ୍କ ସ୍ତ୍ରୀମାନଙ୍କୁ । ଏଭଳି ଅନେକ ପରିବାର ଭାଙ୍ଗି ଯାଉଛି । ମହିଳାମାନେ ମଧ୍ୟ ଏହି ନିଶା ସେବନ କରୁଛନ୍ତି । ପୁରୁଷ ଏବଂ ମହିଳା ଆଜିକାର ସମାଜରେ କେହି କାହାଠାରୁ କମ୍ ନୁହନ୍ତି । ସମସ୍ତେ ମଦ ସେବନ କରୁଛନ୍ତି । 
ମଣିଷ ମଦ୍ୟପାନରେ ଏତେ ଅଭ୍ୟସ୍ତ ହୋଇଗଲାଣି ଯେ ସେ ଘର ଦ୍ଵାର ବିକ୍ରି କରି ଏହି ନିଶା ସେବନ କରୁଛନ୍ତି । ନିଶା କହିଲେ, ମାଦକ ଦ୍ରବ୍ୟ ବିଡି, ସିଗାରେଟ, ଏବଂ ମଦ ଆଦି ଅନେକ ମାଦକ ଦ୍ରବ୍ୟ ଲୋକମାନେ ସେବନ କରୁଛନ୍ତି ।
Special report
ଏହି ମାଦକ ଦ୍ରବ୍ୟ ସେବନ କରି ଲୋକମାନେ ହଇରାଣ ହେଉଛନ୍ତି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଉଛି । ଆଉ ଏହିଥିରୁ ମୁକ୍ତି ପାଇବା ପାଇଁ ଉପାୟ ଏହି ଭିଡିଓ ମାଧ୍ୟମରେ ଆପଣ ଜାଣିପାରିବେ । ପ୍ରଥମେ ଅଦାକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ସେଥିରେ ଲେମ୍ବୁ ରସ ଆଉ ଲୁଣ ମିଶାଇ ଦିଅନ୍ତୁ । ତାକୁ ଖରାରେ ଶୁଖାଇ ଦିଅନ୍ତୁ । 
ଆଉ ଏହାପରେ ଏହି ଅଦା ଖଣ୍ଡକୁ ଯେତେବେଳେ ଆପଣ ନିଶା ସେବନ କରିବେ ସେତେବେଳେ ଏହାକୁ ଖାଇବେ । ଏହା କରିଲେ ଆପଣ ନିଶା ଦ୍ରବ୍ୟ ସେବନ କରିବା ଧୀରେ ଧୀରେ ବନ୍ଦ ହୋଇ ଯାଇଥାଏ । ଏହି ଭିଡିଓ ମାଧ୍ୟମରେ ବାବା ଦିବାକର ଦାସ ଅନେକ ଉପାୟ କହିଛନ୍ତି । ଲୋକମାନେ ଅନେକ ନିଶା ଦ୍ରବ୍ୟ ସେବନ କରିବାରେ ଅଭ୍ୟସ୍ତ ହୋଇଗଲେଣି ।
ଆଉ ଏଥିରୁ ମୁକ୍ତି ପାଇବା ନିହାତି ଦରକାର । ଲୋକମାନେ ମଦକୁ ନେଇ ଅଭ୍ୟସ୍ତ ହୋଇଗଲେଣି । ଆଉ ଏହି କଳିଯୁଗରେ ଲୋକମାନେ ପ୍ରାୟ ସବୁ ନିଶାରେ ଅଛନ୍ତି । ଆଉ ଆହୁରି ଅଧିକ ଲୋକ ନିଶା ସେବନ କରିବେ ବୋଲି ଲେଖାଯାଇଛି । ଏହି ଭିଡିଓ ଦେଖିଏଭଳି ଅନେକ କଥା ଆପଣମାନେ ଜାଣିପାରିବେ ।