Movie prime

ଏକୁଟିଆ ଏହି ଭିଡିଓ ଦେଖିବା ମନା ଦେଖନ୍ତୁ ଦୁନିଆର ସବୁଠୁ ଭୟଙ୍କର ଭିଡିଓ - VIRAl VIDEO

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏକ ଖବର ଜାଣିପାରିବେ ଯାହା ସିସିଟିଭି କ୍ୟାମେରାରେ ରେକର୍ଡ କରାଯାଇଛି ।
Special report
ଆଉ ଏହି ସିସିଟିଭି ଫୁଟେଜ ଦ୍ଵାରା ଆପଣମାନେ ଏଭଳି କିଛି ଦୃଶ୍ୟ ଦେଖିପାରିବେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କ୍ୟାମେରାରେ ରେକର୍ଡ ହୋଇଛି କିଛି ଭୟାନକ ଦୃଶ୍ୟ । ଏହି ଦୃଶ୍ୟ ଦେଖିଲେ ଆପଣ ବି ବିଶ୍ବାସ କରିପାରିବେ ନାହିଁ ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଗୋଟିଏ ସ୍ଥାନରେ ପାଣି ବାହାରୁଛି । ହୁଏତ ବର୍ଷା ହୋଇଥାଇପାରେ । ଆଉ ଏହି ବର୍ଷା ଯୋଗୁଁ ପାହାଚରେ ପାଣି ଗଡୁଛି ଆଉ ଏହି ପାହାଚରେ ଏକ ଅଦୃଶ୍ୟ ଜନ୍ତୁ କି କେହି ଜଣେ ଅଜବ ପ୍ରକାରର ଯାଉଥିବାର ଦେଖାଯାଉଛି ଯାହା ସିସିଟିଭିରେ ରେକର୍ଡ ହୋଇଛି ।
Special Report
ଏହାକୁ ପଣ୍ଡିତମାନେ ଭୂତ କହିଛନ୍ତି । ଏହିଭଳି ଅନେକ ପ୍ରକାରର ଘଟଣା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ । ଆପଣମାନେ ଏହି ଭିଡିଓରେ ମଧ୍ୟ ଦେଖିପାରିବେ କି ଗୋଟିଏ ଇଲେକ୍ଟ୍ରୋନିକ ଦୋକାନ ଅଛି । 
ଆଉ ଏହି ଦୋକାନ ଭିତରେ ଆପଣମାନେ ଏକ ଭୂତ ଦେଖିବେ । ଏହି ଭୂତ ଏହି ଦୋକାନ ଭିତରେ ଏକ ଭୂତ ଚାଲୁଥିବାର ଆପଣମାନେ ଦେଖିପାରିବେ ଆଉ ଏହି ଭିଡିଓରେ ଆପଣମାନେ ଏହା ଦେଖିପାରିବେ । ଏହି ଭୂତ ବହୁତ ଲମ୍ବା ଅଟେ ।
Special report
ଏହି ଭିଡିଓରେ ଆପଣମାନେ ଆଉ ଏକ ଦୃଶ୍ୟ ଦେଖିପାରିବେ ଯେଉଁଠାରେ ଆପଣମାନେ ପୁଣି ଏକ ଭୂତ ଘଟଣା ଦେଖିପାରିବେ । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ଯୁବକ ବାଇକ ରାଇଡ କରୁଛନ୍ତି । ଆଉ ସେ ଏକ ଜଙ୍ଗଲ ଭିତରକୁ ଯାଇଛନ୍ତି । 
Special report
ସେଠାରେ ସେ ଏଭଳି କିଚିଭୟନକ ଘଟଣା ଦେଖିଥିଲେ ଆଉ ସେଠାରୁ ପଳାଇ ଆସିଥିଲେ । ପୁଣି ଆଉଥରେ ଏହି ବ୍ୟକ୍ତି ଜଣକ ସେଠାକୁ ଯାଇଥିଲେ । ଆଉ ଏହାପରେ ସେ ସେଠାରେ ଯିବା ବାଟରେ ରାତି ହୋଇ ଯାଇଥିଲା । ଆଉ ଏହାପରେ ସେ ସେଠାରେ ଏକ ଅଜବ ଜୀବ ଦେଖିଥିଲେ ।
ଯିଏ କି ଶିକାର କରିବା ପାଇଁ ପ୍ରସ୍ତୁତ ଥିଲା । ଏହା ଏକ ପଶୁ ଥିଲା ନା ଭୂତ ତାହା ଏଯାଏଁ ଜଣାପଡି ନାହିଁ । ଏଭଳି ଅନେକ ପ୍ରକାରର ଘଟଣା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଏହିଭଳି ଅନେକ ଭିଡିଓ ଏହି ଭିଡିଓରେ ଆପଣମାନେ ଦେଖିପାରିବେ ।