Movie prime

Elvish Yadav ଙ୍କୁ ନେଇ ଆସିଲା ବଡ ଖବର ଦେଖନ୍ତୁ ଏହି କାରଣ ପାଇଁ ଯିବେ ଜେଲ !!

 
Tt
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଅନେକ ସେଲିବ୍ରେଟିଙ୍କ ବିଷୟରେ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ତ ବିଗ୍ ବସ୍ ଓଟିଟିର ବିଜେତା ଏଲିଭିଶ ଯାଦବଙ୍କୁ ଜାଣିଥିବେ । ଏବେ ତାଙ୍କୁ ନେଇ କିଛି ଖବର ଆସିଛି ।ଏବେ ଖବର ଆସିଛି କି ବିଗ୍ ବସ୍ ଓଟିଟିର ବିଜେତା ଏଲିଭିଶ ଯାଦବଙ୍କ ଅଡ଼ୁଆ ବଢ଼ିଛି । ମାରପିଟ୍ କରି ଚର୍ଚ୍ଚାରେ ଅଛନ୍ତି ଏହି ୟୁଟ୍ୟୁବର ।
Yy
ତାଙ୍କ ନାଁରେ ନୋଟିସ ଜାରି କରିଛି ଗୁରୁଗ୍ରାମ ପୋଲିସ । ଏବେ ଅଡ଼ୁଆରେ ଫସି ଯାଇଛନ୍ତି ଏହି ବ୍ୟକ୍ତି ଜଣକ । ତାଙ୍କ ପାଇଁ ଏବେ ବିପଦ ବଢ଼ି ବଢ଼ି ଯାଉଛି । ଗୁରୁଗ୍ରାମ ପୋଲିସ ତାଙ୍କ ନାଁରେ ନୋଟିସ ପଠାଇଛି ଆଉ ଏହି ବିଷୟକୁ ନେଇ ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । 
ସେ ୧୩ ମିନିଟ ୩୯ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁ ଭିଡିଓରେ ସେ ଏହାକୁ ନେଇ ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ତାଙ୍କ ବିରୋଧରେ ଏକ୍ସରେ ଷଡ଼ଯନ୍ତ୍ର କରୁଛନ୍ତି । ସେ କହିଛନ୍ତି ଯେବେଠୁ ସେ ଓଟିଟି ଗଲେ ସେବେଠାରୁ ଏକ୍ସରେ ତାଙ୍କ ବିରୋଧରେ ଥିଲେ ।
Kk
୮ ମାସ ହେଲାଣି ଏହି ବ୍ୟକ୍ତି ଜଣକ ତାଙ୍କୁ ହଇରାଣ କରୁଛନ୍ତି । ଆଉ ତାଙ୍କ ପରିବାରକୁ ଜଳାଇ ଦେବ ବୋଲି ଧମକ ଦେଉଛି । ଗୁରୁଗ୍ରାମ ପୋଲିସ କହିଛି ସିଆରପିସି ଧାରା ୪୧ A ହିସାବରେ ନୋଟିସ ଜାରି କରାଯାଇଛି ।
ଏଲିଭିସ ଯାଦବ ଏବଂ ତାଙ୍କ ସାଙ୍ଗମାନେ ସାଗର ଠାକୁରଙ୍କୁ ମାରଧର କରିଥିଲେ । ଥାନାରେ ସାଗର କରିଥିଲେ ଅଭିଯୋଗ । ଏହି ସବୁ ପ୍ରି ପ୍ଲାନ୍ ଥିଲା ବୋଲି ସେ କହିଛନ୍ତି । ତାଙ୍କ କାମ ପାଇଁ ସେ କ୍ଷମା ମାଗିଛନ୍ତି ବୋଲି ମଧ୍ୟ ଜଣାପଡିଛି ।
ଏଲିଭିସ୍ ଯାଦବ କହିଛନ୍ତି ଗୁରୁଗ୍ରାମ ପୋଲିସ ଉପରେ ତାଙ୍କର ଭରସା ଅଛି ଆଉ ସେ ତାଙ୍କୁ ନ୍ୟାୟ ଦେବେ ବୋଲି କହିଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।