Movie prime

ଏମିତି ଏକ ଟ୍ରେନ ଦୁର୍ଘଟଣା ଚାଲିଗଲା ୨୦୦୦ ଲୋକଙ୍କ ଜୀବନ ଦେଖନ୍ତୁ କେଉଁଠି ହୋଇଥିଲା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବନ୍ଧୁଗଣ ବର୍ତ୍ତମାନ ପୁଣି ଏକ ଟ୍ରେନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଯେଉଁ ଦୁର୍ଘଟଣା ଟି ବାହାନଗା ଟ୍ରେନ ଦୁର୍ଘଟଣା ଠାରୁ ଅଧିକ ଭୟଙ୍କର ଥିଲା।
Special report
ଆଉ ଏହି ଦୁର୍ଘଟଣାରେ ୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ସମୟ ଥିଲା ୨୬ ଡିସେମ୍ବର ୨୦୦୪ ଆଉ ଏହି ସମୟରେ ଶ୍ରୀଲଙ୍କାର ସୁନାମି ଆସିଥିଲା। ସମୁଦ୍ରଦେବୀ ନାମକ ଏକ ଟ୍ରେନ କରମ୍ବ ସହରରୁ ଗାଲି ସହରକୁ ଯାଉଥିଲା। 
ଆଉ ଏହି ଟ୍ରେନ କରମ୍ବ ଷ୍ଟେସନରୁ ସକାଳ ୬:୩୦ ରେ ଛାଡିଥିଲା। ଯେଉଁଥିରେ ପନ୍ଦର ସହ ଦେଓ ଯାତ୍ରୀ ଓ ଅନେକ ଅନାଦୀୟ ଯାତ୍ରୀ ରହିଥିଲେ। ଏହି ଟ୍ରେନ ମାତ୍ର ସମୁଦ୍ର ଠାରୁ ୨୦୦ କିଲୋମିଟର ଦୂରରେ ଥିବା ଶ୍ରୀଲଙ୍କାର ଦକ୍ଷିଣପଶ୍ଚମ ଉପକୂଳ ନିକଟ କେଲୋଟା ଦେଇ ଯାଉଥିଲା।
Special report
ଆଉ ଠିକ ରାତି ୯:୩୦ରେ ଟ୍ରେନ କେଲୋଟା ନିକଟସ୍ଥ ଏରିଆଲିଆ ଗାଁରେ ପହଞ୍ଚିଥିଲା। ଯେତେବେଳେ ହଠାତ ଏକ ଭୂକମ୍ପ ହେବା ସହ ସୁନାମି ମାଡ଼ି ଆସିଥିଲା। 
ପ୍ରଥମ ଢେଉ ସମୁଦ୍ରକୂଳକୁ ଆସିଥିଲା ସେ ଢେଉ ଏତେ ଶକ୍ତିଶାଳୀ ଥିଲା ଯେ, ସମୁଦ୍ରକୂଳକୁ ଜଳମଗ୍ନ କରିବା ସହିତ ଟ୍ରେନ ଭିତରେ ପାଣି ପସିଯାଇଥିଲା। ଭିତରକୁ ପାଣି ପସିବା ପରେ ଲୋକ ମାନେ ଭୟଭୀତ ହୋଇ ଟ୍ରେନ ଉପରକୁ ଚଢ଼ି ଯାଇଥିଲେ।
Special report
ଅନେକ ଲୋକ ଟ୍ରେନ ପଛରେ ଛିଡ଼ା ମଧ୍ୟ ହୋଇଥିଲେ। କିନ୍ତୁ ଯେତେବେଳେ ଦ୍ୱିତୀୟ ଲହରୀ ୧୦ ମିନିଟ ପରେ ଆସିଥିଲା ଆଉ ଏହାର ରୂପ ଏତେ ଭୟଙ୍କର ଥିଲା ଯେ, ଏହା ସମଗ୍ର ଟ୍ରେନକୁ ଧ୍ଵଂସ କରିଦେଇଥିଲା। ଟ୍ରେନ ନିକଟସ୍ଥ ଘର ଗଛ ସହ ଧକ୍କା ହୋଇଥିଲା। 
ଫଳରେ ଏହି ଦୁ-ର୍ଘ-ଟ-ଣାରେ ୧୭୦୦ ଲୋକ ପ୍ରାଣ ହରାଇଥିଲେ। ସରକାରୀ ଆକଳନ ଅନୁସାରେ ମୃ-ତ-କଙ୍କ ସଂଖ୍ୟା ୧୭୦୦ ଥିବା ବେଳେ ଏକ ରିପୋର୍ଟ ଅନୁସାରେ ମୃ-ତ-କଙ୍କ ସଂଖ୍ୟା ୨୦୦୦ ରୁ ଅଧିକ ଥିଲା ବୋଲି ଜଣାପଡିଛି।
ସେହି ସମୟରେ ୯୦୦ ହଜାର ମୃ-ତ-ଦେ-ହ ଉଦ୍ଧାର କରାଯାଇଥିଲା। ଆଉ ସବୁ ମୃ-ତ-ଦେ-ହ ସମୁଦ୍ରରେ ଭାସି ଯାଇଥିଲା। ଏହି ଦୁ-ର୍ଘ-ଟ-ଣା କେବଳ ୧୫୦ ଜଣକ ଜୀବନ ରକ୍ଷା ହୋଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.