Movie prime

୫୨ ବର୍ଷର ବୁଢ଼ା ଘର ମାଲିକ ୯ ବର୍ଷ ଝିଅ ସହ ଘଟାଇଲା ଏମିତି ହୃଦୟ ବିଦାରକ ଘଟଣା ଯିଏ ଦେଖିଲା କାନ୍ଦି ପକାଇଲା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଡିସେମ୍ବର ୨୧ ତାରିଖ ଦିନ ନାବାଳିକା ଝିଅ ଜଣକ ସକାଳୁ ସ୍କୁଲ ଯାଇଥିଲା। କିନ୍ତୁ ସ୍କୁଲ ଛୁଟି ହେଲା ପରେ ମଧ୍ୟ ଆଉ ଘରକୁ ଫେରିନଥିଲା ଝିଅ ଜଣକ। ଏହାପରେ ପରିବାର ଲୋକ ଚିନ୍ତାରେ ପଡ଼ିଯାଇଥିଲେ।
Special Report
ସନ୍ଧ୍ୟା ହୋଇଯାଇଥିବା ବେଳେ ଝିଅକୁ କେଉଁଆଡେ ନପାଇବାରୁ ପରିବାର ଲୋକେ ଶେଷରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତଥାପି ନାବାଳିକା ଝିଅଟିର କୌଣସି ପତ୍ତା ମିଳିନଥିଲା। 
ଏପଟେ ପୋଲିସ ମଧ୍ୟ ନାବାଳିକା ଝିଅର ଫଟୋକୁ ନେଇ ଅନେକ ସ୍ଥାନରେ ପୋଷ୍ଟର ଭାବରେ ଲଗାଇ ଅନେକ ସ୍ଥାନରେ ଖୋଜିବାକୁ ଚେଷ୍ଟା କରିଥିଲା। ଏପଟେ ଘର ମାଲିକ ମଧ୍ୟ ଝିଅ ନିଖୋଜ ହେବା ଦିନ ଠାରୁ ନିଜ ଘରୁ ବାହାରକୁ ବାହାରୁ ନଥିଲା।
Special Report
ଏହାପରେ ପୋଲିସ ସ୍କୁଲ ରେ ଲାଗିଥିବା ସିସିଟିଭି କ୍ୟାମେରା ଦେଖୁଥିଲା। ଆଉ ସେଥିରେ ଦେଖିବାକୁ ମିଳିଥିଲା ଘର ମାଲିକ ନାବାଳିକା ଝିଅକୁ ନିଜ ବାଇକ୍ ରେ ନେଉଥିବାର ଦେଖିବାକୁ ମିଳିଥିଲା। 
ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଜେରା କରିବା ଆରମ୍ଭ କରିଦେଇ ଥିଲା। ତେବେ ତଦନ୍ତ ପରେ ଅଭିଯୁକ୍ତ ଘର ମାଲିକ ପୋଲିସ ଆଗରେ ସବୁ ସତ ମାନିଯାଇଥିଲା।
Special Report
ସୂଚନା ଅନୁଯାୟୀ, ଦିଲ୍ଲୀରେ ରହୁଥିବା ଅଭିଯୁକ୍ତ ସନ୍ଦୀପ ରଣାଙ୍କ ଘରେ ପିଡୀତା ନିଜ ପରିବାର ସହିତ ରହୁଥିଲେ। ତେବେ ସେଦିନ ଅପରାହ୍ନରେ ସନ୍ଦୀପ ନାବାଳିକାକୁ ନିଜ ସାଙ୍ଗରେ ବାଇକ୍ ରେ ନେବା ସହିତ ଅଧା ରାସ୍ତାରେ ନାବାଳିକା ଝିଅ ସହିତ ଦୁ-ଷ୍କ-ର୍ମ କରିଥିଲା। 
ଏବଂ କାଳେ ନାବାଳିକା ଝିଅଟି ପୋଲିସରେ ଅଭିଯୋଗ କରିଦେବ ବୋଲି ଭାବି ଭୟରେ ଝିଅଟିକୁ ଜୀବିତ ଅବସ୍ତାରେ ଏକ କେନାଲରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ।
ଯାହାର ସବୁ ସତ ପୋଲିସ ଆଗରେ ମାନି ଯାଇଛି ଅଭିଯୁକ୍ତ ଘର ମାଲିକ। ବୟାନ ଅନୁସାରେ ପୋଲିସ ନାବାଳିକା ଝିଅକୁ କେନାଲରୁ ଉଦ୍ଧାର କରିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ଅଭିଯୁକ୍ତକୁ କେଉଁ ଦଣ୍ଡରେ ଦଣ୍ଡିତ କରାଯାଉଛି।