Movie prime

ଏମିତି ପ୍ରେମ ଜଗତେ ନାହିଁ ଦେଖନ୍ତୁ ଆଖିକୁ ଦେଖାଯାଉନି ବୋଲି ଜାଣି ମଧ୍ୟ ଧରିଲେ ହାତ ଆଉ ଆଜି କାଟୁଛନ୍ତି ଏମିତି ଦିନ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ନାନା ପ୍ରକାରର ଘଟଣା ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ ଭାବନା ଆଣିବ ।
Special report
ଆଜିକାଲି ଦୁନିଆରେ ଏଭଳି ବି ଲୋକ ଅଛନ୍ତି ଯେଉଁମାନେ ପ୍ରେମ କରିବା ପାଇଁ ଜାତି ଭେଦ, ଗୋରା କଳା, ବିକଳାଙ୍ଗ ଅବସ୍ଥା କିଛି ଦେଖୁ ନାହାଁନ୍ତି । ପ୍ରେମ ହେଉଛି ଅନ୍ଧ । ପ୍ରେମ ହେଉଛି ଶାଶ୍ଵତ ଆଉ ନିରନ୍ତନ ।
ବାହାଘର ଗୋଟିଏ ଝିଅ ପାଇଁ ସ୍ବପ୍ନ ଥାଏ ଆଉ ଏହି ସ୍ବପ୍ନ ପ୍ରାୟ ସମସ୍ତ ଝିଅ ଦେଖିଥାନ୍ତି । କିଛି ଝିଅଙ୍କର ଏହି ସ୍ବପ୍ନ ସ୍ୱପ୍ନରେ ରହିଯାଏ କାରଣ ଭଗବାନ ତାଙ୍କୁ ଦିବ୍ୟାଙ୍ଗ କରି ଦେଇଥାନ୍ତି । ଭାଗ୍ୟ ସାରା ଏହି ଦଣ୍ଡ ସହିବାକୁ ପଡେ ।
Special report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ଅନ୍ଧ ଯୁବତୀଙ୍କୁ ଜଣେ ଭଲ ବ୍ୟକ୍ତି ଭଲ ପାଉଛନ୍ତି ଆଉ ସେ ତାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏବେ ସେମାନେ ଏହି ଭିଡିଓ ମାଧ୍ୟମରେ ତାଙ୍କ ପ୍ରେମ କାହାଣୀ କହିଛନ୍ତି ।
ଏହି ଯୁବକ ଜଣକ ଫୁଲବାଣୀ ଅଞ୍ଚଳର ଆଉ ଯୁବତୀ ଜଣକ ରାୟଗଡ଼ା ଅଞ୍ଚଳର । ସେମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି । ତାଙ୍କ ପ୍ରେମ ୮ ବର୍ଷ ହୋଇଗଲାଣି । ପୁରୁଷମାନେ ଚାହିଁ ଥାଆନ୍ତି କି ସେମାନେ ଜଣେ ସୁସ୍ଥ ଝିଅଙ୍କୁ ଭଲ ପାଆନ୍ତୁ ଆଉ ବିବାହ କରନ୍ତୁ ।
Special report
କିନ୍ତୁ ଏହି ଯୁବତୀ ଜଣକ ଅନ୍ଧ ବୋଲି ଜାଣି ମଧ୍ୟ ଯୁବକ ଜଣକ ତାଙ୍କୁ ଭଲ ପାଇଥିଲେ । ଯୁବକ ଜଣଙ୍କ ସାଙ୍ଗମାନେ ତାଙ୍କୁ ଏହି ଝିଅକୁ ଭଲପାଇବାକୁ ନେଇ ଅନେକ କଥା କହିଥାନ୍ତି । କିନ୍ତୁ ସେ କିଛି ଶୁଣନ୍ତି ନାହିଁ ।
ସେ କହିଛନ୍ତି ଏହି ଝିଅକୁ ସେ ବହୁତ ଭଲ ପାଆନ୍ତି 
। ଏହି ଝିଅଟି କହିଛନ୍ତି ସେ ସେହି ଯୁବକ ଜଣଙ୍କୁ ବିଶ୍ବାସ ଭରଷା କରିପାରୁ ନଥିଲେ । ସେ ୫ ବର୍ଷ ପରେ ମଧ୍ୟ ବିଶ୍ଵାସ କରିନଥିଲେ । ଏହାପରେ ସେ ତାଙ୍କୁ ଧୀରେ ଧୀରେ ବିଶ୍ବାସ କରିଲେ ।
Special report
ସେମାନେ ଏବେ ସାମୁହିକ ବିବାହ କରୁଛନ୍ତି । ଏହି ଯୁବକ ଜଣକ କହିଛନ୍ତି ସେ ଝିଅ ତାଙ୍କର ପସନ୍ଦ ସେ ଯେମିତି ବି ହେଇଥାନ୍ତୁ ତାଙ୍କ ପାଇଁ ସୁନ୍ଦର ।
ଯୁବକ ଜଣକ କହିଛନ୍ତି କି ତାଙ୍କ ସ୍ତ୍ରୀ ଯୁଆଡେ ଯିବାକୁ କୁହନ୍ତି ସେ ତାଙ୍କୁ ନେଇ କରି ଯାନ୍ତି । ଏହି ପ୍ରେମୀ ଯୁଗଳ ତାଙ୍କ ବିଷୟରେ ଆଉ ପ୍ରେମ କାହାଣୀ ବିଷୟରେ ଅନେକ କଥା କହିଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।

Around The Web