Movie prime

ଏମିତିଆ ରାକ୍ଷସ ପ୍ରେମିକ କାହାକୁ ନ ମିଳୁ, ପ୍ରେମ ରେ ଧୋକା ଦେଲା ବୋଲି ତଣ୍ଟି କାଟି ମାରିଦେଲା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଖବର ଦେଖିଥିବେ। ଆଉ ଆଜିକାଲି ପ୍ରେମ ପ୍ରତାରଣାର ମାମଲା ସମ୍ପର୍କରେ ଆପଣ ମାନେ ବେଶ ଭଲ ଭାବରେ ମଧ୍ୟ ଅବଗତ ଥିବେ।
Special report
କିଏ ନିଜ ପ୍ରେମ ପାଇଁ ଜୀବନ ଦେଇ ଦେଇଛି ତ ଆଉ କିଏ ଅନ୍ୟ ର ଜୀବନ ମଧ୍ୟ ନେଇ ଯାଉଛି। ଏଭଳି କି ନିଜର ପ୍ରେମର ଜୀବନ ମଧ୍ୟ ନେଇ ଯାଉଛି। ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ।
ପ୍ରେମରେ ଧୋକା ପାଇଁ ପ୍ରେମିକା ର ଗଳା କାଟି ହ-ତ୍ୟା କରିଲା ପ୍ରେମିକ।୨୧ ବର୍ଷୀୟ ଇଞ୍ଜିନିୟର ଛାତ୍ରୀଙ୍କ ମୃ-ତ-ଦେହ ମିଳିବା ପରେ ଏବେ ସାରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇ ଯାଇଛି।
ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି କର୍ଣ୍ଣାଟକ ଠାରେ। ଏହି ଛାତ୍ରୀ ଜଣକ ନାମ ହେଉଛି ସୁଚିତ୍ରା। ସେ ଇଞ୍ଜିନିୟରିଂ କଲେଜ ରେ ପଢିବା ପରେ ସେ ତାଙ୍କର ସାଙ୍ଗ ତେଜସ କୁ ସେଠାରେ ମଧ୍ଯ ଭେଟିଥିଲେ।
Special report
ଏହାପରେ ଦୁହିଁଙ୍କ ମଧ୍ୟରେ ଧୀରେ ଧୀରେ ପ୍ରେମ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା। କିଛି ବର୍ଷ ମଧ୍ୟ ତାଙ୍କର ଖୁବ ଭଲ ଭାବରେ ଚାଲିଥିଲା। ହେଲେ ପରେ ସୁଚିତ୍ରା ତେଜସ୍ ଙ୍କ ଠାରୁ ଦୂରେଇ ଯିବା ଆରମ୍ଭ କରି ଦେଇଥିଲେ।
ଏଭଳି କି ପ୍ରତିଦିନ ଦୁହିଁଙ୍କ ମଧ୍ୟରେ ଖୁବ ଝଗଡ଼ା ମଧ୍ଯ ହେବାରେ ଲାଗିଥିଲା। ଆଉ ଶେଷରେ ସୁଚିତ୍ରା ତେଜସ୍ ଙ୍କ ଠାରୁ ଦୂରେଇ ମଧ୍ୟ ଯାଇଥିଲେ। ଯାହାକୁ ତାଙ୍କର ପ୍ରେମିକ ସହଜରେ ଗ୍ରହଣ କରି ପାରି ନଥିଲେ।
ସେ ସବୁବେଳେ ଚିନ୍ତା ରେ ରହିବା ସହ ବାରମ୍ବାର ସୁଚିତ୍ରା ଙ୍କୁ ମାରି ଦେବା ପାଇଁ ଧମକ ମଧ୍ୟ ଦେଉଥିଲେ। ଏନେଇ ସେ ଯୋଜନା ମଧ୍ଯ କରିଥିଲେ। ନିଜ ସମ୍ପର୍କ ବିଷୟରେ କଥା ହେବା ପାଇଁ ସୁଚିତ୍ରା ଙ୍କୁ ଏକ ନିଛାଟିଆ ଜାଗା କୁ ଡାକିଥିଲେ।
ଆଉ ସେଠାରେ ହିଁ ସୁଚିତ୍ରା ଙ୍କୁ ସେ ଗଳା କାଟି ହ-ତ୍ୟା କରିଥିଲେ। ଏହି ଘଟଣା ପରେ ଏବେ ପୋଲିସ ମଧ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରି ଦେଇଛି। ଏହି ଘଟଣା ସଂପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.