Movie prime

ଏମିତି ଶାଶୁ ଶଶୁର କାହାକୁ ମିଳୁ .. ସବୁ ବେଳେ ଖାଲି ଟଙ୍କା ଟଙ୍କା ହେଲେ, ନ ଦେବାରୁ ଆମ ଝିଅ କୁ ମାରିଦେଲେ

 
Special Report
ନମସ୍କାର ପାଠକ ବନ୍ଧୁ।ଯୌତୁକ ଜୁଇ ରେ ପୁଣି ଥରେ ଝିଅ ର ଜୀବନ ଚାଲି ଗଲା। ପାଦ ରୁ ଅଳତା ଲିଭି ନ ଥିଲା ହେଲେ ଯୌତୁକ ପାଇଁ ତାକୁ ମା-ରି ଦିଆ ଗଲା।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ର ଭଣ୍ଡାରିପୋଖରୀ ଥାନା ଅଞ୍ଚଳ ର ଜଗନ୍ନାଥପୁର ଗାଁ ରେ।
Special Report
ସେଠାରେ ଶକ୍ତିମୟୀ ନାମକ ଜଣେ ମହିଳା ଙ୍କୁ ଯୌତୁକ ପାଇଁ ଶାଶୁ ଘର ଲୋକେ ମା-ରି ଦେଇଛନ୍ତି ବୋଲି ଶକ୍ତିମୟୀ ଙ୍କ ଭାଇ ଥାନା ରେ ଅଭିଯୋଗ କରିଛନ୍ତି।
ମଣିଷ ଯେତେ ଶିକ୍ଷିତ ହେଲେ ମଧ୍ୟ ଲୋଭ ତାଙ୍କୁ ଛାଡୁ ନାହିଁ।କେବଳ କିଛି ଟଙ୍କା ପାଇଁ ଗୋଟିଏ ଝିଅ ର ଜୀବନ କୁ ନେଇ ଗଲେ ଶାଶୁ ଘର ଲୋକେ।ସୂଚନା ଅନୁସାରେ କିଛି ଦିନ ପୂର୍ବେ ବିଶ୍ୱଜିତ ବାରିକ ଙ୍କ ସହିତ ଶକ୍ତିମୟୀ ଙ୍କ ର ବିବାହ ହୋଇ ଥିଲା।
ବିବାହ ର କିଛି ଦିନ ପରେ ସ୍ଵାମୀ ବିଶ୍ୱଜିତ ଶକ୍ତିମୟୀ ଙ୍କୁ ବହୁତ ଅ-ତ୍ୟା-ଚା-ର କଲେ।ବିବାହ ସମୟରେ ଯୌତୁକ ବାବଦ କୁ ଶକ୍ତିମୟୀ ଙ୍କ ପରିବାର ଲୋକେ ୨ଲକ୍ଷ ଟଙ୍କା ଦେଇଥିଲେ।ହେଲେ ସେଥିରେ ପୁଅ ଘର ଲୋକେ ଖୁସି ନ ଥିଲେ।
Special Report
ସେଥିପାଇଁ ସେମାନେ ଶକ୍ତିମୟୀ ଙ୍କୁ କହି ଥିଲେ କି ଆଉ ୧ ଲକ୍ଷ ଟଙ୍କା ଦେବା ପାଇଁ।ଏଥିରେ ଶକ୍ତିମୟୀ ରାଜି ହୋଇ ନ ଥିଲେ।ସେଥିପାଇଁ ଶାଶୁ ଶ୍ୱଶୁର ନଣଦ ସ୍ଵାମୀ ଦିଅର ସବୁ ମିଶି ତାଙ୍କୁ ଖୁବ୍ ମାରିଥିଲେ।
ଶକ୍ତିମୟୀ ବାଧ୍ୟ ହୋଇ ନିଜ ଦାଦା ଙ୍କୁ ଫୋନ୍ କରି କହିଥିଲେ କି ଏକ ଲକ୍ଷ ଟଙ୍କା ପୁଣି ଥରେ ଦେବାକୁ ।ସେ କହିଥିଲେ କି ମୁଁ କିଛି ଦିନ ଭିତରେ ଟଙ୍କା ଦେଇ ଦେବୀ।ହେଲେ ପରିବାର ଲୋକେ ପୁଣି ଥରେ ମାଗି ଥିଲେ।ଶେଷ ରେ ତାଙ୍କ ଉପରେ ବହୁ ଅତ୍ୟାଚାର କରିଥିଲେ।
ତାଙ୍କୁ ଗୋଟିଏ ଘର ଭିତରେ ପୁରାଇ ମାରି ଦେଇଛନ୍ତି।ଓ ମାରିବା ପରେ ତାଙ୍କୁ ଦଉଡ଼ି ରେ ଝୁଲାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶକ୍ତିମୟୀ ଙ୍କ ଭାଇ ଅନନ୍ତ।ଓ ସେ ଦାବି କରିଛନ୍ତି ନିଜ ଭଉଣୀ ର ହ-ତ୍ୟା-କା-ରୀ କୁ ଖୁବ୍ ଶୀଘ୍ର ଦଣ୍ଡ ଦିଆ ଯାଉ।