Movie prime

ଏତେବଡ଼ କୋଟିପତି ହେଲେ ମଧ୍ୟ ରାସ୍ତାକଡର ଚା ପିଇବାକୁ ଅପେକ୍ଷା କଲେ ବିଲ ଗେଟ୍ ଦେଖନ୍ତୁ ଲୋକ କଣ କହିଲେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ତ ଜାଣିଥିବେ ଦୁନିଆରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଭଲ ଜିନିଷ ପାଇଁ ଅନେକ ସମୟ ଅପେକ୍ଷା କରିଥାନ୍ତି । ଆଉ ସେମାନେ ସେହି ଜିନିଷ ପାଇବା ପାଇଁ ମଧ୍ୟ ଲଗାଇବାକୁ ପ୍ରସ୍ତୁତ ହୋଇ ପଡନ୍ତି । 
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ବ୍ୟକ୍ତି ଯିଏ ହେଉଛନ୍ତି କୋଟିପତି । ସେ ଚା ପିଇବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ । ଆଉ ଏହି ବ୍ୟକ୍ତି ଜଣକ ହେଉଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ଧନୀଙ୍କ ଭିତରୁ ଜଣେ ।
Special report
ଏହି ବ୍ୟକ୍ତି ଜଣକ ହେଉଛନ୍ତି ଆମେରିକାର ଧନୀ ବ୍ୟକ୍ତି ବିଲ ଗେଟ୍ସ । ଏହି ବ୍ୟକ୍ତିଙ୍କ ନାମ କିଏ ବା ନ ଜାଣିଛି । ରାସ୍ତା କଡ଼ରେ ଛିଡ଼ା ହୋଇ ଚା ପିଇଲେ କୋଟିପତି । ସାଧାରଣ ଲୋକଙ୍କ ପରି ସେ ଧାଡ଼ିରେ ଛିଡ଼ା ହୋଇଥିଲେ । 
ଚା ପିଇ ସାରିବା ପରେ ଚା ଦୋକାନୀଙ୍କୁ ଏଭଳି କିଛି କହିଲେ ଧନୀ ବିଲ୍ ଗ୍ରେଟ୍ସ । ତେବେ କଥା ଆସୁଛି କି କିଏ ଏହି ଚା ବାଲା ଯିଏ କି ଏଭଳି ଚା ବନାଇଛନ୍ତି । ଏହି ଚା ପିଇବା ପାଇଁ ଧନୀ ବ୍ୟକ୍ତି ଧାଡ଼ିରେ ଛିଡ଼ା ହୋଇଛନ୍ତି ।
Special report
ରାସ୍ତା କଡ଼ରେ ଛିଡ଼ା ହୋଇ ଚା ପିଇଲେ ଆମେରିକାର କୋଟିପତି ବିଲ ଗ୍ରେଟ୍ସ । କୋଟି କୋଟି ଟଙ୍କାର ମାଲିକ ଗୋଟିଏ କପ୍ ଚା ପିଇବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ । ଯିଏ ଚାହିଁଲେ ଶହ ଶହ ଚା ଦୋକାନୀ ତାଙ୍କ ଘର ଆଗରେ ଛିଡା ହେବେ ।
Special report
ସେ ଚା ପିଇବାକୁ ଧାଡ଼ି ଲଗାଇଥିଲେ । ଏହି ଚା ଦୋକାନୀ ଜଣକ ହେଉଛନ୍ତି ସମସ୍ତଙ୍କର ପ୍ରିୟ ଡୋଲି ଚା ବାଲା । ସେ ତାଙ୍କ ଚା ପାଇଁ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି । ତାଙ୍କ ଚା ବହୁତ ଭଲ ଅଟେ । ଆଉ ତାଙ୍କ ଚା ଆଉ ସେ ସୋସିଆଲ ମିଡ଼ିଆ ଦ୍ଵାରା ଜଣାଶୁଣା ।
ଅତି ସୁନ୍ଦର ଭାବରେ ଚା ବନାଇଥାନ୍ତି ଏହି ବ୍ୟକ୍ତି ଜଣକ । ନାଗପୁର ସିଭିଲ ଲାଇନରେ ସେ ଚା ବନାନ୍ତି । ଗସ୍ତ ସମୟରେ ଆସିଥିବା ବେଳେ ଧନୀ ବ୍ୟକ୍ତି ଜଣକ ଚା ପିଇ ଚା ର ପ୍ରଶଂସା ନ କରି ରହିପାରି ନାହାନ୍ତି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।