Movie prime

ଆରେ ଆରେ ଏତେ ବର୍ଷ ପରେ ସତ ଆସିଗଲା ସାମ୍ନା କୁ.. ବଚନ ପରିବାର ରେ ବିବାହ କରିଥିଲେ ସୋନିଆ...

 
Special Report
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ସୋନିଆ ଗାନ୍ଧୀ ଓ ଅମିତାଭ ବଚ୍ଚନ ଙ୍କ ପରିବାର ମଧ୍ୟରେ ରହିଛି ଭଲ ସମ୍ପର୍କ।ଅମିତାଭ ବଚ୍ଚନ ଙ୍କ ମା ତେଜି ବଚ୍ଚନ ଓ ଇନ୍ଦିରା ଗାନ୍ଧୀ ଉଭୟ ବହୁତ ଭଲ ବନ୍ଧୁ।ଯାହାକୁ ନେଇ ଏବେ ସାଧାରଣ ରେ ଚର୍ଚ୍ଚା ହେଉଚି।
Special Report
ଆପଣ ମାନେ ସମସ୍ତେ ଅମିତାଭ ବଚ୍ଚନ ଙ୍କ ପିତା ହରିବଂଶ ରାୟ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ସମୟ ରୁ ଉଭୟ ପରିବାର ମଧ୍ୟରେ ଭଲ ସମ୍ପର୍କ ରହିଛି।ଇନ୍ଦିରା ଗାନ୍ଧୀ କେବେ ବି ଚାହୁଁ ନ ଥିଲେ ତାଙ୍କ ପୁଅ ରାଜୀବ ଗାନ୍ଧୀ ଜଣେ ଇଟାଲୀ ମହିଳା ଙ୍କୁ ବିବାହ କରନ୍ତୁ ବୋଲି।
ଯେତେବେଳେ ରାଜୀବ ଗାନ୍ଧୀ ସୋନିଆ ଙ୍କୁ ଧରି ଭାରତ ରେ ପ୍ରବେଶ କରିଥିଲେ ସେତେବେଳେ ଇନ୍ଦୀରା ଗାନ୍ଧୀ ତାଙ୍କୁ ଘରେ ପୁରାଇ ନ ଥିଲେ।ସେଥିପାଇଁ ସୋନିଆ ଅମିତାଭ ଙ୍କ ବଚ୍ଚନ ଙ୍କ ଘରେ ରହିଥିଲେ।ତେଜି ବଚ୍ଚନ ଙ୍କୁ ଦୀର୍ଘ ଦୁଇ ମାସ ଲାଗିଥିଲା ଇନ୍ଦିରା ଗାନ୍ଧୀ ଙ୍କୁ ବୁଝାଇବା ପାଇଁ ।
ଏହା ପୂର୍ବ ରୁ ଇନ୍ଦିରା ମଧ୍ୟ ଅମିତାଭ ଙ୍କ ଘରେ ବିବାହ କରିଥିଲେ।ତାଙ୍କ ପୁଅ ମଧ୍ୟ ସେହି ଠାରେ ବିବାହ କରିଥିଲେ।ଏହା ପରେ ଅମିତାଭ ଙ୍କ ଘରେ ବଡ ଧୁମ୍ ଧାମରେ ବିବାହ ହୋଇ ଥିଲା।ସୋନିଆ ଗାନ୍ଧୀ ସେଠାରେ ରହି ଭାରତୀୟ ରୀତି ନୀତି କୁ ଜାଣି ଥିଲେ।
Special Report
ତେଜି ବଚ୍ଚନ ସୋନିଆ ଙ୍କୁ ଶାଢ଼ୀ ପିନ୍ଧେଇବା କଥା ଏବେ ଶୁଣିବାକୁ ମିଳୁଚି।ସେ ନିଜେ ବିବାହ ସମୟ ରେ ତାଙ୍କର ମେକ ଅଫ୍ କରିଥିଲେ।ଏହା ପରେ ତାଙ୍କ ହାତ ରେ ମେହେନ୍ଦି ଲଗାଇ ଦେଇଥିଲେ।ବିବାହ ରେ ସମସ୍ତେ ଉପସ୍ଥିତ ଥିଲେ। ଇନ୍ଦିରା ଗାନ୍ଧୀ କେବେ ବି ତାଙ୍କୁ ବୋହୂ ରୂପେ ଚାହୁଁ ନ ଥିଲେ।
ସୂଚନା ଅନୁସାରେ ସୋନିଆ ଗାନ୍ଧୀ ଅଧିକ ପାଠ ପଢ଼ିବା ପାଇଁ ଇଂଲଣ୍ଡ ର କେମ୍ବ୍ରିଜ୍ ବିଶ୍ଵ ବିଦ୍ୟାଳୟ କୁ ଯାଇଥିଲେ।ସେଠାରେ ତାଙ୍କର ପ୍ରଥମ ଥର ପାଇଁ ଦେଖା ହୋଇ ଥିଲା ରାଜୀବ ଗାନ୍ଧୀ ଙ୍କ ସହିତ।ରାଜୀବ ଗାନ୍ଧୀ ପ୍ରଥମେ ତାଙ୍କ ସହିତ କଥା ହୋଇ ଥିଲେ।
ଧୀରେ ଧିରେ ଏହି କଥା ଟି ପ୍ରେମ ରେ ରୂପାନ୍ତରିତ ହୋଇ ଥିଲା।ସେମାନେ ପରସ୍ପର କୁ ପ୍ରେମ କରିବାକୁ ଲାଗିଲେ।ଏହା ପରେ ରାଜୀବ ଗାନ୍ଧୀ ସୋନିଆ ଙ୍କୁ ଧରି ଭାରତ ରେ ପ୍ରବେଶ କଲେ।କିନ୍ତୁ ଏହାକୁ କେହି ପସନ୍ଦ କରି ନ ଥିଲେ।
ସେଥିପାଇଁ ରାଜୀବ ସୋନିଆ ଙ୍କୁ ନେଇ ଅମିତାଭ ବଚ୍ଚନ ଙ୍କ ଘରେ ରଖିଥିଲେ।ଏହା ପରେ ସମସ୍ତେ ରାଜି ହେବା ପରେ ଉଭୟ ଙ୍କ ବିବାହ ହୋଇ ଥିଲା।ତେଣୁ କୁହା ଯାଇ ପାରେ ଯେ ଉଭୟ ପରିବାର ମଧ୍ୟରେ ଗୋଟିଏ ବଡ ସମ୍ପର୍କ ରହିଛି।