Movie prime

ଶେଷରେ ଏତେ ଅପେକ୍ଷା ପରେ ଧରି ପକାଇଲେ ଗାଁ ଲୋକେ ଦେଖନ୍ତୁ ଏହି ସେଇ ଅଜଣା ଜନ୍ତୁ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଦେଶ, ବିଦେଶ ଏବଂ ସବୁ ଅଞ୍ଚଳର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏକ ଅଜଣା ପଶୁ ବିଷୟରେ ଜାଣିପାରିବେ ।
Special Report
ଏହି ଅଜଣା ପଶୁ ସ୍କୁଲ ଭିତରେ ଦେଖା ଦେଇଛି । ଆଉ ଏହି ପଶୁ ଭୟରେ ପିଲାମାନେ ସ୍କୁଲ ଯିବାକୁ ଭୟ କରୁଛନ୍ତି । ସ୍କୁଲ ଭିତରେ ଏହି ଅଜଣା ପଶୁ ପଶି ଉତ୍ପାତ କରୁଛି । ସ୍କୁଲ ଭିତରକୁ ଛୋଟ ଛୋଟ ପିଲା ଯାଉ ନାହାନ୍ତି କି ବଡ ବଡ ପିଲାମାନେ ମଧ୍ଯ ଏହି ପଶୁକୁ ଦେଖି ଭୟଭୀତ ହୋଇ ଯାଇଛନ୍ତି ।
ଏହି ଅଜଣା ପଶୁ ଗର୍ଜନ କରି ଦୌଡ଼ି ଆସୁଛି । ଏହି ଅଜଣା ପଶୁ ଲାଞ୍ଜ ଟେକି ଦୌଡ଼ି ଆସୁଛି । ଏହି ଅଜଣା ଜନ୍ତୁକୁ ନେଇ ପୁରା ଗାଁରେ ହାହାକାର ପଡ଼ିଯାଇଛି । ଏହି ପଶୁ ଆତଙ୍କରେ ସମସ୍ତେ ଆତଙ୍କିତ । ଅନେକ ସମୟରେ ଏହି ଗାଁରେ ଅଜଣା ପଶୁକୁ ଦେଖିବାକୁ ମିଳିଛି ।
ସଞ୍ଜ ହେବା ମାତ୍ରକେ ଗାଁ ଭିତରକୁ ଏହି ଅଜଣା ପଶୁ ପଶି ଆସିଥାଏ । ଆଉ ସେ ଗାଁର ଛେଳି ମେଣ୍ଢା ଆଦିକୁ ଖାଇ ଦେଉଥିଲା । ସେ ଖାଇ ଦେଇ ଜଙ୍ଗଲ ଭିତରକୁ ଚାଲି ଯାଉଥିଲା । କିନ୍ତୁ ଏବେ ଏହି ଜନ୍ତୁ ସ୍କୁଲ ଭିତରକୁ ଆସି ଯାଇଛି । 
Special Report
ପାଠ ପଢା ଯାଉଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି ଅଜଣା ପଶୁ ଦିନ ବେଳ ସମୟରେ ପଶି ଯାଇଥିଲା । ଆଉ ତାକୁ ଗ୍ରାମବାସୀ ଜବତ କରିଛନ୍ତି । ତାକୁ ଗ୍ରାମବାସୀ ଧରିବାରେ ଅନେକ ଦିନ ପରେ ସକ୍ଷମ ହୋଇଛନ୍ତି । ଗ୍ରାମବାସୀ ଏହି ଜନ୍ତୁକୁ ଧରି ବନ ବିଭାଗକୁ ଦେଇଛନ୍ତି ।
ଆଉ ବନ ବିଭାଗ ଏହା ଏକ ଜଂଗଲୀ ଜନ୍ତୁ ବୋଲି ଚିହ୍ନଟ କରିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଏହି ଘଟଣା ଦେଖିବାକୁ ମିଳିଛି ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଦାସ ବିଦ୍ୟାଧରପୁର ପଞ୍ଚାୟତରେ ।
ଏହି ପଞ୍ଚାୟତର ଭଣ୍ଡାରିଦଣ୍ଡା ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ଏହି ଅଜଣା ପଶୁ ପଶିଯିବା ପରେ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି ଆଉ ଏହି ପଶୁକୁ କବଜା ମଧ୍ୟ କରିଛନ୍ତି । କାଲି ରାତିରୁ ଏହା ସ୍କୁଲ ଭିତରେ ପଶି ରହିଛି । ଗ୍ରାମବାସୀ କୌଶଳ କରି ଏହି ପଶୁ କୁ ଧରି ଦେଇଛନ୍ତି ।
ଏହି ପଶୁ ପାହାଡିଆ ଅଞ୍ଚଳରେ ରହିଥାଏ ଆଉ ଏହା କୌଣସି ଜୀବଜନ୍ତୁକୁ ଖାଇ ନଥାଏ । ଏହି ପଶୁ କେବଳ ମହୁ ଖାଇଥାଏ ।ଏହି ପଶୁର ନାଁ ହେଉଛି ଗାଡ଼ ଭାଲୁ । ଏହି କଥା ବନ ବିଭାଗ ସୂଚନା ଦେଇଛି ।