Movie prime

ଏଥର ନବୀନ ଙ୍କ ଲକ୍ଷ୍ୟ ଭାରତ ର ପ୍ରଧାନମନ୍ତ୍ରୀ ଆସନ ! ଲୋକ ପ୍ରିୟତାର ଶୀର୍ଷ ରେ ନବୀନ ! ଡରିଲେଣି ମୋଦୀ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଚାରି ମୂଖ୍ୟମନ୍ତ୍ରୀ ଙ୍କୁ ପଛକୁ ଠେଲି ଆଗରେ ଅଛନ୍ତି ନବୀନ ପଟ୍ଟନାୟକ। ପୁଣି ଥରେ ଓଡ଼ିଶାବାସୀ ଙ୍କ ହୃଦୟ ଜିତିବାରେ ସଫଳ ବିବେଚିତ ହୋଇଛନ୍ତି ନବୀନ ପଟ୍ଟନାୟକ।
Special report
ଜନତା ଙ୍କ ପ୍ରଶଂସା ସାଉଁଟି ବାରେ ଏବେ ପ୍ରଥମ ସ୍ଥାନରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ସ୍ତରରେ ସର୍ଭେ କହିଛି କି ଜାତୀୟ ସ୍ତରରେ ସର୍ଭେ ରେ ଲୋକପ୍ରିୟତା ରେ ନବୀନ ନମ୍ବର୍ ୱାନ ରେ ଅଛନ୍ତି।
ଛତିଶଗଡ଼ ର ମୂଖ୍ୟମନ୍ତ୍ରୀ ଭୂପେଶ ବଘେଲ , ଦିଲ୍ଲୀ ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱେଶର ଙ୍କୁ ପଛରେ ପକାଇ ପୁଣି ଥରେ ଦେଶର ଅଧିକ ଲୋକପ୍ରିୟ ମୂଖ୍ୟମନ୍ତ୍ରୀ ଭାବରେ ଗଣା ହୋଇଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Special report
ଆଉ ଏବେ ନବୀନ ପଟ୍ଟନାୟକଙ୍କୁ ଚାରି ଆଡୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ। ନବୀନ ଙ୍କ ଉପରେ ଏବେ ଭରଷା କହିଛନ୍ତି ଓଡ଼ିଶାର ସାଢେ଼ ଚାରି କୋଟି ଓଡିଆ।
ବିକାଶ ର ତାଲିକା ଯେତିକି ଲମ୍ବା ତାଙ୍କର ଶାସନର ତାରିଖ ମଧ୍ୟ ସେତିକି ଲମ୍ବା। ବିଭିନ୍ନ ପ୍ରକାରର ଯୋଜନା କରି ଗବିବ ଲୋକ ମାନଙ୍କର ଆଶା ବଡି ସାଜିଛନ୍ତି। ଆଉ ତାଙ୍କୁ ଦୀର୍ଘ ୨୩ ବର୍ଷ ଧରି ମଧ୍ଯ ଲୋକମାନେ ଖୁବ ଭଲ ପାଇବା ଦେଇ ଆସିଛନ୍ତି।
Special report
ଏବେ ଚାରିଆଡ଼େ କେବଳ ତାଙ୍କ ସମ୍ପର୍କରେ ହିଁ ଚର୍ଚ୍ଚା ହେବାରେ ଲାଗିଛି। ଲୋକ ମାନେ ମଧ୍ୟ ନବୀନ ପଟ୍ଟନାୟକ ବିଜୟକୁ ନେଇ ବେଶ ଖୁସୀ ମଧ୍ୟ ଅଛନ୍ତି।
ଏବେ ସୋସିଆଲ ମିଡ଼ିଆ ସହ ଚାରିଆଡ଼େ ନବୀନ ପଟ୍ଟନାୟକଙ୍କ ଜୟ ନାରା ଲାଗିଛି। ଲୋକ ମାନେ ତାଙ୍କୁ ଆମ ରାଜ୍ୟର ସର୍ବ ଶ୍ରେଷ୍ଠତମ ମୂଖ୍ୟମନ୍ତ୍ରୀ ଭାବରେ ବିବେଚନା କରିଛନ୍ତି।
ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ଯ ଖୁବ ଖୁସୀ ଅଛନ୍ତି। ତେବେ ଏହାକୁ ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୂଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.