Movie prime

ଏଥର ସ୍ଵାମୀ ଙ୍କୁ ପଇସା ଦେବେ ଗୃହିଣୀ, ମାସକୁ ମାସ ଟଙ୍କା ପଠେଇ ବେ ମୋଦୀ, ଦେଖନ୍ତୁ କେମିତି କରିବେ ଆବେଦନ !!

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ପ୍ରକାରର ଯୋଜନା ସବୁ ଚାଲିଛି। ସରକାରଙ୍କ ଏହି ଜନ କଲ୍ୟାଣକାରୀ ଯୋଜନା ମହିଳାଙ୍କ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେଉଛି।
ଏହି ସମସ୍ତ ଯୋଜନା ମଧ୍ୟରେ ଗୋଟେ ରାଜ୍ୟର ସରକାର ସାଧାରଣ ଗୃହିଣୀ ମାନଙ୍କ ପାଇଁ ପ୍ରତି ମାସରେ ଆର୍ଥିକ ସହାୟତା ଉଦ୍ଦେଶ୍ୟରେ ଗୃହିଣୀ ଭତ୍ତା ଦେବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ସମୟରେ ନାରୀମାନଙ୍କ ପ୍ରତି ଅନେକ ଅ-ତ୍ୟା-ଚା-ର ଏବଂ ଖରାପ ବ୍ୟବହାର ବଢ଼ି ଚାଲିଛି। 
Special report
ସେଥିପାଇଁ ସରକାରଙ୍କ ପକ୍ଷରୁ ମହିଳାମାନଙ୍କ ପାଇଁ ଅନେକ ପ୍ରକାର ସ୍କିମ୍ ମଧ୍ୟ ଯୋଗାଇ ଦିଆଯାଉଛି। ନାରୀମାନଙ୍କ ପାଇଁ ଅନେକ ସଂଘ ମଧ୍ୟ ପ୍ରସ୍ତୁତ ହୋଇଛି। ଅନେକ କ୍ଷେତ୍ରରେ ନାରୀ ସଶକ୍ତି କରଣ ସଂଗଠନ ମଧ୍ୟ ହୋଇଛି।
ବର୍ତ୍ତମାନ ସମୟରେ ମହିଳା ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ସମସ୍ତ ମହିଳାମାନଙ୍କୁ ପ୍ରତ୍ୟେକ ମାସ ୧୦୦୦ ଟଙ୍କା ଆସିବ। ଯାହାକି ସରକାର ଅନେକ ପ୍ରକାର ଭତ୍ତା ଦେଉଥିବା ବେଳେ ଏବେ ଗୃହିଣୀ ମାନଙ୍କ ପାଇଁ ଘୋଷଣା କରିଛନ୍ତି ଗୃହିଣୀ ଭତ୍ତା। 
ତେବେ ଗୃହିଣୀଙ୍କୁ ମିଳିବ ୧୦୦ କି ୫୦୦ ନୁହେଁ ପୂରା ୧୦୦୦ ଟଙ୍କା ମାସିକ। ଘରେ ବସି ଗୃହିଣୀ ମାନେ ଏବେ ପାଇପାରିବେ ମାସିକ ଭତ୍ତା। ସରକାର ଆଣିଲେ ଏଭଳି ନୂଆ ନିୟମ। ଆପଣମାନେ ତୋ ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ଅବିବାହିତ ଭତ୍ତା ଏଭଳି ଅନେକ ଭତ୍ତାର ନାଆଁ ଶୁଣିଥିବେ।
Special report
କିନ୍ତୁ ଏହି ଗୃହିଣୀ ଭତ୍ତା ବିଷୟରେ ଆଗରୁ କଣ କେବେ ଶୁଣିଥିଲେ କି? ଘର କାମ କଲେ ଏବେ ଗୃହିଣୀଙ୍କୁ ମିଳିବ ମାସିକ ଭତ୍ତା। ଏହାଦ୍ବାରା ଗୃହିଣୀ ମାନେ କାହା ଆଗରେ ହାତ ନ ପତେଇ ସ୍ୱାବଲମ୍ବୀ ହୋଇ ପାରିବେ। 
ନିଜର ଖର୍ଚ୍ଚ ନିଜେ ବହନ କରି ପାରିବେ। ତେବେ ଏହି ନିୟମ ଓଡିଶା ପାଇଁ ନୁହେଁ ତାମିଲନାଡୁ ସରକାରଙ୍କ ଦ୍ଵାରା ଏଭଳି ବଡ଼ ଘୋଷଣା କରାଯାଇଛି। ରାଜ୍ୟ କେବିନେଟ୍ ଏନେଇ ବିଲ୍ ପାରିତ ହୋଇ ସାରିଛି।
ଏହି ଯୋଜନା ପାଇଁ ୭ ହଜାର କୋଟି ଟଙ୍କାର ବଜେଟ୍ ମଧ୍ୟ ପ୍ରସ୍ତୁତ କରାଯାଇ ସାରିଛି। ସରକାର ଏଭଳି ନିୟମ କରିବାର କାରଣ ହେଉଛି ମହିଳା ମାନେ ନିଜ ଗୋଡ଼ରେ ନିଜେ ଛିଡା ହୋଇ ପାରିବେ। ଏହି ଟଙ୍କା ସେମାନଙ୍କ ଘର ଚଳାଇବା ପାଇଁ ସାହାର୍ଯ୍ୟ କରିବ। ଏଥିସହିତ ଗୃହିଣୀ ମାନେ ନିଜ ଇଚ୍ଛାରେ ଖର୍ଚ୍ଚ କରିପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.