Movie prime

ଏଠାରେ ପଡେନି ପଶୁ ବଳି ବରଂ ପଡେ ମଣିଷ ବଳି !! ଜାଣନ୍ତୁ କଣ ସତରେ ବଳି ଗ୍ରହଣ କରେ ମା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଭଗବାନଙ୍କୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Special Report
ଏହି ଭିଡିଓ ଆପଣଙ୍କୁ ଅନେକ କିଛି ଜଣାଇବ । ଆପଣମାନେ ତ ଜାଣିଥିବେ ଏଭଳି କିଛି ମନ୍ଦିର ଅଛି ଯେଉଁଠାରେ ବଳି ପଡ଼ିଥାଏ । ଏଭଳି ଅନେକ ମନ୍ଦିର ଅଛି । ଏବେ ଏହି ପ୍ରଥାକୁ ନେଇ କିଛି ଖବର ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହିସବୁ କଥା ଜାଣିପାରିବେ । 
ମାଆ କାଳୀ, ଚଣ୍ଡୀ ଏଭଳି ଅନେକ ମାଙ୍କ ନାଁ ନେଇ ବଳି ପକାଇ ଥାଆନ୍ତି ଲୋକମାନେ । ଅନେକ ସ୍ଥାନରେ ବଳି ପ୍ରଥା ରହିଛି । ଲୋକମାନେ ଜିଭ ଲାଳସା ପାଇଁ ଅନେକ ଜୀବଜନ୍ତୁକୁ ମାରି ଖାଇ ଦେଉଛନ୍ତି ।
ଲୋକମାନେ ଅନେକ ଯୁବ ଜନ୍ତୁକୁ ମାରି ଖାଇଥାନ୍ତି । ସେମାନଙ୍କର ମାଂସ ଖାଇ ଲୋକମାନେ ଖୁସି ହୋଇଥାନ୍ତି । ଲୋକମାନେ ଏଭଳି ଜୀବ ହ-ତ୍ୟା କରିବା ଠିକ୍ ନୁହେଁ । ଯେ କୌଣସି ଜୀବ ହେଉ ନା କାହିଁକି ତାକୁ ମାରି ଖାଇବା ଉଚିତ୍ ନୁହେଁ ।
Special Report
ଜୀବ ମାନଙ୍କର କଣ ବଞ୍ଚିବାର ଇଚ୍ଛା ନାହିଁ । ତାଙ୍କୁ ମାରିବା ସମୟରେ ସେମାନେ ଚିତ୍କାର କରିଥାନ୍ତି ସତେ ଯେପରି ସେମାନେ ବଞ୍ଚିବାକୁ ଭିକ୍ଷା ମାଗୁଛନ୍ତି କିନ୍ତୁ ଏହି ମଣିଷ କିଛି ବି ନ ଭାବି ଜୀବ କଥା କିଛି ନ ଭାବି ସେ ଜୀବକୁ ମାରି ଖାଇ ଦେଇଥାଏ ।
ଆପଣମାନେ କେବେ ଶୁଣିଛନ୍ତି କି କେଉଁ ମନ୍ଦିରରେ ସାପ, ବିଲେଇ ଆଦି ବଳି ପଡ଼ିଥାଏ । ଏହି ଜୀବଜନ୍ତୁ କୌଣସି ବି ମନ୍ଦିରରେ ବଳି ପଡ଼ି ନଥାଏ କାରଣ ଏହାକୁ ଲୋକମାନେ ଖାଇ ନଥାନ୍ତି । ଲୋକମାନେ ନିଜ ଜିଭ ଲାଳସା ପାଇଁ ଯେଉଁସବୁ ପଶୁ ପକ୍ଷୀ ଖାଇଥାନ୍ତି ତାକୁ ହିଁ ବଳି ପକାଇଥାନ୍ତି । 
କୌଣସି ଦେବଦେବୀ କେବେ ବଳି ପକାଇବାକୁ କହି ନଥାନ୍ତି । ବିବାହ ପରେ ମଧ୍ୟ ଜୀବ ହତ୍ୟା କରି ଭୋଜି ଦିଅନ୍ତୁ ନାହିଁ ଆପଣଙ୍କର ଅମଙ୍ଗଳ ହେବ । ସୁରେଶ୍ଵରୀ ମନ୍ଦିରରେ ମଣିଷ ବଳି ଦିଆ ଯାଇଥାଏ । ଯାହାକୁ ମାଆ ରକ୍ଷା କରିବେ ତାଙ୍କୁ କେହି ମାରିପାରିବେ ନାହିଁ ।
କୌଣସି ମାଆ ଜଗତର କ୍ଷତି ଚାହିଁ ନଥାଏ । ମାଆ ଏବେବି ଜୀବମାନଙ୍କର ମାଂସ ଚାହିଁ ନଥାନ୍ତି । ମଣିଷ ଅନ୍ଧ ବିଶ୍ୱାସ ରଖି ଏଭଳି ବଳି ପ୍ରଥାକୁ ଆଗକୁ ବଢ଼ାଉଛି । ଏହି ଅନ୍ଧ ବିଶ୍ବାସକୁ ଦୁରେଇବାକୁ ପଡ଼ିବ । ମାଆ ରକ୍ତ ଚାହିଁ ନଥାଏ ,ମାଆ କେବେ କାହାର ରକ୍ତ ଗ୍ରହଣ କରି ନଥାଏ । ଏଭଳି ଅନେକ କଥା ବାବା ଦିବାକର ଦାସ ଏହି ଭିଡିଓ ମାଧ୍ୟମରେ କହିଛନ୍ତି ।