Movie prime

ବିବାହ ବନ୍ଧନରେ ବାନ୍ଧି ହେଲେକି ଲୋକପ୍ରିୟ ଅଭିନେତା ବବି ମିଶ୍ର!!! ଜାଣନ୍ତୁ ସମ୍ପୂର୍ଣ ସତ

 
Vb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। 
Hh
ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି। ଏହି କଳାକାରମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି। ନିଜର ଅଭିନୟ କଳା ମାଧ୍ୟମରେ ଅନେକ ଲୋକଙ୍କ ହୃଦୟରେ ରାଜ କରନ୍ତି।
ତେବେ ବବି ମିଶ୍ର ଯିଏକି ନିଜର କମେଡି ମାଧ୍ୟମରେ ଖୁବ କମ୍ ଦିନରେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ବବି ମିଶ୍ର ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚିତ ଲାଭ କରିଥିଲେ। ତେବେ ତାଙ୍କର ପତ୍ନୀ କୋଏଲ ବାନାର୍ଜୀ ବର୍ତ୍ତମାନ ଦ୍ୱିତୀୟ ବିବାହ କରିଛନ୍ତି। ଯାହାକି ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେଉଛି। 
Bb
ଆପଣ ମାନେ ବଙ୍ଗାଳୀ ନାୟିକା କୋୟଲ ବାନାର୍ଜୀଙ୍କୁ ବେଶ ଭଲ ଭାବେ ଜାଣିଥିବେ। ଓଡ଼ିଆ ଇଣ୍ଡଷ୍ଟ୍ରିରରେ ବହୁତ କମ୍ କାମ କରିଥିଲେ ମଧ୍ୟ ନିଜ ସ୍ୱାମୀଙ୍କ ପାଇଁ ବେଶ ପରିଚିତ ହାସଲ କରିଥିଲେ। ତେବେ ଦୁହିଁଙ୍କ ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ଥିଲା। ବେଶ ଆନନ୍ଦରେ କାଟୁ ଥିଲେ।
ହେଲେ ଏପରି ଏକ ସମୟ ଆସିଲା ଯାହା ଦୁହିଁଙ୍କ ବୈବାହିକ ଜୀବନରେ ଝଡ଼ ନେଇ ଆସିଲା। ଦୁହିଁଙ୍କ ମଧ୍ୟରେ କୋଳାହଳ ଯୋଗୁଁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଲେ। ତେବେ ବର୍ତ୍ତମାନ ସମୟରେ ବଡ଼ ଖବର ହେଉଛି କୋଏଲ ବାନାର୍ଜୀ ଦ୍ୱିତୀୟ ବିବାହ କରିଛନ୍ତି। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଘୁରି ବୁଲୁଛି। 
ତେବେ ଭିଡ଼ିଓରେ କୋଏଲ ବଧୂ ବେଶ ସାଜି ନିଜ ସ୍ୱାମୀଙ୍କ ସହ ଷ୍ଟେଜ ଉପରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳୁଛି। କିନ୍ତୁ ତାଙ୍କ ସ୍ୱାମୀ କିଏ ଏ ନେଇ କୌଣସି ସବିଶେଷ ସୂଚନା ମିଳିନାହିଁ। ତେବେ ବର୍ତ୍ତମାନ ସମୟରେ ବଡ଼ ଖବର ହେଉଛି କୋଏଲ ବାନାର୍ଜୀ ଦ୍ୱିତୀୟ ବିବାହ କରିଛନ୍ତି। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଘୁରି ବୁଲୁଛି।
କୋଏଲ ଦ୍ଵିତୀୟ ବିବାହ କରି ଅତ୍ୟନ୍ତ ଖୁସି ଥିବା ଜଣା ପଡ଼ିଛି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫୋଟରେ ଦେଖିବାକୁ ମିଳିଛି ଯେ କୋଏଲଙ୍କ ସ୍ୱାମୀ ଏକ କୁନି ଝିଅକୁ ଧରି କୋଏଲ ସାଙ୍ଗରେ ଫଟୋ ଉଠାଉଛନ୍ତି। ଦୁହେଁ ବହୁତ ସୁନ୍ଦର ଦେଖା ଦେଉଛନ୍ତି। ଆଉ ଏନେଇ ବବି ମିଶ୍ରଙ୍କ ପ୍ରଶଂସକ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.