Movie prime

ସେତେବେଳେ ଦେବୀ ଆଉ ଏବେ ଏମିତି ଦେଖନ୍ତୁ Exclusive Visual

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର ଭିଡିଓ ଦେଖିଥିବେ ।
ଆପଣମାନେ ଓଲିଉଡ, ବଲିଉଡ ଏବଂ ଅନେକ ସିନେମା ଜଗତର ସବୁ ଖବର ସୋସିଆଲ ମିଡିଆରେ ପାଇପାରିବେ । ଆପଣମାନେ ସମସ୍ତେ ତ ହିନ୍ଦୀ ସିରିଏଲ ଗୁଡ଼ିକ ଦେଖୁଥିବେ । ଅନେକ ପ୍ରକାରର ଚ୍ୟାନେଲରେ ଅନେକ ପ୍ରକାରର ସିରିଏଲ ଦେଇଥାଏ ।
ଆପଣମାନେ ସମସ୍ତେ ତ ଆଧ୍ୟାତ୍ମିକ ସିରିଏଲ ସବୁ ଦେଖିଥିବେ । ଆପଣମାନେ ସମସ୍ତେ ହିନ୍ଦୀ ଭାଷାରେ ପ୍ରସାରିତ ହେଉଥିବା ମହାଦେବ ସିରିଏଲ ଦେଖିଥିବେ ବା ତା ବିଷୟରେ ଜାଣିଥିବେ ।
ଏବେ ସେହି ଧାରାବାହିକରେ ମାତା ପାର୍ବତୀଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଜଣଙ୍କୁ ନେଇ ଏକ ଖବର ଆସିଛି । ଏହି ମହିଳା ଜଣକ ଦେବୀ ପାର୍ବତୀ ଭୂମିକାରେ ବହୁତ ସୁନ୍ଦର ଅଭିନୟ କରନ୍ତି । ତାଙ୍କ ଅଭିନୟରେ ସମସ୍ତେ ବହୁତ ଖୁସି ହୋଇଥାନ୍ତି । 
ଏହି ଅଭିନେତ୍ରୀ ଜଣଙ୍କର ନାଁ ହେଉଛି ସୋନାରିକା । ସେ ବଲିଉଡ୍ ଦୁନିଆରେ ବିଭିନ୍ନ ଧାରାବାହିକରେ ଅଭିନୟ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହାପରେ ପରବର୍ତ୍ତୀ ସମୟରେ ସେ ମହାଦେବ ଧାରାବାହିକରେ ଦେବୀ ପାର୍ବତୀ ଅଭିନୟ କରିଥିଲେ ।
ଆଉ ଏହି ଅଭିନୟରୁ ସେ ଅଧିକ ଜଣାଶୁଣା ହୋଇଛନ୍ତି । ସେ ସେହି ଧାରାବାହିକ ଦ୍ଵାରା ସେ ଲୋକପ୍ରିୟତା ହାସଲ କରିଛନ୍ତି । ସେ ନିଜର ଜ୍ୱଳନ୍ତ ଅଭିନୟ ଦ୍ୱାରା ମାତା ପାର୍ବତୀ ନାଁରେ ପୂଜା ପାଉଥିବେ ।
ଏବେ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କର ବୋଲ୍ଡ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ସବୁ ବାସ୍ତବିକ୍ ଭାବରେ ଗ୍ରହଣ କରିବା ସହଜ ହେଉନାହିଁ ।
କାରଣ ସେ ପୂର୍ବରୁ ଦେବୀ ପାର୍ବତୀ ଭୂମିକାରେ ଅଭିନୟ କରି ଆସୁଥିଲେ । ଏହି ଫଟୋ ଗ୍ରହଣ କରିବା ଯେତେ କଷ୍ଟ ସେତିକି ଅପ୍ରିୟ ସତ୍ୟ ମଧ୍ୟ ଅଟେ । ଦେବୀ ପାର୍ବତୀ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀଙ୍କର ଏଭଳି ଫଟୋ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।