Movie prime

ଫେସବୁକ୍ ରୁ ଆରମ୍ଭ ହେଲା ପ୍ରେମ ଏବେ ହୋଇଗଲା ସର୍ବନାଶ ଶା-ରୀ-ରି-କ ସମ୍ପର୍କ ପରେ ସାଙ୍ଘାତିକ ଧୋକା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ପ୍ରେମ କାହାଣୀ ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ସମ୍ପର୍କ ରେ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ତେବେ ଆପଣ ମାନେ ଅନେକ ଫେସବୁକ୍ ର ପ୍ରେମ କାହାଣୀ ସମ୍ପର୍କ ରେ ବେଶ ଭଲ ଭାବରେ ଜାଣିଥିବେ। ଆଜି ଆମେ ଆପଣଙ୍କୁ ଏଭଳି ଏକ ପ୍ରେମ କାହାଣୀ ସମ୍ପର୍କ ରେ କହିବାକୁ ଯାଉଛୁ। ପ୍ରଥମେ ଫେସବୁକ୍ ରୁ ହିଁ ପ୍ରେମ ଆରମ୍ଭ ହୋଇଥିଲା।
ଏହା ପରେ ଶାରୀରିକ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା।ପରେ ଏଥିପାଇଁ ଧୋକା ମଧ୍ଯ ମିଳିଥିଲା। ଯେତେ ବେଳେ ଏହି ପ୍ରେମୀ ଯୁଗଳ ଦୁହେଁ ପ୍ରେମ କରିଥିଲେ ସେତେବେଳେ ତାଙ୍କୁ ତାଙ୍କର ପ୍ରେମ ସମ୍ମୁଖରେ ଅନ୍ୟ କିଛି ଦେଖା ଯାଉ ନଥିଲା।
ହେଲେ ଯେତେବେଳେ ଘରକୁ ଆସିବା କଥା ଓ ବାହାଘର କଥା ଉଠିଲା ସେତେବେଳେ ଲୁଚି ଯାଇଥିଲେ ସେହି ପ୍ରେମିକ ସ୍ୱାମୀ ଜଣକ। ଫେସବୁକ୍ ର ପ୍ରେମ ପରେ ଦୁହିଁଙ୍କ ବାହାଘର ମଧ୍ୟ ହୋଇଥିଲା।
ଦୁହେଁ କୋର୍ଟ ମ୍ୟାରେଜ୍ କରିଥିଲେ। ଏହାପରେ ସେମାନେ ଏକା ସହ ବାହାରେ ଦୁଇ ବର୍ଷ ମଧ୍ୟ ରହିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ମଧ୍ଯ ଗଢ଼ି ଉଠିଥିଲା। ଏହାପରେ ପ୍ରେମିକ ଜଣକ ମଧ୍ୟ ଉକ୍ତ ପ୍ରେମିକା ଙ୍କ ଗ-ର୍ଭରେ ଥିବା ପିଲା କୁ ଦୁଇ ଦୁଇ ଥର ନଷ୍ଟ କରି ଦେଇଛନ୍ତି।
ଏହାପରେ ଉକ୍ତ ପ୍ରେମିକ ଜଣକ ତାଙ୍କୁ ଏହା ପ୍ରତିଶ୍ରୁତି ଦେଇଥିଲେ କି ତାଙ୍କ ଭଉଣୀ ବାହାଘର ପରେ ସେ ତାଙ୍କ ଘରକୁ ସେହି ମହିଳା ଜଣକୁ ନେଇଯିବେ।
ହେଲେ ମହିଳା ଜଣକ ଏହା ଜାଣି ନଥିଲେ କି ତାଙ୍କ ପ୍ରେମିକ ଜଣକ ତାଙ୍କୁ ସେଠାରେ ସବୁ ମିଛ କଥା କହି ହିଁ ରଖୁଥିଲେ। ଆଉ ଏବେ ନ୍ୟାୟ ପାଇବା ପାଇଁ ସ୍ୱାମୀ ଙ୍କ ଘର ସମ୍ମୁଖରେ ବସି ରହିଛନ୍ତି ସ୍ତ୍ରୀ।
ଅନ୍ୟପଟେ ସ୍ତ୍ରୀ ର ଧାରଣା ରେ ବସିଥିବା ଦେଖି ଘରେ ତାଲା ପକାଇ ଚଂପଟ୍ ମାରିଛି ସ୍ଵାମୀ। ଏହି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ମଥାନୀ ଗ୍ରାମରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.