Movie prime

ଫେରୁଥିଲେ ମା ଝିଅ ହଠାତ୍ ରାସ୍ତା ମଝିରେ ହୋଇଗଲା ଏମିତି ଛାତି ପିଟି ପିଟି କାନ୍ଦୁଛି ମା ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ମାଆ ଆଉ ଝିଅ ମିଶି ସ୍କୁଟିରେ ଭୋଜି ଖାଇବାକୁ ଯାଇଥିଲେ । ସେମାନେ ସମ୍ପର୍କୀୟଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ । ସେଠାରେ ଭୋଜି ଖାଇଲେ ଆଉ ସମ୍ପର୍କୀୟଙ୍କ ସହିତ ଦେଖା ବି କରିଲେ ।
ଆଉ ସେମାନେ ଖାଇବା ପିଇବା ସାରିବା ପରେ ଘରକୁ ଫେରୁଥିଲେ ଆଉ ଘରକୁ ଫେରିବା ବେଳେ ସ୍କୁଟି ଗଛରେ ବାଡ଼େଇ ଦେଲେ ଆଉ ଏବେ ଏହି ଦୁର୍ଘଟଣା ପରେ ଝିଅଟିର ମୃତ୍ୟୁ ହୋଇଥିବା ବେଳେ ମାଆ ଜଣକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
Special report
ଏବେ ସେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏବେ ମାଆ ଜୀବନ ସହିତ ଲଢ଼ୁଛି । ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଅଙ୍କରଡ଼ା ରାଜ୍ୟ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଗଛକୁ ସ୍କୁଟି ଧକ୍କା ଦେଇଥିଲା । 
ପାରଳାଖେମୁଣ୍ଡି ସହର ବାସିନ୍ଦା ରାମେୟା ପାସ୍ପୁରୁଣିଙ୍କ ପତ୍ନୀ ନିର୍ମଳା ପାସ୍ପୁରୁଣି ଆଉ ଝିଅ ଭାରତୀ ପାସ୍ପୁରୁଣି ତାଙ୍କ ସମ୍ପର୍କୀୟଙ୍କ ବିବାହକୁ ଯାଇଥିଲେ । ଆଉ ସେଠାରେ ଯାଇ ପହଞ୍ଚି ଭୋଜି ଖାଇ ଘରକୁ ଫେରିବା ସମୟରେ ସ୍କୁଟିରେ ଆସୁଥିବା ବେଳେ
Special report
ଭାରସାମ୍ୟ ହରାଇ ଗଛରେ ନିଜ ସ୍କୁଟିକୁ ପିଟି ଦେଇଥିଲେ । ଏହାପରେ ସେଠାରେ ଲୋକ ପହଞ୍ଚି ତାଙ୍କୁ ମେଡ଼ିକାଲକୁ ନେଇଥିଲେ । ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ । ଆଉ ମାଆ ଚିକିତ୍ସା ହେଉଥିଲେ ।
ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ମାଆ ଜଣଙ୍କର ଅବସ୍ଥା ସଙ୍କଟପନ୍ନ ହେବାରୁ ତାଙ୍କୁ ଶ୍ରୀକାକୁଲମ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଭାରତୀ ଜଣେ ସମାଜସେବୀ ଥିଲେ । ତାଙ୍କର ଚାକିରୀ ମଧ୍ୟ ଆସିଥିଲା । ସେ ଜଣେ ସ୍ବାସ୍ଥ୍ୟକର୍ମୀ ଥିଲେ ।
ଏହାସହ ସେ ଚାକିରୀ ମଧ୍ୟ କରିଥିଲେ । ମାଆ ଜଣକ ତାର ଚାକିରିଆ ଝିଅକୁ ସବୁଦିନ ପାଇଁ ହରାଇ ଦେଇଛି । ଏବେ ଏହି ମାଆ ଜଣକ ଦୁଃଖରେ ଭାଙ୍ଗି ପଡ଼ିଛି । ମାଆ ଜଣକ ଚାକିରିଆ ଝିଅକୁ ହରାଇ ଏବେ ଦୁଃଖରେ ରହିଛି ।