Movie prime

ଶେଷରେ କାନ୍ଦି କାନ୍ଦି ଥାନା ରେ ଆତ୍ମ ସମର୍ପଣ କଲେ ମୋନାଲିସା.. ହସି ହସି ଧରୁଥିଲେ ମାଙ୍କଡ, ଏବେ କାନ୍ଦି କାନ୍ଦି ଗଲେ ଜେଲ୍..

 
Hh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଗିରଫ ହୋଇଛନ୍ତି ୟୁ ଟ୍ୟୁବର ଦମ୍ପତି।ଗତକାଲି ଯାଜପୁର ରୋଡ ବନ ବିଭାଗ କାର୍ଯ୍ୟାଳୟ ରେ ଆତ୍ମ ସମର୍ପଣ କରିଥିବା ଦମ୍ପତି ଙ୍କୁ ପୋଲିସ ଗିରଫ କରିଛନ୍ତି।
କଟକ ବନ ଖଣ୍ଡ ର ସହକାରୀ ବନ ସଂରକ୍ଷକ ଅନିଲ କୁମାର ରାୟ ଯାଜପୁର ରୋଡ ବନ ବିଭାଗ କାର୍ଯ୍ୟାଳୟ ରେ ପହଞ୍ଚି ଦମ୍ପତି ଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛନ୍ତି ବୋଲି ଜଣାପଡିଛି।
Gg
ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ସେକ୍ସନ ୯ ଜରିଆରେ ମୋନାଲିସା ଏବଂ ତାଙ୍କ ସ୍ଵାମୀ ଙ୍କୁ ଗିରଫ କରାଯାଇଛି। ବହୁ ଚର୍ଚ୍ଚିତ ୟୁ ଟ୍ୟୁବ୍ ର ମୋନାଲିସା ଭଦ୍ର ଏବଂ ତାଙ୍କ ସ୍ଵାମୀ ବର୍ତମାନ ନିଜେ ଯାଇ ଆତ୍ମ ସମର୍ପଣ କରିଛନ୍ତି।
ଜୀବଜନ୍ତୁ ମାନଙ୍କର ଭିଡିଓ କରି ଦମ୍ପତି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରୁଥିଲେ।ଏଥିପାଇଁ ସେମାନଙ୍କୁ ଗିରଫ କରିବା ପାଇଁ ଖୋଜା ଚାଲିଥିଲା।କିନ୍ତୁ ଦମ୍ପତି ଫେରାର ହୋଇ ଯାଇଥିଲେ।
କିନ୍ତୁ ବର୍ତମାନ ସେ ନିଜେ ଯାଇ ସବୁ କିଛି କଥା କହିଛନ୍ତି।ତାଙ୍କ ବାପା ମା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ସେ ଆଇନ କୁ ବହୁତ ସମ୍ମାନ ଦିଅନ୍ତି। ଆହୂରି ମଧ୍ୟ କହିଛନ୍ତି ଯେ ତାଙ୍କ ପୁଅ ବୋହୂ ଏ ବିଷୟରେ ଜାଣି ନଥିଲେ ବୋଲି ଏଭଳି ହୋଇଛି।
Yy
ୟୁ ଟ୍ୟୁବ୍ ରେ ଯେଉଁ ଭିଡିଓ ଜୀବଜନ୍ତୁ ଙ୍କୁ ନେଇ କରୁଥିଲେ ତାହା ବର୍ତମାନ ଡିଲିଟ କରି ଦେଇଛନ୍ତି।କୌଣସି ଭିଡିଓ ତାଙ୍କ ୟୁ ଟ୍ୟୁବ୍ ରେ ନାହିଁ।ଆଉ ତାଙ୍କ ମା କହିଛନ୍ତି ଯେ ସିଏ ଯାହା କରୁଥିଲେ ସେମାନେ ହିଁ ଏ ବିଷୟରେ ଜାଣନ୍ତି।
ଏ ବିଷୟରେ ବାପା ମା କିଛି ଜାଣନ୍ତି ନାହିଁ।ଏବଂ ମୋନାଲିସା ଏବଂ ତାଙ୍କ ସ୍ଵାମୀ କିଛି ଭୁଲ କରି ନାହାନ୍ତି ବୋଲି ପରିବାର ଲୋକଙ୍କୁ କହି ଆତ୍ମ ସମର୍ପଣ କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ଯଦି ତାଙ୍କର କିଛି ଭୁଲ ରହିଥିବ ତାହେଲେ ସେମାନଙ୍କୁ ଦଣ୍ଡ ଦିଆଯିବ।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.