Movie prime

ଶେଷରେ କ୍ୟାମେରା ଆଗକୁ ଆସି ମନ ଦୁଃଖ କଲେ ରଜନୀକାନ୍ତ...ଝିଅ ବାହା ଦେଇ ଥିଲି, ଏବେ ମତେ ଖାଇବାକୁ ବି ଦେଉ ନାହାନ୍ତି..

 
Vb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିକାଲି ବଲିଉଡ ତାରକା ମାନେ ଖୁବ ଚର୍ଚ୍ଚାରେ ରହୁଛନ୍ତି। କାରଣ ସେମାନେ ଏଭଳି କିଛି କରୁଛନ୍ତି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ଫିଲ୍ମ୍ ଠାରୁ ସେମାନଙ୍କ ବାସ୍ତବ ଜୀବନ ଖୁବ୍ ଭିନ୍ନ ହୋଇଥାଏ। କାରଣ ବାସ୍ତବ ଜୀବନରେ ସେହି ଅଭିନେତା ଓ ଅଭିନେତ୍ରୀ ଙ୍କ ସହ କଣ ଘଟୁଛି ତାହା ଜାଣିବା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
Jh
ଆଜ୍ଞା ହଁ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ବୈବାହିକ ଜୀବନରୁ ଅଲଗା ହୋଇ ଯାଉଛନ୍ତି ସେମାନେ ନିଜର ଘର ଭାଙ୍ଗି ଅଲଗା ହୋଇ ଯାଉଛନ୍ତି। ଏହାର ଏକ ଉଦାହରଣ ହେଉଛନ୍ତି ମଲାଇକା ଆରୋରା।
ସେ ତାଙ୍କର ୧୮ ରୁ ୧୯ ବର୍ଷର ବୈବାହିକ ଜୀବନ କୁ ଭୁଲି ଯାଇ ଆଗକୁ ବଢିଥିଲେ।ଏବେ ଆଉ ଏକ ଯୋଡ଼ି ଙ୍କୁ ନେଇ ଏଭଳି ଖବର ଆସି ପହଞ୍ଚିଛି। କୁହା ଯାଉଛି କି ଐଶର୍ଯ୍ୟା ମଧ୍ୟ ତାଙ୍କର ସ୍ୱାମୀ ଙ୍କ ଠାରୁ ସବୁଦିନ ପାଇଁ ଅଲଗା ହେବାକୁ ଯାଉଛନ୍ତି।
ଏହି ଐଶୋର୍ଯ୍ୟା ଆଉ କେହି ନୁହଁନ୍ତି ବରଂ ସେ ହେଉଛନ୍ତି ତେଲୁଗୁ ସୁପରଷ୍ଟାର ରଜନୀକାନ୍ତ ଙ୍କ ଝିଅ। ସେ ବିବାହର ଏତେ ବର୍ଷ ପରେ ମଧ୍ୟ ତାଙ୍କର ସ୍ୱାମୀ ଧନୁଷ ଙ୍କ ଠାରୁ ସେ ଅଲଗା ହେବାପାଇଁ ଯାଉଛନ୍ତି। ଧନୁଷ ମଧ୍ୟ ହେଉଛନ୍ତି ଜଣେ ଆଗ ଧାଡିର ଅଭିନେତା।
Hh
ଦୁହେଁ ଦୁହିଁଙ୍କୁ ଖୁବ ଭଲ ପାଉଥିଲେ। ଆଉ ରଜନୀକାନ୍ତ ଯେପରି ଜଣେ ଖୁବ୍ ନାମକରା ଅଭିନେତା ଥିଲେ ଠିକ୍ ସେହିଭଳି ମଧ୍ୟ ଧନୁଷ ଏକ ଆଗ ଧାଡ଼ିର ଅଭିନେତା ଅଟନ୍ତି। ହେଲେ ଏବେ ଦୁହିଁଙ୍କ ଏଭଳି ଅଲଗା ହେବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।
ଆଉ ଏହା ମଧ୍ୟ କୁହା ଯାଉଛି କି ଏହି ନିଷ୍ପତ୍ତି ରଜନୀକାନ୍ତ ଙ୍କ ଝିଅ ଐଶୋର୍ଯ୍ୟା ଙ୍କ ଅଟେ।ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.