Movie prime

ବାହାଘର ଦିନ ବର୍ଷା ହେବା ଶୁଭ ନା ଅଶୁଭ ଆଜି ଜାଣି ନିଅନ୍ତୁ ସମ୍ପୂର୍ଣ ସତ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଲୋକମାନେ ବିବାହ ସମୟରେ ଅନେକ କଥା ମାନିଥାନ୍ତି । ଅନେକ କିଛି କଥା ବାରଣ କରିଥାନ୍ତି ।
ବିବାହ ହେଉଛି ଏକ ପବିତ୍ର ଜିନିଷ । ଆଉ ଏହି ବିବାହ ସମୟରେ କଣ ଘଟଣା ଘଟିଲେ ଏହାର ଅର୍ଥ କଣ ତାହା ଆପଣମାନେ ହୁଏତ ଜାଣିଥିବେ । ଅନେକ ଲୋକ କହିଥାନ୍ତି କି ବିବାହ ସମୟରେ ବର୍ଷା ହୋଇଥାଏ । ବିବାହ ସମୟରେ ବର୍ଷା ହେବାର ଅର୍ଥ କଣ ?
Bb
ବିବାହ ସମୟରେ ବର୍ଷା ହେଲେ ବର୍ଷା ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡନ୍ତି । ବିବାହ ଦିନ ବର୍ଷା ହେଲେ ଏହା ଶୁଭ ହୋଇଥାଏ ନା ଅଶୁଭ ଏହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆପଣମାନେ ଦେଖିଥିବେ ଅନେକ ଲୋକଙ୍କ ବିବାହ ସମୟରେ ବର୍ଷା ହୋଇଥାଏ ।
ଆଉ ଏହାକୁ ନେଇ ଅନେକ କଥା ଯୋଡ଼ି ହୋଇଛି ଆଉ ଏହି କଥା ଆପଣମାନେ ହୁଏତ ଜାଣିଥିବେ । କିଛି ସ୍ଥାନରେ ବିବାହ ସମୟରେ ବର୍ଷା ହେବାକୁ ଶୁଭ ବୋଲି ମନା ଯାଇଥାଏ ତ ଆଉ କେତେ ସ୍ଥାନରେ ଏହା ଅଶୁଭ ବୋଲି ମନା ଯାଇଥାଏ ।
ବିବାହ ସମୟରେ ବର୍ଷା ହେଲେ ଖୁସି ହୋଇଥାଏ । ବିବାହ ଦିନ ବର୍ଷା ହେଲେ ଏହାକୁ ଶୁଭ ବୋଲି ମନା ଯାଇଥାଏ । ଯେଭଳି ବର୍ଷା ପୃଥିବୀକୁ ସ୍ୱଚ୍ଛ ହେବାର କାମ କରିଥାଏ ସେହିଭଳି ବିବାହ ସମୟରେ ବର୍ଷା ହେଲେ ଏହା ଦୁଇଜଣଙ୍କ ଜୀବନକୁ ସୁଖଦ କରି ଦେଇଥାଏ ।
Hj
ବିବାହର ବନ୍ଧନରେ ଯୋଡ଼ି ହେବାକୁ ଯାଉଥିବା ଦୁଇଜଣ ଜୀବନରେ ବର୍ଷା ସୁଖ ଆଣିଥାଏ। ସେଥିପାଇଁ ବିବାହ ସମୟରେ ବର୍ଷା ହେଲେ ଏହା ସୁଖ ହୋଇଥାଏ । ବର୍ଷା ଆସିଲେ ଅନେକ ସ୍ଥାନରେ ସୁଖ ବୃଦ୍ଧି ହୋଇଥାଏ । ବର୍ଷାକୁ ସବୁ ସ୍ଥାନରେ ଶୁଭ ବିଚାର କରାଯାଇଥାଏ । 
ବିବାହ ସମୟରେ ବର୍ଷା ହେଲେ ଏହା ସୁଖ ଶାନ୍ତିର ଆଗମନ ହୋଇଥାଏ । ଗୃହରେ ସୁଖ ଶାନ୍ତି ମିଳିଥାଏ । ବିବାହର ଦିନ ବର୍ଷା ହେବା ସୁଖ ଶାନ୍ତି ଦର୍ଶାଇ ଥାଏ । ବିବାହର ଦିନ ହେବାକୁ ଥିବା ବର୍ଷାର ପାଣି ବିବାହ କରୁଥିବା ଦମ୍ପତିଙ୍କ ହସ୍ତ ଗଣ୍ଠି ଉପରେ ପଡ଼ିଲେ ଏହା ଶୁଭ ହୋଇଥାଏ ।
କପଡ଼ାରେ ପଡ଼ିଥିବା ବର୍ଷାର ପାଣି ସେହି ଗଣ୍ଠିକୁ ଆହୁରି ମଜବୁତ କରି ଦେଇଥାଏ । ଏହା ଦୁଇଜଣଙ୍କ ସମ୍ପର୍କରେ ଦୃଢ଼ତା ଏବଂ ସୁଖ ଆଣିଥାଏ । ସେଥିପାଇଁ ଅନେକ ଦୃଷ୍ଟିରୁ ବିବାହ ସମୟରେ ବର୍ଷା ହେବା ବହୁତ ଶୁଭ ଅଟେ । ଆଉ ଏହା ବହୁତ ଭଲ ହୋଇଥାଏ ।