Movie prime

ନିଜ ଦୁଇ ପୁଅ ପାଇଁ..ଶୋଇ ପାରୁ ନାହାଁନ୍ତି ସୁର..

 
Yy
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପୁଣି ଥରେ ସୁର ରାଉତରାୟ ଙ୍କୁ ନେଇ ସବୁଠାରେ ଚର୍ଚ୍ଚା କରା ଯାଉଛି।ଆପଣ ମାନେ ସମସ୍ତେ ଜାଣି ଥିବେ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡି ଦଳ ରେ ଯୋଗ ଦେଇଛନ୍ତି।
ତେବେ ସୁର ରାଉତରାୟ ଏବେ କେଉଁ ଦଳ କୁ ଭୋଟ ଦେଇ ବିଜୟ ହାସଲ କରିବେ ତାହା ଜଣା ପଡି ନାହିଁ।ଦୀର୍ଘ ବର୍ଷ ହେଲାଣି ସେ କଂଗ୍ରେସ ଦଳ ର ଜଣେ ବରିଷ୍ଠ ନେତା ରୂପେ କାମ କରି ଆସୁଛନ୍ତି।ତେବେ ଆଗକୁ ସେ କେଉଁ ଦଳ କୁ ଭୋଟ ଦେଇ ଜିତାଇବେ ତାହା ଦେଖିବାକୁ ବାକି ରହିଲା।
Gg
ସୁର ରାଉତରାୟ ଗତ କିଛି ଦିନ ହେବ ମନ୍ମଥ ରାଉତରାୟ ଙ୍କୁ ନେଇ ଚର୍ଚ୍ଚା ରେ ଅଛନ୍ତି।ଏ ନେଇ କିଛି ଗଣ ମାଧ୍ୟମ ପ୍ରତିନିଧି ତାଙ୍କ ସହିତ କଥା ହୋଇ ଥିଲେ।ସେ କହିଥିଲେ କି ତାଙ୍କ ପୁଅ କିଭଳି ଲୋକ ତାହା ସମସ୍ତେ ଜାଣି ଛନ୍ତି।
ମୁଁ ସବୁବେଳେ କଂଗ୍ରେସ କୁ ସମର୍ଥନ କରିବି।ନିଜ ପୁଅ ର କେବେ ପ୍ରଚାର କୁ ଯିବି ନାହିଁ।ହେଲେ ସେ କିଭଳି ପିଲା ଆପଣ ମାନେ ଜାଣି ଥିବେ।ତାଙ୍କୁ ଭୋଟ ଦେଇ ଜିତାଇ ଦିଅନ୍ତୁ।ଅନ୍ୟ ଲୋକ ମାନଙ୍କ କଥା କୁ ବିଶ୍ଵାସ କରନ୍ତୁ ନାହିଁ।
Tt
କୁହା ଯାଉଚି ଯେ ସୁର ରାଉତରାୟ ଏବେ କେଉଁ ଦଳ ରେ ରହିବେ ତାହା ଠିକ୍ କରି ପାରୁ ନାହାନ୍ତି।କେତେବେଳେ ପୁଅ ପାଇଁ ପ୍ରଚାର କରିବା ପାଇଁ ଯାଉଛନ୍ତି ତ କେତେବେଳେ ପୁଣି କହି ହେଉଛନ୍ତି କି ସେ କଂଗ୍ରେସ ଦଳ ରେ ସବୁବେଳେ ପାଇଁ ରହିବେ।
ତାଙ୍କ କଥା ରେ କୌଣସି ପ୍ରକାର ସଠିକତା ମିଳୁ ନାହିଁ।ଏହି ନିକଟ ରେ ସୁର ରାଉତରାୟ ଙ୍କୁ ତାଙ୍କ ବିଷୟ ରେ ପଚରା ଯାଇ ଥିଲା।ଏ ନେଇ ସେ ଏକ ବଡ ବୟାନ ଦେଇ ଥିଲେ।ଯାହାକୁ ଆପଣ ମାନେ ସମସ୍ତେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।
ପୁଅ ଅନ୍ୟ ଦଳ କୁ ଯିବାରୁ ସେ ବହୁତ କାନ୍ଦି ଥିଲେ।ହେଲେ ପୁଅ ର ପ୍ରଚାର କାର୍ଯ୍ୟ ରେ ସେ ବୁଲୁଛନ୍ତି।ଯେତେ ହେଲେ ବି ସେ ଜଣେ ବାପା।ବାପା ହିସାବ ରେ ସେ କର୍ତ୍ତବ୍ୟ କରିବେ ବୋଲି କହିଛନ୍ତି।ଯାହାକି ନେଇ ଏବେ ସବୁଠାରେ ଖୁବ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.