ଫ୍ରି ଫାୟର ଗେମ୍ ଖେଳି ବେକ କାଟିଲା ଯୁବକ... ଧେତ୍ ସବୁବେଳେ ମୋତେ ମାରି ଦେଉଛନ୍ତି,ମୁଁ ଜୀବନ ଶେଷ କରିବି।
Feb 18, 2024, 11:24 IST

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବିଭିନ୍ନ ପ୍ରକାର ଅନ ଲାଇନ୍ ଗେମ୍ ଖେଳି ଆଜିର ଯୁବ ପିଢ଼ି ମୃତ୍ୟୁ ମୁଖ ରେ ପଡ଼ୁଛନ୍ତି।ଆଗରୁ ମଧ୍ୟ ଏଭଳି ଅନେକ ଘଟଣା ଘଟି ଯାଇଚି।ଆଜି ଆମେ ପୁଣି ଥରେ ସେଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।

ଫ୍ରି ଫାୟାର ଗେମ୍ ଖେଳି ଜଣେ ଯୁବକ ନିଜ ବେକ କା-ଟି ଦେଇଛନ୍ତି।ମୋବାଇଲ ରେ ଗେମ୍ ଖେଳି ହାରି ଯିବା ଫଳ ରେ ସେ ଏଭଳି କାମ କରିଛନ୍ତି ବୋଲି ସୂଚନା ରହିଛି।ତାଙ୍କ ନାମ ହେଉଚି ସୌମ୍ୟ ରଂଜନ।
ସୂଚନା ଅନୁସାରେ ଯୁବକ ସୌମ୍ୟ ରଂଜନ ଙ୍କ ଘର ହେଉଚି ଅନୁଗୁଳ ଜିଲ୍ଲା ର ଜରଗଡ ଥାନା ଅନ୍ତର୍ଗତ ଜେରଙ୍ଗ ଗ୍ରାମ ରେ।ସେ ଫ୍ରି ଫାୟାର ଗେମ୍ ଖେଳି ଥାଆନ୍ତି। ଏହି ଗେମ୍ ଖେଳୁ ଥିବା ସମୟରେ ସେ ହାରି ଯାଇ ଥିଲେ।
ଏହାକୁ ସହି ପାରି ନ ଥିଲେ ସେ ସଙ୍ଗେ ସଙ୍ଗେ ଛୁରୀ ଆଣି ନିଜ ବେକ କୁ କା-ଟି ଦେଇ ଥିଲେ।ତାଙ୍କୁ ସଙ୍ଗେ ସଙ୍ଗେ ତାଙ୍କ ପରିବାର ଲୋକେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରି ଥିଲେ।ଏବେ ସେ ଗୁରୁତର ଅବସ୍ଥାରେ ଅଛନ୍ତି।

୨୪ ବର୍ଷୀୟ ଏହି ଯୁବକ ନିଜ ମୋବାଇଲ ରେ ଗେମ୍ ଖେଳୁ ଥିଲେ ।ଏହି ସମୟ ରେ ସେ ଲଗାତାର ତିନୋଟି ମ୍ୟାଚ ହାରି ଯାଇ ଥିଲେ।ଏଥିରେ ସେ ବହୁତ ରାଗି ଯାଇ ଥିଲେ।ଏହା ପରେ ସେ ନିଜ ବେକ ନିଜେ କା-ଟି ଦେଇ ଥିଲେ।
ଏ ନେଇ ପୋଲିସ କୁ କୌଣସି ସୂଚନା ଦିଆ ଯାଇ ନାହିଁ।ଯୁବକ ଙ୍କ ବଡ ଭାଇ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ରେ ଭର୍ତି କରି ଥିଲେ।ଏବେ ସୁସ୍ଥ ଅଛନ୍ତି।ତାଙ୍କୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଏହା ପୂର୍ବ ରୁ ମଧ୍ୟ ଅନଲାଇନ୍ ଗେମ୍ କୁ ନେଇ ଅନେକ ଯୁବକ ମୃ-ତ୍ୟୁ ବରଣ କରିଛନ୍ତି।ତେବେ ଏତେ ସବୁ ହୋଇ ସାରିଲା ପରେ ମଧ୍ୟ ଏହି ଗେମ୍ କୁ ବନ୍ଦ କରି ଦିଆ ଯାଇ ନାହିଁ।
ଆଜିର ଯୁବ ପୀଢ଼ି ମାନେ ଏହି ଗେମ୍ କୁ ଖେଳିବା ପାଇଁ ଆହୁରି ଅଧିକ ଆଗ୍ରହ ଦେଖାଉଛନ୍ତି।ସେଥିପାଇଁ ଶେଷ ରେ ସେମାନେ ମୃ-ତ୍ୟୁ ବରଣ କରୁଛନ୍ତି।