Movie prime

ନିଜର ନାତି ର ମାନସିକ ପୂରଣ ହେବା ରୁ ୨୦୦ କୋଟି ର ସୁନା ଢ଼ାଳ ମନ୍ଦିର କୁ ଦାନ ଦେଲେ ଅମ୍ବାନୀ..

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ମୁକେଶ ଅମ୍ବାନୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। କାରଣ ସେ ସାରା ଭାରତରେ ନୁହେଁ ବରଂ ସେ ସାରା ବିଶ୍ବ ରେ ବେଶ ଭଲ ଭାବରେ ପରିଚିତ ଅଟନ୍ତି।
ସେ ସର୍ବଦା ନିଜ ବିଜିନେସ କୁ ନେଇ ସୋସିଆଲ ମିଡ଼ିଆ ରେ ଯେତିକି ଚର୍ଚ୍ଚାରେ ରୁହନ୍ତି ନାହିଁ ସେତିକି ମାତ୍ରାରେ ସେ ନିଜ ପରିବାର କୁ ନେଇ ଖୁବ ଚର୍ଚ୍ଚା ରେ ରୁହନ୍ତି। ଏବେ ମଧ୍ୟ ସେ ଗଣ ମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
Vv
ଏହି ଖବର ସଂପର୍କରେ ଚର୍ଚ୍ଚା ହେବା ପରେ ତାଙ୍କର ଖୁବ ପ୍ରଶଂସା ମଧ୍ୟ କରାଯାଉ ଥିବାର ଦେଖିବାକୁ ମିଳିଛି।ମୁକେଶ ଅମ୍ବାନୀ ନିକଟରେ ସିଦ୍ଧ ବିନୟକ ମନ୍ଦିରରେ ପହଞ୍ଚିଛନ୍ତି ।ତାଙ୍କ ସହ ତାଙ୍କର ପରିବାର ମଧ୍ୟ ଯାଇଛନ୍ତି।
ଯାହାର ଅନେକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ମୁକେଶ ଅମ୍ବାନୀ ହେଉଛନ୍ତି ଜଣେ ଧାର୍ମିକ ଶ୍ରେଣୀର ବ୍ୟକ୍ତି ସେ ଭଗବାନ ଙ୍କୁ ମଧ୍ୟ ଖୁବ୍ ପସନ୍ଦ କରନ୍ତି।
ମୁକେଶ ଅମ୍ବାନୀ ସିଦ୍ଧି ବିନାୟକ ମନ୍ଦିର କୁ ତାଙ୍କର ପୁଅ ଆକାଶ ଅମ୍ବାନୀ , ବୋହୂ ଶ୍ଲୋକା ଅମ୍ବାନୀ ଏଭଳି କି ତାଙ୍କ ନାତି ମଧ୍ୟ ଏହି ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ।
Gh
ସେମାନଙ୍କ ଫଟୋ କୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି ସମସ୍ତଙ୍କ ମୁହଁରେ ସେହି ଗୋଟେ କଥା କି ଅମ୍ବାନୀ ଯେତେ ଧନୀ ବ୍ୟକ୍ତି ହେଲେ ମଧ୍ୟ ଭଗବାନ ଙ୍କ ପ୍ରତି ତାଙ୍କ ମନରେ ଅନେକ ଭକ୍ତି ଓ ଶ୍ରଦ୍ଧା ରହିଛି।
ଏହି ଫଟୋ ଗୁଡିକ ଏବେ ଗୋଟେ ଫୋନ୍ ରୁ ଅନେକ ଫୋନ କୁ ଘୁରି ବୁଲୁଛି। ଯାହାକୁ ନେଇ ଲୋକମାନେ ମଧ୍ୟ ଅନେକ କଥା କହିଛନ୍ତି। ଏହି ଭିଡିଓ କୁ ଦେଖି ସମସ୍ତେ ନିଜ ନିଜ ପ୍ରତିକ୍ରିୟା ରେ ମୁକେଶ ଅମ୍ବାନୀ ଙ୍କ ପ୍ରଶଂସା କରୁଥିବା ବେଳେ
ଆପଣ ଏହି ଭିଡିଓ ଦେଖିବା ପରେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ ନିଶ୍ଚିତ ଭାବରେ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.