Movie prime

ଆଜି ଠାରୁ ପ୍ରବଳ ଖରା ରେ ସିଝିବ ପୁରା ଓଡ଼ିଶା..୫୫ ଡିଗ୍ରୀ ଖରା ରେ ଜଳିବେ ଓଡ଼ିଶାବାସୀ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜ୍ୟରେ ଅସହ୍ୟ ତାତି ଯୋଗୁଁ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଆଗକୁ ଆହୁରି ଖରା ଗରମ ମଧ୍ୟ ବୃଦ୍ଧି ପାଇବାକୁ ଯାଉଛି। ଗୁଳୁଗୁଳି ମଧ୍ୟ ହେବାର ସମ୍ଭାବନା ରହିଛି।
ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଅଣାୟତା ହେବାକୁ ଯାଉଛି। ରାଜ୍ୟରେ ଦିନର ତାପମାତ୍ର ମଧ୍ୟ ଅଧିକାଂଶ ସ୍ଥାନ ମାନଙ୍କର ଚାରି ରୁ ଛଅ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ଘରୁ ବାହାରିଲେ ମଧ୍ୟ ବିପଦ ରହିଛି।
Hhhh
ଖରା,ଗରମ ଓ ଗୁଳୁଗୁଳି ଲୋକ ମାନଙ୍କୁ ଅସ୍ତ ବ୍ୟସ୍ତ କରିବ। ଏହି ସମୟରେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରୀ ରହିବ ବୋଲି ପାଣିପାଗ ବିଭାଗ ଏହା ଆକଳନ କରିଛି। ଆଗକୁ ମଧ୍ୟ ଏହି ହିଟ ୱେବ୍ ସ୍ଥିତି ଜାରୀ ରହିବ ବୋଲି ଜଣା ପଡିଛି।
ଗଞ୍ଜାମ ଓ ଗଜପତି ଜିଲ୍ଲା ରେ ହିଟ ୱେବ୍ ନେଇ ଅରେଞ୍ଜ ଆଲର୍ଟ ଜାରୀ କରିଛି ପାଣିପାଗ ବିଭାଗ। ଏଭଳି ଅନ୍ୟ କେତେକ ଜିଲା ମାନଙ୍କରେ ମଧ୍ୟ ଏହି ଗ୍ରୀଷ୍ମ ପ୍ରବାହ ଯୋଗୁଁ,
ୟେଲୋ ଆଲର୍ଟ ଜାରୀ କରା ଯାଇଛି। କିଛି ଜିଲା ରେ ଏହି ସମୟରେ ତାପମାତ୍ରା ୪୫ ଡିଗ୍ରୀ କି ତା ଠାରୁ ଅଧିକ ମଧ୍ୟ ହୋଇ ପାରେ ବୋଲି ଏହା ସୁଚନା ମିଳିଛି। ସାରା ରାଜ୍ୟରେ ଆଗାମୀ ପାଞ୍ଚ ଦିନର ତାତି ଅଣାୟତ ହେବା ପାଇଁ ଯାଉଛି।
Hh
ଏହାକୁ ନେଇ ସତର୍କ ସୁଚନା ମଧ୍ୟ ଜାରୀ କରି ସାରିଛି ପାଣିପାଗ ବିଭାଗ। ତତଲା ଖରା ରେ ଏବେ ଲୋକମାନେ ହନ୍ତ ସନ୍ତ ହେବାକୁ ଯାଉଛନ୍ତି। ଯାହାକୁ ନେଇ ସେ ଚିନ୍ତା ରେ ପଡ଼ି ଯାଇଛନ୍ତି।
ଏହାକୁ ନେଇ ଲୋକମାନେ ମଧ୍ୟ ଚିନ୍ତା ମଗ୍ନ ହୋଇ ଯାଇଛନ୍ତି। କାରଣ ଏଭଳି ଅସହ୍ୟ ତାତିରେ ସେମାନେ ବାହାରକୁ କେମିତି ଯିବେ ସେନେଇ ସେମାନେ ଚିନ୍ତାରେ ପଡି ଯାଇଛନ୍ତି। ଏହାକୁ ନେଇ ଲୋକ ମାନଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ତେବେ ଏହି ଅସହ୍ୟ ତାତି କୁ ନେଇ ଆପଣଙ୍କ ମତାମତ କଣ ଆପଣ ମାନେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.