Movie prime

ଆଜି ଠୁ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଉ ତାପ..୪୫°c ଖରା ରେ ସିଝିବ ପୁରା ଓଡ଼ିଶା...

 
Uu
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ସକାଳୁ ମେଘୁଆ ଓ କୋହଲା ପାଗ ଅନୁଭୂତ ହେବ।କୁହୁଡି ର ପ୍ରଭାବ ମଧ୍ୟ କିଛି ସ୍ଥାନ ରେ ଦେଖିବାକୁ ମିଳିଥିଲା।ଯେମିତି କି ରାଜଧାନୀ ଭୁବନେଶ୍ଵର ସମେତ ଆଖପାଖ ଅଞ୍ଚଳ ରେ ମଧ୍ୟ କୁହୁଡି ର ପ୍ରଭାବ ଦେଖିବାକୁ ମିଳିଥିଲା।
ପରବର୍ତ୍ତୀ ସମୟରେ ପାଗ ର ଧିରେ ଧିରେ ପରିବର୍ତ୍ତନ ଆସିବ। ବର୍ତମାନ ଖରା ଧୀରେ ଧୀରେ ଆରମ୍ଭ ହୋଇଗଲାଣି।ତାପମାତ୍ରା କଥା ଯେଉଁ ଆଲୋଚନା କରାଯାଉଥିଲା ୧୯ ଡିଗ୍ରୀ ଯଦିଓ ଗତକାଲି ର ତାପମାତ୍ରା ରହିଥିଲା।
Bb
ଆଜି ତାପମାତ୍ରା ର ପରିବର୍ତ୍ତନ ଆସିବ।ମୁଖ୍ୟତଃ ଭାବରେ ଆଜି ପାଗ ଶୁଖିଲା ରହିବ।କିନ୍ତୁ ତାପମାତ୍ରା ଟିକେ ଟିକେ ବଢ଼ିବ।କିନ୍ତୁ ଆସନ୍ତା କାଲି ଠାରୁ ଅର୍ଥାତ୍ ୨୨ ତାରିଖ ପାଖରୁ ପାଗ ରେ ପରିବର୍ତନ ଆସିବ।୧୯ ଡିଗ୍ରୀ ରୁ ତାପମାତ୍ରା ପାଖାପାଖି ୮ ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ ସମ୍ଭାବନା ରହିଛି।
ଏମିତି କି ତାପମାତ୍ରା ୩୮ ରୁ ୩୯ ଡିଗ୍ରୀ ଛୁଇଁ ଯାଇପାରେ।ଅର୍ଥାତ୍ ପ୍ରବଳ ଖରାପ ହେବ।କାଳ ବୈଶାଖୀ ପ୍ରଭାବ ରୁ ଦୁଇ ଦିନ ରାଜ୍ୟ ର ବିଭିନ୍ନ ସ୍ଥାନରେ ବର୍ଷା ଦେଖିବାକୁ ମିଳିଥିଲା।
Ty
କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ଦେଖିବାକୁ ମିଳିଥିଲା।ଝଡ଼ ତୋଫାନ ର ପ୍ରଭାବ ମଧ୍ୟ ରହିଥିଲା।କିନ୍ତୁ ବର୍ତମାନ ଯଦିଓ ସେମିତି କିଛି ପ୍ରଭାବ ନାହିଁ କିନ୍ତୁ ଆସନ୍ତା କାଲି ପାଖରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ।
ଏହା ସହିତ ପ୍ରବଳ ରୁ ପ୍ରବଳ ଖରା ଅନୁଭୂତ ହେବ ଏବଂ ତାପମାତ୍ରା ପାଖାପାଖି ୧୦ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ।ଗତକାଲି ର ତାପମାତ୍ରା ସର୍ବନିମ୍ନ ୧୯.୨ ଡିଗ୍ରୀ ଭୁବନେଶ୍ୱର ରେ ରେକର୍ଡ କରାଯାଇଥିଲା।
ସେହିପରି ଗୋପାଳ ପୁର ରେ ମଧ୍ୟ ୧୯.୨ ଡିଗ୍ରୀ ରେକର୍ଡ କରାଯାଇଥିଲା ଯାହାକି ମାର୍ଚ୍ଚ ୨୦ ବେଳକୁ ତାପମାତ୍ରା ଏକ ଅସ୍ବାଭାବିକ ଏବଂ ଏଭଳି ଭାବରେ ପରିବର୍ତ୍ତନ ନିଶ୍ଚିନ୍ତ ଭାବରେ ଚିନ୍ତାର ବିଷୟ ପାଲଟିଛି।
ନୟାଗଡ଼ ରେ ମଧ୍ୟ ୧୯.୫,ଢେଙ୍କାନାଳ ରେ ସର୍ବନିମ୍ନ ୧୮.୯ ଡିଗ୍ରୀ ରେକର୍ଡ କରାଯାଇଛି।ସେହିପରି ୨୦ ଡିଗ୍ରୀ,୨୧ ଡିଗ୍ରୀ ରାଜ୍ୟ ର ଅଧିକାଂଶ ସହର ର ତାପମାତ୍ରା ରେକର୍ଡ କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.