Movie prime

ଗଛ ଓପାଡ଼ିଲେ ବୋଲି ଛୋଟ ଝିଅର ନେଇଗଲେ ଜୀବନ ଦେଖନ୍ତୁ ସାମ୍ନାକୁ ଆସିଲା ଆଖିରୁ ଲୁହ ଝରିଗଲା ଭଳି ଘଟଣା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ । ଏହି ଘଟଣା ବିଷୟରେ ଯେ କେହିବି ଜାଣିଲେ ଆଶ୍ଚର୍ଯ୍ୟ ହେବା ସହ ଏଭଳି କାମ କିପରି ସେ କରିଲେ ତାହାକୁ ନେଇ ଏବେ ଅନେକ କଥା ଆସୁଛି । 
ସାମାନ୍ୟ ଗଛ ପାଇଁ ଏଭଳି କାମ କରାଯାଇଛି ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଗୋଟିଏ କୁନି ଝିଅର ଜୀବନ ଚାଲି ଯାଇଛି । ଏହି କୁନି ଝିଅଟି କେବଳ ଗେଣ୍ଡୁ ଗଛ ନେଇଥିଲା । ଆଉ ସେ କଣ ଏଭଳି ଭୁଲ କରିଦେଲା ଯେ ତାକୁ ମାରିଦେବାକୁ ପଛାଇଲେ ନାହିଁ ଏହି ଲୋକ ।
Special report
ସେହି କୁନି ଝିଅଟି ଭୁଲ ହୋଇଯାଇଛି ବୋଲି କହିବା ପରେ ମଧ୍ୟ ତାଙ୍କୁ ଛାଡି ନଥିଲେ । ଏହି କୁନି ଝିଅଟିର ଜୀବନ ଆଜି ଚାଲିଯାଇଛି । ଗେଣ୍ଡୁ ଗଛ ଓପାଡ଼ି ଦେଲା ବୋଲି ଏହି କୁନି ଝିଅଟିକୁ ହ-ତ୍ୟା କରାଯାଇଛି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।
ଏହିଭଳି ହୃଦୟ ବିଦାରକ ଘଟଣା ଘଟିଛି ଉଦଳା ଥାନା ଭାଲୁ ହୁରୁଡ଼ା ଗାଁରେ । ମୃ-ତ ଝିଅର ନାମ ହେଉଛି ସରସ୍ଵତୀ । ଗେଣ୍ଡୁ ଗଛ ଓପାଡି ଦେଇଥିବାରୁ ଏହି କୁନି ଝିଅଟିକୁ ଜଘନ୍ୟ ହ-ତ୍ୟାକାଣ୍ଡ କରାଯାଇଥିଲା । ଏଭଳି ଘଟଣା ଆଗରୁ କେବେ ଘଟି ନଥିଲା । ଆଉ ଏବେ ଏହି ଘଟଣା ଘଟିବାକୁ ଲାଗିଛି ।
Special report
ଏମିତି କାହାକୁ କଣ କିଏ ମାରିପାରେ । ଏହି କୁନି ଝିଅଟିକୁ ଏଭଳି ଭାବରେ ହ-ତ୍ୟା କରାଗଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କୁନି ଝିଅଟି ଏବେ ମୃ-ତ୍ୟୁବରଣ କରିଛି । ଆଉ ତାର ଆତ୍ମା ଏବେ କାନ୍ଦୁଛି । ଯିଏ ଭଲରେ ଦୁନିଆ ଦେଖି ନଥିଲା ସେ ଆଉ ଏହି ଦୁନିଆରେ ନାହିଁ ।
ଲୋକମାନେ ଏତେ ନୃଶଂସ କିଭଳି ହୋଇଥାନ୍ତି ସେମାନେ ଗୋଟେ ଛୋଟ ଝିଅକୁ ମାରିଦେଲେ । ସୀତା ଆଉ ତାଙ୍କ ସ୍ବାମୀ ଭୁବନେଶ୍ୱର ଯାଇଥିଲେ । ଆଉ ତାଙ୍କ ଝିଅକୁ ପଡୋଶୀଙ୍କ ଛାଡ଼ି କରି ଯାଇଥିଲେ । ଘରେ ଛାଡ଼ିକି ଯିବା ପରେ ସେହି କୁନି ଝିଅ ଗେଣ୍ଡୁ ଗଛ ଚୋରି କରି ଦେଇଥିଲା ।
ଆଉ ସେ ଚୋରି କରିବା ପରେ ସେହି ପଡୋଶୀ ତାଙ୍କୁ ମାରି ଦେଇଥିଲା । କୁନି ଝିଅର ବାପା ମା ଆସିବା ପରେ ଏହି ଘଟଣାକୁ ନେଇ ଅଭିଯୋଗ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ତଦନ୍ତ କରାଯାଉଛି । ତଦନ୍ତ ପରେ ଅନେକ କଥା ସାମ୍ନାକୁ ଆସିବ ।