Movie prime

ଗାଧେଇଲା ବେଳେ ଭିଡିଓ ରେକର୍ଡ କରି ଯୁବତୀ ଇଜ୍ଜତ ଲୁଟିଲା ରଙ୍ଗ ମିସ୍ତ୍ରୀ, ପରେ ଯେବେ ସହିବାର ସବୁ ସୀମା ପାର ହେଲା ତାପରେ..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ଆମ ସମାଜରେ କିଭଳି ଘଟଣା ମାନ ଘଟୁଛି। ଏହା ଦ୍ବାରା ଆପଣ ମାନେ କାହାକୁ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।
ଆମେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମାନେ କାହା ଉପରେ ବିଶ୍ବାସ କରିବା ପୂର୍ବରୁ ମଧ୍ୟ ୧୦୦ ଥାଏ ଭାବିବେ। ଆଜ୍ଞା ହଁ ବର୍ତ୍ତମାନ ଏହି ଘଟଣା ଚାରି ଆଡେ ଚହଳ ସୃଷ୍ଟି କରିଛି।
Special Report
ଏହି ଘଟଣା ଟି ଘଟି ଯାଇଛି ଉତ୍ତର ପ୍ରଦେଶରେ। ସେଠାରେ ଜଣେ ମହିଳା ଙ୍କ ଘରେ ରଙ୍ଗ କାମ ଚାଲିଥିଲା ଆଉ ଏହି ସମୟରେ ମଧ୍ୟ ଜଣେ ଚିତ୍ର କାର ଚିତ୍ର ଆଙ୍କିବା ପାଇଁ ଆସିଥିଲେ।
ମାତ୍ର ଚିତ୍ର କାର ଙ୍କ ଏଭଳି ବ୍ୟବହାର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ମହିଳା ଜଣକ ଗାଧଉ ଥିବା ସମୟରେ ତାଙ୍କର ଲୁଚି କରି ଭିଡିଓ କରିଥିଲେ। ଆଉ ସେହି ଭିଡିଓ କରି ମଧ୍ୟ ଭାଇରାଲ୍ କରିଦେବେ ବୋଲି କହି ମହିଳା ଜଣକୁ ବାରମ୍ବାର ଧମକ ଦେଉଥିଲେ।
Special Report
ଏଭଳି ମହିଳା ଜଣକୁ ବ୍ଲାକ ମେଲ କରି ତାଙ୍କୁ ବ-ଳା-ତ୍କା-ର ମଧ୍ୟ କରିଛନ୍ତି। ହେଲେ ସେହି ଚିତ୍ରକାର ଜଣକ ଅତ୍ୟାଚାର ଏତିକିରେ ସୀମିତ ନଥିଲା। ସେ ଆହୁରି ମଧ୍ୟ ମହିଳା ଜଣକ ଙ୍କୁ ବ୍ଲାକ ମେଲ କରି ତାଙ୍କ ନିକଟରୁ ଅନେକ ସୁନା ଗହଣା ଓ ଟଙ୍କା ପଇସା ମଧ୍ଯ ଲୁଟି ନେଇ ଯାଇଥିଲେ।
ଏହାପରେ ମହିଳା ଜଣକ ଚିତ୍ରକାର ଙ୍କ ଦ୍ବାରା ଏତେ ମାତ୍ରାରେ ଅତ୍ୟାଚାରିତ ହେବା ପରେ ଆଉ ସହ୍ୟ କରି ପାରି ନଥିଲେ। ଶେଷରେ ସେ ଅତିଷ୍ଠ ହୋଇ ଉକ୍ତ ବ୍ୟକ୍ତି ଜଣକ ନାମରେ ଏତଲା ଦେଇଛନ୍ତି।
Special Report
ଆଉ ମହିଳା ଜଣକ ଏତଲା ଦେବା ପରେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେବା ସହିତ ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି। ଏବଂ ପୋଲିସ ମହିଳା ଜଣକ ବୟାନ ଆଧାରରେ ତଦନ୍ତ କରିବା ଆରମ୍ଭ କରି ଦେଇଛି।
ଏବେ ପୋଲିସ ର ତଦନ୍ତ ପରେ ହିଁ ଏହି ଘଟଣା ସହ ସଂପୃକ୍ତ ବ୍ୟକ୍ତି ଙ୍କୁ ଉଚିତ୍ ଶାସ୍ତି ପ୍ରଦାନ କରାଯିବ ବୋଲି ଶୁଣିବାକୁ ମିଳିଛି।ତେବେ ଆପଣଙ୍କୁ ଏହି ଘଟଣାରେ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.