Movie prime

ଗାଧେଇବା ବେଳେ ଯୁବତୀଙ୍କ ସହ ହେଇଗଲା କିଛି ଏମିତି ଦେଖନ୍ତୁ ଆପଣଙ୍କ ଆଖିରୁ ଲୁହ ଆସିଯିବ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ଅଞ୍ଚଳର ଖବର ପାଇପାରିବେ । ଏହି ଦୁନିଆରେ କେତେବେଳେ କାହା ସହିତ କଣ ଯେ ଘଟଣା ଘଟିବ ସେକଥା କିଏ ଜାଣିଛି ।
Special Report
ମୃ-ତ୍ୟୁ କେତେବେଳେ ଆସିବ ସେକଥା କେହି ଜାଣନ୍ତି ନାହିଁ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଘଟଣା ସମ୍ପର୍କରେ ଜାଣିପାରିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । 
ଏହି ଘଟଣା ହେଉଛି ଜଣେ ଯୁବତୀ ଗାଧୋଇବା ସମୟରେ ତାଙ୍କ ଜୀବନ ଚାଲିଯାଇଛି । ଏହି ଯୁବତୀଙ୍କ ସହିତ ଗାଧୁଆ ଘରେ ଏଭଳି ଘଟଣା ଘଟିଛି । ଏହି ଯୁବତୀ ଜଣକ ସହିତ ଗାଧୁଆ ଘରେ ଏଭଳି ହେବ ବୋଲି କିଏ ବା ଜାଣିଥିଲା ।
Special Report
ଏହି ଯୁବତୀ ଜଣକ ଗାଧୋଇବା ପାଇଁ ଗାଧୁଆ ଘରକୁ ଯାଇଥିଲେ କିନ୍ତୁ ଆଉ ସେ ଫେରିଲେ ନାହିଁ ସେଠାରୁ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା । ହଠାତ୍ ଏଭଳି ହେବ ବୋଲି କେହି ଜାଣିନଥିଲେ ।
ସବୁଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି ଏହି ଯୁବତୀ ଜଣକ । ପରିବାର ଲୋକେ ମଧ୍ୟ ଶବକୁ ନେବାକୁ ଆସିନଥିବା ବେଳେ ମେଡ଼ିକାଲର ଶବ ଗୃହରେ ଶବକୁ ରଖା ଯାଇଥିଲା ।
Special Report
ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ମୃ-ତ ଯୁବତୀଙ୍କ ନାମ ହେଉଛି ରୋଜାଲିନ ପାତ୍ର । ସେ ହେଉଛନ୍ତି କଳାହାଣ୍ଡି ଅଧୀନରେ ଥିବା ଇଚ୍ଛାପୁରର ସିଏଚଓ । ତାଙ୍କର ଗାଧୁଆ ଘର ମୃ-ତ୍ୟୁ ହୋଇଛି । ହଠାତ୍ ଗାଧୁଆ ଘରେ ତାଙ୍କର ଏଭଳି ହୋଇଥିଲା । 
ତାଙ୍କର ଏଭଳି ଅବସ୍ଥା ଦେଖି ତାଙ୍କ ସହକର୍ମୀ ତାଙ୍କୁ ମେଡ଼ିକାଲକୁ ଆଣିଥିଲେ । ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃ-ତ୍ୟୁ କାହିଁକି ହେଲା ଏହାର କାରଣ ଜଣାପଡି ନାହିଁ । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ।
ପରିବାର ଲୋକେ ଏହି ଘଟଣା ସଂପର୍କରେ ଜାଣି ମେଡ଼ିକାଲରେ ପହଞ୍ଚିଥିଲେ । ଆଉ ସେଠାରେ ପୋଲିସ ତାଙ୍କ ମୃ-ତ ଝିଅର ଶବ ହସ୍ତାନ୍ତର କରିଛି । ଏହି ଯୁବତୀଙ୍କ ଘର ପୁରୀ ଜିଲ୍ଲାରେ । ଏବେ ଏହି ଘଟଣାର ତଦନ୍ତ ପରେ ମୃ-ତ୍ୟୁର କାରଣ ଜଣାପଡିବ ।