୩ କୋଟି ଗାଡ଼ିତଳୁ ବଞ୍ଚି ପାରିଲାନି ଜୀବନ ଦେଖନ୍ତୁ ଗୋଟିଏ ମୁହୂର୍ତ୍ତରେ ହେଇଗଲା ଏତେ ବଡ ଅଘଟଣ
Nov 4, 2023, 20:39 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏହି ଖବର ଦେଖିଲେ ମନରେ ଅନେକ କଥା ଭାବିବା ସହ ଅନେକ କଥା ଆପଣଙ୍କ ମନରେ ଆସିବ । ଏହି ଖବରକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଆଜିକାଲି ଦୁନିଆରେ ଏଭଳି ଅନେକ ଘଟଣା ଘଟୁଛି ଯାହା ଶୁଣିଲେ ମନରେ ଅନେକ ଭୟ ଆସିବ ।
ଆଜିକାଲି ଦୁନିଆରେ କେତେବେଳେ କାହା ସହିତ କଣ ଯେ ଘଟଣା ଘଟିବ ସେକଥା କିଏ ଜାଣିଛି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଏକ ଘଟଣା ଜାଣିପାରିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଖବର ହେଉଛି ଗୋଟିଏ ବଡ ଗାଡ଼ି ଜଣେ ଯୁବତୀ ଏବଂ

ତାଙ୍କ ସାଙ୍ଗରେ ଥିବା ଆଉ ଜଣେ ଯବାନଙ୍କ ଉପରେ ଚଢ଼ି ଯାଇଛି । ଆଉ ଏହା ଚଢ଼ିଯିବା ପରେ ତାଙ୍କର ଅବସ୍ଥା ଗୁରୁତର ହୋଇ ଯାଇଥିଲା । ଆଉ ଏହି ଦୁର୍ଘଟଣାରେ ଯୁବତୀ ଜଣଙ୍କର ଦେହାନ୍ତ ହୋଇଛି । ଆଉ ଏହି ଯବାନ ଜଣକ ଗୁରୁତର ଅବସ୍ଥାରେ ଅଛନ୍ତି ।

ଏହି ବଡ କାର ଚଲାଉଥିବା ବ୍ୟକ୍ତି ଜଣକ ଫେରାର ହୋଇ ଯାଇଥିଲେ । ଆଉ ଏହି କାର ଦ୍ରୁତ ଗତିରେ ଆସି ତାଙ୍କ ଉପରେ ଚଢ଼ି ଯାଇଥିଲା । ବଡ କାର ଚଢ଼ିଯିବା ପରେ ଏହାର ଶିକାର ହୋଇ ସେମାନେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି କିନ୍ତୁ
ଏହି କାର ଚାଳକ ଜଣକ କୌଣସି ପ୍ରକାରର ସାହାଯ୍ୟ କରୁ ନାହାଁନ୍ତି । ଆଉ ଏହି ଯବାନ ଜଣଙ୍କର ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କ ଭାଇ ଏହି କାର ମାଲିକ ଜଣଙ୍କୁ ଟଙ୍କା ସାହାଯ୍ୟ ପାଇଁ କହିଥିଲେ । କିନ୍ତୁ ଏହି କାର ମାଲିକ ଜଣକର ମାନବିକତା ଗୁଣ ନାହିଁ ।

ଏହି କାର ମାଲିକ ଜଣକ କୌଣସି ପ୍ରକାରର ସାହାଯ୍ୟ କରିଲେ ନାହିଁ । ଆଉ ଏବେ ଏହି ଯବାନ ଯୁବକ ଜଣଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ଭାଇ ଲୋକମାନଙ୍କର ସାହାଯ୍ୟ ଲୋଡ଼ିଛନ୍ତି । ଲୋକମାନେ ତାଙ୍କୁ ସାହାଯ୍ୟ କରିଲେ ସେ ବଞ୍ଚି ଯାଇ ପାରନ୍ତି ।
ଦୁର୍ଘଟଣାରେ ଏହି ଯୁବତୀ ଜଣଙ୍କର ଦେହାନ୍ତ ହୋଇ ଯାଇଛି । ଯୁବତୀ ଜଣକ ଭୁବନେଶ୍ବରରେ ରହି ତାଙ୍କ ଘର ଚଳାଉଥିଲେ। ଏବେ ତାଙ୍କ ଘର କିଏ ସମ୍ଭାଳିବ । ଏବେ ଏହାକୁ ନେଇ ଅନେକ କଥା ଆସୁଛି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଏବେ ଯବାନ ଜଣକର ପରିବାର ସାହାଯ୍ୟ ଲୋଡିଛନ୍ତି ।