Movie prime

ଗଜପତି ରେ ଗଡିଲା ମୋ ବସ, ଚମକି ପଡ଼ିଲେ ମୋଦୀ... ଯାହା ହେଉ ଓଡିଶା କୁ ଗୋଟେ ଯୋଗ୍ୟ ମୂଖ୍ୟମନ୍ତ୍ରୀ ମିଳିଲେ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ଏଥିପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ନୂଆ ନିୟମ ପ୍ରଣୟନ କରୁଛନ୍ତି।ରାଜ୍ୟ ସରକାର ଙ୍କ ଏଭଳି ନିୟମ ରେ ଲୋକ ମାନେ ବହୁତ ଖୁସି ଅଛନ୍ତି।
Special report
ନିକଟ ରେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ଯୋଜନା ର ଶୁଭାରମ୍ଭ କରିଛନ୍ତି।ଓ ଏହି ଯୋଜନା ମାଧ୍ୟମ ରେ ସେ ବିଭିନ୍ନ ରାଜ୍ୟ କୁ ବସ ସେବା ଯୋଗାଇ ଦେଇଛନ୍ତି।ଆଗରୁ ଲୋକ ମାନେ ଯିବା ଆସିବା ପାଇଁ ଅନେକ ସମସ୍ୟା ର ସମ୍ମୁଖୀନ ହେଉ ଥିଲେ।
ଏବେ ସେହି ସମସ୍ୟା ଗୁଡ଼ିକ ଦୂର କରିବା ପାଇଁ ରାଜ୍ୟ ସରକାର ନୂଆ ନୂଆ ଯୋଜନା କରୁଛନ୍ତି।ଆଜି ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଯୋଗାଇ ଦିଆ ଯାଉଛି।ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।ସେ ଓ ତାଙ୍କ ବ୍ୟକ୍ତି ଗତ ସଚିବ ଉପସ୍ଥିତ ଥିଲେ।
Special Report
ଗଜପତି ଜିଲ୍ଲାରେ ଏକ ବଡ ସଭା ର ମଧ୍ୟ ଆୟୋଜନ କରା ଯାଇଥିଲା।ଏହି ସଭା ରେ ମୁଖ୍ୟ ମନ୍ତ୍ରୀ ଭାଷଣ ଦେଇ ଥିଲେ।ସେ କହିଥିଲେ କି ଏହି ଯୋଜନା ମାଧ୍ୟମ ରେ ଗଜପତି ଜିଲ୍ଲାର ଭାଇ ଭଉଣୀ ମାନେ ଅନେକ ସୁବିଧା ପାଇ ଥିବେ।
ଆଗରୁ ଗଜପତି ଜିଲ୍ଲାର ଲୋକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉ ଥିଲେ।ଅନ୍ୟ ସହର କୁ ଯିବା ଆସିବା କରିବା ପାଇଁ ସେମାନଙ୍କ ବହୁ ସମସ୍ୟା ହେଉଥିଲା।କିନ୍ତୁ ଏବେ ଲକ୍ଷ୍ମୀ ସେବା ମାଧ୍ୟମ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସୁବିଧା ଯୋଗାଇ ଦେଇଛନ୍ତି।
ଏହି ସେବା ମାଧ୍ୟମ ରେ ପ୍ରାୟ ୭୪ ଟି ବସ୍ ସେ ଅଞ୍ଚଳ ରେ ଚାଲିବ।ଓ ୬୯ ଟି ବସ୍ ଷ୍ଟପ କରା ଯାଇଛି।ଲୋକ ମାନେ ଆଉ ଅସୁବିଧା ର ସମ୍ମୁଖୀନ ହେବେ ନାହିଁ।
ଏବେ ଆଗକୁ ମୁଖ୍ୟ ମନ୍ତ୍ରୀ ଆଉ କି କି ସୁବିଧା ଯୋଗାଇ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।ଲୋକ ମାନେ ସେଥିପାଇଁ ଏବେ ଆମ ମୁଖ୍ୟ ମନ୍ତ୍ରୀ ଙ୍କୁ ଅନେକ ପସନ୍ଦ କରୁଛନ୍ତି।ତାଙ୍କ ର ଜନ ହିତକର କାର୍ଯ୍ୟ ରେ ଲୋକ ମାନେ ବହୁତ ଖୁସି ଅଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.