Movie prime

ଗେମ ଖେଳୁ ଖେଳୁ ହେଲା ଏମିତି ଭୟଙ୍କର ଘଟଣା ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଲୋକମାନଙ୍କୁ ଅନେକ କିଛି କଥା ଜଣାଇଥାଏ ।
Special report
ଆଜିକାଲିକା ପିଲାମାନେ ବିନା ମୋବାଇଲରେ କୌଣସି କାମ କରୁନାହାନ୍ତି । ଯାହାକୁ ଦେଖିବ ସେ ଫୋନ ଧରିଛି । ଆଉ କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ମୋବାଇଲ୍ ଧରି ଭୁଲି ଯାଉଛନ୍ତି ସବୁକିଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ କିଛି କଥା ଜାଣିପାରିବେ । 
ଆଜିକାଲିକା ଯୁବ ପୀଢ଼ି ମୋବାଇଲ୍ ସହିତ ଜଡିତ । ଯେଉଁମାନଙ୍କର ବୟସ ୧୫ ବର୍ଷ ସେମାନେ ବି ଏହି ମୋବାଇଲରେ ବ୍ୟସ୍ତ । ପଢ଼ିବା ସମୟରେ ପିଲାମାନେ ମୋବାଇଲ୍ ବ୍ୟବହାର କରୁଛନ୍ତି ।
Special report
ଆଉ ଆଜିକାଲିକା ପିଲା ମୋବାଇଲରେ ଖେଳ ଖେଳିବା ପାଇଁ କଣ ବା ହେଉଛନ୍ତି ତାହାର କିଛି ହିସାବ ନାହିଁ । ଏବେ ଏହି ଭିଡିଓ ମାଧ୍ୟମରେ ଖବର ଆସିଛି କି ଅନଲାଇନ୍ ଗେମ୍ ଖେଳି ଦୁଇ ଯୁବକ ଗଣ୍ଡଗୋଳ କରିଛନ୍ତି । ଏବେ ଏହି ବିଷୟରେ ଆସିଥିବା ଖବର ଜାଣିପାରିବେ ।
ଅନଲାଇନ୍ ଗେମ୍ ପାଇଁ ଦୁଇ ଯୁବକ କରିଲେ ଏଭଳି କାଣ୍ଡ । ଆଜିକାଲି ଯୁବ ପିଢ଼ି ପାଠପଢା ଛାଡ଼ି ମୋବାଇଲ୍ ଧରି ଅନଲାଇନ୍ ଗେମ୍ ଖେଳୁଛନ୍ତି । ଆଉ ଅନଲାଇନ୍ ଗେମ୍ ଖେଳିଲା ପରେ ଦୁଇ ଯୁବକ ଗଣ୍ଡଗୋଳ କରିଛନ୍ତି ।
Special report
ଆଜି ସକାଳେ ଦୁଇ ଯୁବକ ଅନଲାଇନ୍ ଗେମ୍ ଖେଳି ତାଙ୍କ ଭିତରେ ଗଣ୍ଡଗୋଳ କରିଛନ୍ତି । ଅନଲାଇନ୍ ଗେମ୍ ଖେଳି ଦୁଇ ଯୁବକଙ୍କ ମଧ୍ୟରେ ପାଟି ଗୋଳ ହୋଇଥିଲା । ଅନଲାଇନ୍ ଗେମରେ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା ।
ଆଉ ଏହାପରେ ଅନଲାଇନ୍ ଗେମ୍ ଉଗ୍ର ରୂପ ନେଇଥିଲା । ଏହାପରେ ବୋମା ମାଡ଼ ହୋଇଥିଲା । ଗାଁ ମଝିରେ ବୋମା ମାଡ଼ ହୋଇଥିଲା । ଏହି ବୋମା ମାଡ଼ରେ ଦୁଇଜଣ ଯୁବକ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ବେଳାମଞ୍ଜରୀ ଗାଁରେ ଏହି ଘଟଣା ଘଟିଛି ।
ଲୋକମାନେ ଘରେ ଶୋଇଥିଲେ ଆଉ ହଠାତ୍ ସକାଳୁ ଏଭଳି ବୋମା ଶବ୍ଦ ଶୁଭିଥିଲା । ପରେ ଜଣାପଡ଼ିଥିଲା କି ଅନଲାଇନ୍ ଗେମରୁ ଏହି ବୋମା ମାଡ଼ ହୋଇଥିଲା । ଏବେ ସେଠାରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।