Movie prime

ଗଞ୍ଜାମ ରେ ଉଡ଼ିଲା ପାକିସ୍ତାନ ପତକା! ଦେଖନ୍ତୁ ଆସିଲା ଏମିତି ଏକ ଭିଡିଓ ବିଶ୍ୱାସ ନଥିଲେ ଆଖିରେ ଦେଖନ୍ତୁ

 
Special Report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଗଞ୍ଜାମ ଜିଲ୍ଲାର ଆସିକା ସହର ଉପକଣ୍ଠ ରେ ଥିବା ଯାମିଆ ମସଜିଦ ଠାରେ ଗତ ଏପ୍ରିଲ ୧୦ ତାରିଖ ଠାରୁ ପାକିସ୍ତାନ ପତାକା ଉଡ଼ିବା ଘଟଣା ଦେଖା ଯାଇଥିଲା।
ଏହା ଲଗାତାର କିଛି ଦିନ ଉଡ଼ିବା ପରେ ସୋସିଆଲ ମିଡ଼ିଆ ରେ ଏହି ଦୃଶ୍ୟ ଭାଇ ରାଲ ହୋଇଥିଲା।ଏହି ଘଟଣା ଏବେ ସହର ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଏହି ଦୃଶ୍ୟ ଅତ୍ୟନ୍ତ ଜରୁରୀକାଳୀନ ହେବା ସହିତ ଜାଣିଶୁଣି ପାକିସ୍ତାନ ପତାକା ଉଡା ଯାଇଛି ଓ ଏହା ଏକ ଦେଶ ଦ୍ରୋହି ମାମଲା ଅଟେ।ଗତ ଚାରି ଦିନ ହୋଇଗଲାଣି ପାକିସ୍ତାନ ର ପତାକା ଉଡୁଛି।
ଲୋକଙ୍କ ମନ ଭିତରେ ଯେତେବେଳେ ଚର୍ଚ୍ଚା ବଢିଲା,ସୋସିଆଲ ମିଡିଆରେ ଯେତେବେଳେ ପ୍ରଚାର ହେଲା ଏହାପରେ ସେହି ପତାକା କୁ ବାହାର ସେମାନେ ବାହାର କରି ଦେଇଛନ୍ତି।ଲୋକମାନେ ଏହାର ଫଟୋ ମଧ୍ୟ ରଖିଛନ୍ତି।
ତେଣୁ ବର୍ତମାନ ଭାରତୀୟ ଜନତା ପାର୍ଟି, ଅନ୍ୟାୟ କର୍ମକର୍ତ୍ତ ମାନେ ଆସିକା ଅଞ୍ଚଳର ଜନ ସାଧାରଣ ମାନେ ସମସ୍ତେ ଆସିଥିଲେ।ଏହା ଉପରେ ସମସ୍ତେ ଏକାଠି ମିଶି ଅଭିଯୋଗ କରିଛନ୍ତି।
ପାକିସ୍ତାନ ପତାକା ଆସିକା ସହରରେ ମସଜିଦ ଉପରେ ଉଡ଼ିବା ଏକ ଦୁର୍ଭାଗ୍ୟ ଜନକ ଚିନ୍ତାର ବିଷୟ ଅଟେ।ଆସିକା ସହର ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର ରୂପେ ପରିଗଣିତ ହୋଇଥିବା ବେଳେ ଏଭଳି କାର୍ଯ୍ୟ କଳାପ ସହର ବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ଏହାକୁ ନେଇ ଆସିକା ବହୁ ବରିଷ୍ଠ କର୍ମକର୍ତ୍ତା ଓ ବରିଷ୍ଠ ନେତା ମାନେ ଏକ ଲିଖିତ ଅଭିଯୋଗ କରି ଆସିକା ଥାନାରେ ହସ୍ତାନ୍ତର କରିଛନ୍ତି।
ଆଉ ଏଭଳି ଦୃଶ୍ୟ ନିହାତି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଉପୁଜିବାକୁ ଯାଉଥିବା ସଂକେତ ବୋଲି ଥାନାରେ ପ୍ରଦାନ କରାଯାଇଥିବା ଲିଖିତ ଅଭିଯୋଗ ରେ ଦର୍ଶାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.