Movie prime

ଗାଁ ଆଗରେ ହେଲା ହାଇ ଡ୍ରାମା ନିଜ ପ୍ରେମିକକୁ ସ୍ଵାମୀ କରିବା ପାଇଁ ଯୁବତୀ କଲେ କିଛି ଏମିତି ଭିଡିଓ ଦେଖିଲେ ଆପଣଙ୍କ ମୁଣ୍ଡ ଟିଣ ହେଇଯିବ - VIRAl VIDEO

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏହି ଖବର ହେଉଛି ଜଣେ ଯୁବକ ଆଉ ଯୁବତୀ ପାଠପଢା ବୟସରେ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ଘଟଣା ଏବେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । 
ମଝି ରାସ୍ତାରେ ଯୁବକ ଜଣଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଛି ଝିଅ । ପୁଅ ଜଣକ ସେହି ଝିଅକୁ ବିବାହ କରିବା ପାଇଁ ମନା କରୁଛି । ଏହି ଝିଅ ଜଣକ ସେହି ପୁଅକୁ ବିବାହ କରିବା ପାଇଁ ଟଣା ଓଟରା କରୁଛି ତାହା ପୁଣି ରାସ୍ତା ଉପରେ ।
Special Report
ଏହି ଘଟଣା ଏବେ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ବର ଆଉ କନ୍ୟାର ଏଭଳି ରୂପ ଦେଖି ରାସ୍ତା ଉପରେ ଲୋକ ରୁଣ୍ଡ ହୋଇ ଯାଇଥିଲେ । 
ଏହି ଯୁବକ ଆଉ ଯୁବତୀ ପାଠ ପଢିବାକୁ ଯାଇଥିଲେ । ଘରେ ପାଠପଢିବାକୁ ଯାଉଛି କହି ପ୍ରେମିକ ଘରେ କେହି ନଥିବାରୁ ସେମାନେ ସେଠାରେ ସମ୍ପର୍କ ରଖିଥିଲେ । ଆଉ ସେମାନେ ଏଭଳି ସମ୍ପର୍କ ରଖିବା ସମୟରେ ତାଙ୍କୁ ଗାଁ ଲୋକେ ଦେଖି ଦେଇଥିଲେ ।
Special Report
ଗାଁ ଲୋକ ଦେଖିଦେବା ପରେ ତାଙ୍କୁ ବାହାରକୁ ନେଇ ଆସିଥିଲେ । ବାହାରକୁ ଆସିବା ପରେ ତାଙ୍କର ଜୋର୍ ଜବରଦସ୍ତ ବାହାଘର କରିବା ପାଇଁ ଗାଁ ଲୋକ ବାହାରିଥିଲେ । ଆଉ ସେମାନେ ବିବାହ ମଧ୍ୟ କରିଥିଲେ । 
ପୁଅର ମାଆ ଯୌତୁକ ନଦେଲେ ବିବାହ ହୋଇ ପାରିବ ନାହିଁ ବୋଲି କହିଥିବା ବେଳେ ଝିଅ କିନ୍ତୁ ଜିଦ୍ ଧରିଥିଲା ବିବାହ କରିବାକୁ । ଆଉ ଏହି ଝିଅଟିକୁ ପୁଅ ଘରକୁ ନେବ ନାହିଁ ବୋଲି ଗାଁଲୋକଙ୍କ ଆଗରେ କହିଥିଲେ । ଏଭଳି ରାସ୍ତାରେ ଅନେକ ଘଟଣା ଘଟିଥିଲା ।
ଲୋକମାନେ ଯୁବକ ଜଣଙ୍କୁ ଯୁବତୀଙ୍କୁ ବିବାହ କରି ଘରକୁ ନେବାକୁ କହିଥିଲେ କିନ୍ତୁ ଏହି ଯୁବକ ଜଣକ ଜମା ବି ରାଜି ହେଉ ନଥିଲେ । ଆଉ ଯୁବତୀ ଜଣକ ଜିଦ୍ ଧରି ବସିଥିଲେ । ଏବେ ଏହି ଘଟଣାକୁ ମୋବାଇଲରେ କଏଦ କରାଯାଇଛି ।