Movie prime

ଗରିବ ଙ୍କ ପାଇଁ ନୂଆ ଯୋଜନା : ମୋଦୀ ବାଣ୍ଟୁଛନ୍ତି ଟିଭି, ଏମିତି କରି ଆବେଦନ ଆପଣ ବି ନେଇ ପାରିବେ

 
Special Report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ଖୁସି ମଧ୍ୟ ହୋଇଯିବେ।ସରକାର ପ୍ରଥମେ ମାଗଣା ଘର ଲୋକଙ୍କୁ ଯୋଗାଇ ଥିଲେ।
ସେହିପରି ରାସନ ମଧ୍ୟ ଯୋଗାଇ ଦେଇଥିଲେ।ଲୋକମାନେ ବହୁତ ଖୁସି ମଧ୍ୟ ହେଉଛନ୍ତି।ବର୍ତମାନ ଆଉ ଏକ ବଡ଼ ଖୁସି ଖବର ଶୁଣିବାକୁ ମିଳିଛି।ବର୍ତମାନ ସରକାର ମାଗଣାରେ ଟିଭି ଦେବେ ବୋଲି ସୂଚନା ମିଳିଛି।
Special report
ଆଉ ସବୁଠାରୁ ବଡ଼ କଥା ହେଉଛି ଯେ ଏଥିରେ ଆପଣଙ୍କୁ ଏକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।କିନ୍ତୁ ଏହାକୁ କିପରି ଆବେଦନ କରିବେ ଦର୍ଶକ ମାନେ ପ୍ରଶ୍ନ କରିଥିଲେ।ଅନେକ ଲୋକମାନେ ଅଛନ୍ତି ଯେଉଁ ମାନଙ୍କ ଘରେ ଦେଖିବା ପାଇଁ ଟିଭି ନାହାଁନ୍ତି।
ବହୁତ ଅଭାବ ଅନଟନ ରେ ଜୀବନଯାପନ କରୁଛନ୍ତି।ଟିଭି କିଣିବା ପାଇଁ ମଧ୍ୟ ଟଙ୍କାଟିଏ ନଥାଏ।ବର୍ତମାନ ସରକାର ଲୋକଙ୍କୁ ମାଗଣା ଟିଭି ଦେଖିବାର ସୁଯୋଗ ମଧ୍ୟ ଦେଉଛନ୍ତି।
Special Report
ଯାହାକି ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।ଖବର ଅନୁଯାୟୀ ଏଥିପାଇଁ କେନ୍ଦ୍ର ସରକାର ଦୁଇ ହଜାର ପାଞ୍ଚ ସହ ଅଣ ଚାଳିସି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡିଛି।
କେବଳ ମାଗଣାରେ ଟିଭି ଦେବେ ତାହା ନୁହେଁ ତା ସହିତ ମାଗଣା ଡିଶ୍ ଟିଭି ଲୋକଙ୍କୁ ଦେବେ।ଏହାଦ୍ଵାରା ଆପଣଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ।ମାଗଣାରେ ଟିଭି ଦେଖିପାରିବେ।ଲୋକମାନେ ଏହି ଖବର ଶୁଣି ବହୁତ ଖୁସି ହୋଇ ଯାଇଛନ୍ତି।
Special Report
ଦୂର ଦର୍ଶନ ଓ ଅଲ୍ ଇଣ୍ଡିଆ ରେଡିଓ ର ଅବସ୍ଥା ସୁଧାରିବା ପାଇଁ କେନ୍ଦ୍ର ସରକାର ନୂତନ ଯୋଜନା ଆରମ୍ଭ କରିଛନ୍ତି।ତେଣୁ ଯାହାଙ୍କର ପ୍ୟାନ କାର୍ଡ ଥିବ ସେମାନଙ୍କୁ ସରକାର ମାଗଣାରେ ଟିଭି ପ୍ରଦାନ କରିବେ।
ବର୍ତମାନ ୨୮ ଟି ଆଞ୍ଚଳିକ ଚ୍ୟାନେଲ ସହିତ ୩୬ ଟି ଟିଭି ଚ୍ୟାନେଲ ଡି ଟୁ ଏଚ ରେ ପ୍ରସାରିତ ହେଉଛି।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.